ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ମମତାଙ୍କ ଘରେ ରାତି କଟାଇଲେ ଯୁବକ

କୋଲକାତା: ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଜଣେ ଯୁବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିଯିବା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ପ୍ରବେଶ କରି ନାହାନ୍ତି ବ୍ୟକ୍ତି ଜଣକ ତାଙ୍କ ବାସଭବନରେ ଲୁଚି ରହି ରାତି କଟାଇଥିବା ଜଣାପଡ଼ିଛି। ତେବେ ସକାଳେ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।  ହେଲେ ଏତେ ବଡ଼ ସୁରକ୍ଷା ବଳୟକୁ ଭେଦ କରି ମୁଖ୍ୟମନ୍ତ୍ରୀଙ୍କ ଘରକୁ କେହି ପଶିଯିବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଦକ୍ଷିଣ କୋଲକାତାର କାଳିଘାଟ ଏରିଆରେ ମମତା ବାନାର୍ଜୀଙ୍କ […]

Mamata Banarge

Mamata Banarge

Tapas Behera
  • Published: Sunday, 03 July 2022
  • Updated: 03 July 2022, 07:57 PM IST

କୋଲକାତା: ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଜଣେ ଯୁବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିଯିବା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ପ୍ରବେଶ କରି ନାହାନ୍ତି ବ୍ୟକ୍ତି ଜଣକ ତାଙ୍କ ବାସଭବନରେ ଲୁଚି ରହି ରାତି କଟାଇଥିବା ଜଣାପଡ଼ିଛି। ତେବେ ସକାଳେ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।  ହେଲେ ଏତେ ବଡ଼ ସୁରକ୍ଷା ବଳୟକୁ ଭେଦ କରି ମୁଖ୍ୟମନ୍ତ୍ରୀଙ୍କ ଘରକୁ କେହି ପଶିଯିବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଦକ୍ଷିଣ କୋଲକାତାର କାଳିଘାଟ ଏରିଆରେ ମମତା ବାନାର୍ଜୀଙ୍କ ବାସଭବନ।  ବ୍ୟକ୍ତି ଜଣକ ପାଚେରି ଡେଇଁ ୩୪ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍‌ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିଯାଇଥିଲେ। ରାତିପ୍ରାୟ ଗୋଟାଏ ବେଳେ ବ୍ୟକ୍ତି ଜଣକ ପ୍ରବେଶ କରିଥିବା ଜଣାପଡ଼ିଛି ।

ସେ ମମତାଙ୍କ ବାସଭବନରେ ଏକ କୋଣରେ ରାତି ସାରା ରହିଥିଲେ।  ସକାଳେ ସେ ସୁରକ୍ଷା କର୍ମୀଙ୍କ ନଜରରେ ପଡ଼ିଥିଲେ । ସୁରକ୍ଷା କର୍ମୀମାନେ ଏ ସମ୍ପର୍କରେ କାଳିଘାଟ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ବ୍ୟକ୍ତି ଜଣକ କଣ ପାଇଁ ଏବଂ କେଉଁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ  ବାସଭବନକୁ ପ୍ରବେଶ କରିଥିଲେ ତାହା ଜଣାପଡ଼ି ନଥିବା ପୁଲିସ କହିଛି। କାରଣ ଜେରା ବେଳେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରିନାହାନ୍ତି।

ତେବେ ତାଙ୍କୁ କେହି ପଠାଇଥିଲେ କି ଏବଂ ଏହି କାରନାମା ପଛରେ ଆଉ କାହା ହାତ ଅଛି  ତାକୁ ନେଇ ପୁଲିସ ତଦନ୍ତ କରୁଛି। ସେହିପରି କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଏବଂ ସୁରକ୍ଷା ବ୍ୟବସ୍ଥା କେଉଁ କାରଣରୁ ଢିଲା ହେଲା ଏବଂ ଏଥିପାଇଁ କେଉଁମାନେ ଦାୟୀ ସେନେଇ ମଧ୍ୟ ତଦନ୍ତ ଚାଲିଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story