ମନ୍ତ୍ରୀ ଦୋଷ କରିଥିଲେ ଦଣ୍ଡ ପାଇବେ: ଟିଏମ୍‌ସି

କୋଲକାତା: ‘ଯଦି ମନ୍ତ୍ରୀ ଦୋଷ କରିଥିବେ ତା’ହେଲେ ନିଶ୍ଚିତ ଦଣ୍ଡ ପାଇବେ।’ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀ ଗିରଫ ହେବା ପରେ ଏଭଳି କିଛି ବୟାନ ଦେଇଛି ତ୍ରୁଣମୂଳ କଂଗ୍ରେସ। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ରାଜନୈତିକ ପ୍ରତିଶୋଧ ନେବା ପାଇଁ ବିଜେପି ଅନୁସନ୍ଧାନକାରୀ ସଂସ୍ଥାକୁ ଅପବ୍ୟବହାର କରୁଛି ବୋଲି ଟିଏମ୍‌ସି ଅଭିଯୋଗ […]

parth

parth

Madhupriya Mistry
  • Published: Sunday, 24 July 2022
  • Updated: 24 July 2022, 10:44 AM IST

Sports

Latest News

କୋଲକାତା: 'ଯଦି ମନ୍ତ୍ରୀ ଦୋଷ କରିଥିବେ ତା'ହେଲେ ନିଶ୍ଚିତ ଦଣ୍ଡ ପାଇବେ।' ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀ ଗିରଫ ହେବା ପରେ ଏଭଳି କିଛି ବୟାନ ଦେଇଛି ତ୍ରୁଣମୂଳ କଂଗ୍ରେସ। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ରାଜନୈତିକ ପ୍ରତିଶୋଧ ନେବା ପାଇଁ ବିଜେପି ଅନୁସନ୍ଧାନକାରୀ ସଂସ୍ଥାକୁ ଅପବ୍ୟବହାର କରୁଛି ବୋଲି ଟିଏମ୍‌ସି ଅଭିଯୋଗ ଆଣିଛି।

ଟିଏମ୍‌ସି କହିଛି, 'ଆମେ ପୂରା ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛୁ। ଆମକୁ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ନ୍ୟାୟପାଳିକାର ନିଷ୍ପତ୍ତି ପରେ ଆମେ ନିଷ୍ପତ୍ତି ନେବାକୁ ସମର୍ଥ ହେବୁ। ତ୍ରୁଣମୂଳ କଂଗ୍ରେସ କିମ୍ବା ସରକାରରେ କୌଣସି ବି ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବ ନାହିଁ। ନ୍ୟାୟପାଳିକାର ନିଷ୍ପତ୍ତି ପରେ ହିଁ ଟିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏ ସବୁ ପଛରେ ବିଜେପିର ହାତ ଥିବା ବିଶ୍ୱାସ। ଯିଏ ବିଜେପିରେ ପ୍ରବେଶ କରିଛି ତାକୁ କେହି ମଧ୍ୟ ଛୁଇଁ ପାରୁ ନାହାନ୍ତି। ଆଉ ଯିଏ ପ୍ରବେଶ କରି ନାହାନ୍ତି ସେମାନଙ୍କୁ ହଇରାଣ କରାଯାଉଛି। କରାଯାଉଛି।'

ଉଲ୍ଲେଖଯୋଗ, ଇଡି ୨୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିବା ପରେ ଅର୍ପିଜା ମୁଖାର୍ଜୀଙ୍କୁ ମଧ୍ୟ ଶନିବାର ଗିରଫ କରିନେଇଥିଲା। ଅର୍ପିତାଙ୍କ ଘରେ ଚଢ଼ାଉ ବେଳେ ଇଡିକୁ ୨୦ କୋଟିରୁ ଅଧିକ ଟଙ୍କା ମିଳିଥିଲା। ଏପରିକି ଏହି ଟଙ୍କାକୁ ଗଣିବା ପାଇଁ ଟଙ୍କା ଗଣିବା ମେସିନ ଓ ବ୍ୟାଙ୍କ ଅଧିକାରୀଙ୍କୁ ଡକାଯାଇଥିଲା।  ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story