ଦୋଷ ନକରି ଦୋଷୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୦ ବର୍ଷ ରହିବା ପରେ ମୁକ୍ତ କଲେ ହାଇକୋର୍ଟ

ଇଣ୍ଡୋର: ପ୍ରମାଣ ଅଭାବରୁ ଜଣେ ଦୁଷ୍କର୍ମ ଏବଂ ହତ୍ୟା ଦୋଷୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ଅଭିଯୁକ୍ତ ଜଣକ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିବାର ୧୦ ବର୍ଷ ପରେ ମୁକ୍ତ କରିଛନ୍ତି ହାଇକୋର୍ଟ। ତଳକୋର୍ଟ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ହାଇକୋର୍ଟ ଏହି ମାମଲା  ତଦନ୍ତରେ ଅବହେଳା ଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରି ତଦନ୍ତକାରୀ ଅଧିକାରୀ ଫୋରେନସିକ୍ ରିପୋର୍ଟକୁ […]

Court

Court

Tapas Behera
  • Published: Friday, 26 August 2022
  • Updated: 26 August 2022, 08:53 PM IST

Sports

Latest News

ଇଣ୍ଡୋର: ପ୍ରମାଣ ଅଭାବରୁ ଜଣେ ଦୁଷ୍କର୍ମ ଏବଂ ହତ୍ୟା ଦୋଷୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ଅଭିଯୁକ୍ତ ଜଣକ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିବାର ୧୦ ବର୍ଷ ପରେ ମୁକ୍ତ କରିଛନ୍ତି ହାଇକୋର୍ଟ। ତଳକୋର୍ଟ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ହାଇକୋର୍ଟ ଏହି ମାମଲା  ତଦନ୍ତରେ ଅବହେଳା ଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରି ତଦନ୍ତକାରୀ ଅଧିକାରୀ ଫୋରେନସିକ୍ ରିପୋର୍ଟକୁ ଅଣଦେଖା କରାଯାଇଥିବା କହିଛନ୍ତି।  ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଧର ଜିଲ୍ଲାର ସତ୍ୟେନ୍ଦ୍ର କୁମାର ସିଂ।

୨୦୧୨ରେ ଫାଷ୍ଟ ଟ୍ରାକ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସତ୍ୟେନ୍ଦ୍ର ମଧ୍ୟପ୍ରଦେଶ ହାଇକୋର୍ଟ ଇଣ୍ଡୋର ବେଞ୍ଚରେ ଆବେଦନ କରିଥିଲେ। ବୁଧବାର କୋର୍ଟ ସତ୍ୟେନ୍ଦ୍ର ସପକ୍ଷରେ ରାୟ ଦେଇଥିଲେ। ହତ୍ୟାରେ ଶିକାର ହୋଇଥିବା ମହିଳା ଜଣକ ହାତରେ ସତ୍ୟେନ୍ଦ୍ରଙ୍କ ଚୁଟି ଜବତ କରିଥିବା କହି ପୁଲିସ ଚାର୍ଜସିଟ ଫାଇଲ କରିଥିଲା।

କିନ୍ତୁ ସେହି ଚୁଟି ସତ୍ୟେନ୍ଦ୍ରଙ୍କର କି ନୁହେଁ  ତାହା ଡିଏନଏ ପରୀକ୍ଷା ପାଇଁ ପ୍ରସ୍ତାବ ଦେଇଥିଲା ଫୋରେନସିକ୍ ଟିମ୍‌। ହେଲେ ପୁଲିସ ତାହା ପାଳନ କରିନାହିଁ ବୋଲି କୋର୍ଟ କହିଛନ୍ତି। ଯାହା ନିହାତି ଆବଶ୍ୟକ।  ଏହା କେବଳ ଆବେଦନକାରୀ ନୁହେଁ ବରଂ ମୃତ ବ୍ୟକ୍ତିଙ୍କ ପାଇଁ ଅନ୍ୟାୟ ହୋଇଛି। କାରଣ ପ୍ରକୃତ ଦୋଷୀ ଏଯାଏଁ ନିର୍ଭୟରେ ବୁଲୁଛି। ସେହିପରି ସତ୍ୟେନ୍ଦ୍ରଙ୍କ ବିରୋଧରେ ପୁଲିସ ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରିପାରି ନାହିଁ ବୋଲି କୋର୍ଟ କହିଛନ୍ତି ।  ସୂଚନା ଅନୁଯାୟୀ, ୨୦୧୧ରେ ସତ୍ୟେନ୍ଦ୍ରଙ୍କ  ବିରୋଧରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ। ସେତେବେଳେ ସତ୍ୟେନ୍ଦ୍ରଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା  ତାଙ୍କ ଓକିଲ ହାର୍କୋ ବେଞ୍ଚରେ  ଯୁକ୍ତି ରଖିଥିଲେ। ଯାହାର ଚୂଡ଼ାନ୍ତ ଶୁଣାଣି କରିଥିଲେ ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story