ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡ ସହ ମିଶି ୧୦ ବର୍ଷର ପୁଅକୁ ମାରିଦେଲା ବାପା

ବେଙ୍ଗାଲୁରୁ: ରାକ୍ଷସ ପାଲଟିଲା ବାପା। ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା। ଆଉ ଏଥିରେ ତାକୁ ସହାୟତା କରିଛନ୍ତି ପତ୍ନୀ ଓ ଗର୍ଲଫ୍ରେଣ୍ଡ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବେଙ୍ଗାଲୁରୁରେ। ଯେଉଁଠାରେ ଜଣେ ବ୍ୟକ୍ତି ତା’ର ୧୦ ବର୍ଷର ପୁଅର ହତ୍ୟା କରିଦେଇଛି। ଆଉ ହତ୍ୟା କରିବା ପରେ ସେ ତା’ର ପତ୍ନୀ ଓ ଗର୍ଲଫ୍ରେଣ୍ଡ ସହାୟତାରେ ମୃତଦେହକୁ ଫୋପାଡ଼ି ଦେଇଛି। ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ସୁନୀଲ କୁମାର। ଗତ ଫେବୃଆରୀ ୭ […]

son-killed

son-killed

Ranjit Kumar Jena
  • Published: Tuesday, 14 September 2021
  • Updated: 14 September 2021, 02:02 PM IST

Sports

Latest News

ବେଙ୍ଗାଲୁରୁ: ରାକ୍ଷସ ପାଲଟିଲା ବାପା। ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା। ଆଉ ଏଥିରେ ତାକୁ ସହାୟତା କରିଛନ୍ତି ପତ୍ନୀ ଓ ଗର୍ଲଫ୍ରେଣ୍ଡ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବେଙ୍ଗାଲୁରୁରେ। ଯେଉଁଠାରେ ଜଣେ ବ୍ୟକ୍ତି ତା’ର ୧୦ ବର୍ଷର ପୁଅର ହତ୍ୟା କରିଦେଇଛି। ଆଉ ହତ୍ୟା କରିବା ପରେ ସେ ତା’ର ପତ୍ନୀ ଓ ଗର୍ଲଫ୍ରେଣ୍ଡ ସହାୟତାରେ ମୃତଦେହକୁ ଫୋପାଡ଼ି ଦେଇଛି।

ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ସୁନୀଲ କୁମାର। ଗତ ଫେବୃଆରୀ ୭ ତାରିଖରେ ସୁନୀଲ ତା’ର ଗର୍ଲଫ୍ରେଣ୍ଡ ସାମ୍ନାରେ ନିଜ ପୁଅକୁ ହତ୍ୟା କଲା। ଏହା ପରେ ପତ୍ନୀ ଓ ଗର୍ଲଫ୍ରେଣ୍ଡ ସହାୟତାରେ ସେ ତା’ର ପୁଅର ମୃତଦେହକୁ ତାମିଲନାଡୁ ଜଙ୍ଗଲରେ ଫୋପାଡ଼ି ଦେଇଥିଲା। ଏହି ତିନି ଅଭିଯୁକ୍ତ ବେଙ୍ଗାଲୁରୁର ଗୁରାପ୍ପାନାପାଲ୍ୟା ଅଞ୍ଚଳରେ ରୁହନ୍ତି।

ଘଟଣା ଘଟାଇବା ପରେ ସୁନୀଲ୍ କୁମାର ପୁଲିସ୍ ବାଟବଣା କରାଇବା ଓ ଅପରାଧକୁ ଲୁଚାଇବା ପାଇଁ ଅଗଷ୍ଟ ୨୬ ତାରିଖରେ ଥାନାରେ ଏକ ନିଖୋଜ ଅଭିଯୋଗ ଦାୟର କରିଥିଲେ। ସେ ଥାନାରେ ଅଭିଯୋଗ କରିଥିଲା ଯେ ଫେବୃଆରୀ ୭ ତାରିଖରେ ତାଙ୍କ ପୁଅ ତା’ର ସାଙ୍ଗ ଘରକୁ ଯାଇଥିଲା। ହେଲେ ଏହା ପରଠାରୁ ସେ ନିଖୋଜ ଅଛି।

ସୁନୀଲର ଏହି ଅଭିଯୋଗ ପରେ ପୁଲିସ ସନ୍ଦେହ କରିଥିଲା। ଘଟଣାର ୬ ମାସ ପରେ କାହିଁକି ସୁନୀଲ ନିଖୋଜ ଅଭିଯୋଗ ଦେଲା। ଏହି ଅଭିଯୋଗର ତଦନ୍ତ କରୁଥିବା ତଦନ୍ତକାରୀ ଅଫିସର୍ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ କହିଛନ୍ତି, ଫେବୃଆରୀ ସୁନୀଲର ପୁଅ ନିଖୋଜ ହୋଇଥିଲା। ହେଲେ ସେ ୬ ମାସ ପରେ କାହିଁକି ନିଖୋଜ ଅଭିଯୋଗ ଦେଲା, ତାହା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ। ଆମେ ତୁରନ୍ତ ସୁନୀଲ ଉପରେ ସନ୍ଦେହ କରିଥିଲୁ ଏବଂ ଭାବିଲୁ ଯେ ଏଥିରେ ନିଶ୍ଚିତ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି। ଆମେ ଭାବିଲୁ ଯେ କୌଣସି ଅଭିଭାବକ ନିଜ ପୁଅ କିମ୍ବା ଝିଅର ନିଖୋଜ ଖବର ଅଭିଯୋଗ ଦେବା ପାଇଁ ୬ମାସ ଅପେକ୍ଷା କରିବେ ନାହିଁ।

ସୁନୀଲ୍ ଏକ ଅଲଗା ପ୍ରାଇଭେଟ୍ ଅଫିସରେ କାମ କରେ। ତା’ର ୨୬ ବର୍ଷୀୟ ପତ୍ନୀ ଓ ଗର୍ଲଫ୍ରେଣ୍ଡ ଏକ ଗାରମେଣ୍ଟ ଫ୍ୟାକ୍ଟ୍ରୀରେ କାମ କରନ୍ତି। ପୁଅର ନିଖୋଜ ଅଭିଯୋଗ ଆଧାରରେ ଯେତେବେଳେ ପୁଲିସ୍ ତଦନ୍ତ ଆରମ୍ଭ କଲା, ସେତେବେଳେ ସୁନୀଲର ପରକିୟା ପ୍ରୀତି ସାମ୍ନାକୁ ଆସିଥିଲା।

ପୁଲିସ୍ ଏହି ମାମଲାରେ ସୁନୀଲର ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରିଥିଲା। ହେଲେ ସୁନୀଲର ବନ୍ଧୁ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଏହା ପରେ ପୁଲିସ୍ ସୁନୀଲକୁ ପଚରାଉଚରା କରିଥିଲା ଏବଂ ଯାହା ପରେ ସେ ତା’ର ପୁଅର ହତ୍ୟା କରିଥିବା ସ୍ୱୀକାର କରିଥିଲା। ତଦନ୍ତ ପରେ ପୁଲିସ୍ ସ୍ପଷ୍ଟ କରିଛି ଯେ ସୁନୀଲ ହିଁ ତା’ର ପୁଅକୁ ହତ୍ୟା କରିଛି। ସେ ତା’ର ପୁଅକୁ ଏକ ମେଟାଲ୍ ପାଇପ୍ ଓ ଅନ୍ୟ ମଭଜୁତ୍ ପଦାର୍ଥ ସହାୟତାରେ ମାରିଛି।

ଅନ୍ୟପକ୍ଷରେ ଅଭିଯୁକ୍ତ ସୁନୀଲର ପତ୍ନୀ ନିଜ ସ୍ୱାମୀର ପରକିୟା ପ୍ରୀତି କଥାକୁ ଅସ୍ୱୀକାର କରିଛି। ଘଟଣା ଦିନ ସୁନୀଲ କୌଣସି କାରଣରୁ ରାଗିକି ନିଜ ପୁଅକୁ ମାରିଦେଇଥିଲା। ଆଉ ଘଟଣାର ପତ୍ୟକ୍ଷଦର୍ଶୀ ଥିଲେ ତା’ର ଗର୍ଲଫ୍ରେଣ୍ଡ। ଯେତେବେଳେ ସୁନୀଲର ପତ୍ନୀ କାମ ସାରି ରାତିରେ ଘରକୁ ଫେରିଲେ। ସେହି ସମୟରେ ସୁନୀଲ ଓ ତା’ର ତଥାକଥିତ ଗର୍ଲଫ୍ରେଣ୍ଡ ଅପରାଧକୁ ସ୍ୱୀକାର କରିଥିଲେ। ଘଟଣା ପରେ ସୁନୀଲ୍ ତା’ର ପତ୍ନୀକୁ ପ୍ରତିଶ୍ରୁତି ଦେଇଥିଲା ଯେ ଆଉ ପରକିୟା ପ୍ରୀତି ସମ୍ପର୍କ ରଖିବେ ନାହିଁ। ଏହା ପରେ ତିନିଜଣ ଯାକ କୁନି ପୁଅର ମୃତଦେହକୁ କାରରେ ନେଇ ତାମିଲନାଡୁର ବାର୍ଗର୍ ଜଙ୍ଗଲରେ ଫୋପାଡ଼ି ଚାଲିଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story