ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା, ପ୍ରାର୍ଥୀଙ୍କ ବାପାଙ୍କୁ ଗୁଳିମାଡ

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା। ସେଠାକାର ଜଣେ ପ୍ରାର୍ଥୀଙ୍କ ବାପାଙ୍କ ଉପରକୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଶାକସ ଦଳ ବିଜେପି ଏବଂ ନ୍ୟାସନାଲ ପିପୁଲ୍ପ ପାର୍ଟି (NPP) ଶନିବାର ରାଜ୍ୟରେ ଘଟିଥିବା ଏହି ହଂସାକାଣ୍ଡ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି। ସୂଚନା ମୁତାବକ ପୂର୍ବ ଇମ୍ଫାଲର ଆଣ୍ଡ୍ରୋ ନିର୍ବାଚନୀ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏଥିରେ ଅତିକମ୍‌ରେ ୭ ଜଣ ଆହତ ହୋଇଥିଲେ। ପ୍ରାୟ ୬ଟି ଘର ଏବଂ […]

Firing

Firing

Madhupriya Mistry
  • Published: Sunday, 20 February 2022
  • Updated: 20 February 2022, 01:29 PM IST

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା। ସେଠାକାର ଜଣେ ପ୍ରାର୍ଥୀଙ୍କ ବାପାଙ୍କ ଉପରକୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଶାକସ ଦଳ ବିଜେପି ଏବଂ ନ୍ୟାସନାଲ ପିପୁଲ୍ପ ପାର୍ଟି (NPP) ଶନିବାର ରାଜ୍ୟରେ ଘଟିଥିବା ଏହି ହଂସାକାଣ୍ଡ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି।

ସୂଚନା ମୁତାବକ ପୂର୍ବ ଇମ୍ଫାଲର ଆଣ୍ଡ୍ରୋ ନିର୍ବାଚନୀ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏଥିରେ ଅତିକମ୍‌ରେ ୭ ଜଣ ଆହତ ହୋଇଥିଲେ। ପ୍ରାୟ ୬ଟି ଘର ଏବଂ ୫ଟି କାର୍‌ କ୍ଷତିଗ୍ରସ୍ତ ହୋଇଥିଲା। ଆହତ ହୋଇଥିବା ଏନ୍‌ପିପି ପ୍ରାର୍ଥୀ ସଞ୍ଜୟ ସିଂହଙ୍କ ବାପା ଏଲ୍‌. ଶ୍ୟାମଜାଇ ଏବଂ ବିଜେପି ପ୍ରାର୍ଥୀ ଟି.ଶ୍ୟାମ କୁମାର ସାମିଲ ଅଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଶନିବାର କହିଛନ୍ତି ଆଣ୍ଡ୍ରୋ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ହିଂସା ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଥିଲେ। ତେବେ ଏହି ହିଂସାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ। ବିରୋଧୀ ପ୍ରାର୍ଥୀମାନେ ସେମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ସୁରକ୍ଷାକୁ ଅପବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେପଟେ ଏନ୍‌ପିପି ପ୍ରାର୍ଥୀଙ୍କ ବାପାଙ୍କ ଉପରେ ବିଜେପି ଗୁଳିମାଡ କରିଥିବା ନ୍ୟାସନାଲ ପିପୁଲ୍ପ ପାର୍ଟି ଅଭିଯୋଗ କରିଛି। ଏନେଇ ବିଜେପି ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି ଏନ୍‌ପିପି।

ମଣିପୁରର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ ଦୌଲତ ଖାନ କହିଛନ୍ତି ଯେ 'ଏପର୍ଯ୍ୟନ୍ତ ୧୦ଟି ନିର୍ବାଚନମଣ୍ଡଳୀରୁ ହିଂସା ଘଟଣାର ଖବର ଆସିଛି ଏବଂ ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟରେ ଅଧିକ CAPF ନିୟୋଜିତ କରିବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ଆହ୍ୱାନ କରିଛନ୍ତି। ଆଗାମୀ ଦିନରେ ୩୦୦ କମ୍ପାନୀ ନିୟୋଜିତ ହେବାର ଆଶା କରାଯାଉଛି।' ସୂଚନା ମୁତାବକ, ଆସନ୍ତା ୨୭ ତାରିଖରେ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story