ଦେଶଦ୍ରୋହ ଆଇନ ଉପରେ ରୋକ: ‘ଲକ୍ଷ୍ମଣରେଖା’ କଥା କହିଲେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ

ନୂଆଦିଲ୍ଲୀ: ବିବାଦୀୟ ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ଆଜି ରୋକ ଲଗାଇ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଆଇନର ସମୀକ୍ଷା ଶେଷ ନ କରିବା ଯାଏ ଧାରା ୧୨୪-ଏ ଅନୁଯାୟୀ କୌଣସି ନୂଆ ମାମଲା ହୋଇ ପାରିବ ନାହିଁ। ସେହିପରି ଦେଶଦ୍ରୋହ ଆଇନ ବଳରେ ଗିରଫ ହୋଇଥିବା ଲୋକମାନେ ଜାମିନ ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ ମଧ୍ୟ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏପରି ଐତିହାସିକ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି […]

Kiren-rijiju

Kiren-rijiju

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 05:36 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ଆଜି ରୋକ ଲଗାଇ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଆଇନର ସମୀକ୍ଷା ଶେଷ ନ କରିବା ଯାଏ ଧାରା ୧୨୪-ଏ ଅନୁଯାୟୀ କୌଣସି ନୂଆ ମାମଲା ହୋଇ ପାରିବ ନାହିଁ। ସେହିପରି ଦେଶଦ୍ରୋହ ଆଇନ ବଳରେ ଗିରଫ ହୋଇଥିବା ଲୋକମାନେ ଜାମିନ ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ ମଧ୍ୟ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏପରି ଐତିହାସିକ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଏହି ରାୟ ପରେ କେନ୍ଦ୍ର ଆଇନ ମନ୍ତ୍ରୀ କରିଣ ରିଜିଜୁ ଦେଇଥିବା ଲକ୍ଷ୍ମଣରେଖା ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି। କୋର୍ଟ ଓ ଏହାର ସ୍ୱାଧୀନତାକୁ ସେ ସମ୍ମାନ କରନ୍ତି। କିନ୍ତୁ ଦେଶରେ ଗୋଟିଏ ‘ଲକ୍ଷ୍ମଣରେଖା’ ଅଛି, ଏହାକୁ କେବେ ହେଲେ କେହି ଅତିକ୍ରମ କରିପାରିବେ ନାହିଁ। ସମସ୍ତେ ଏହାକୁ ସମ୍ମାନ କରିବା ଦରକାର ବୋଲି ରିଜିଜୁ କହିଛନ୍ତି।

ସେ କହିଛନ୍ତି, “ଆମେ ଆମର ଆଭିମୁଖ୍ୟକୁ ସ୍ପଷ୍ଟ କରିଛୁ ଓ କୋର୍ଟଙ୍କୁ ଆମ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦି)ଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଛୁ। ଆମେ କୋର୍ଟ ଓ ଏହାର ସ୍ୱାଧୀନତାକୁ ସମ୍ମାନ କରୁ। କିନ୍ତୁ ଗୋଟିଏ ଲକ୍ଷ୍ମଣରେଖା ରହିଛି। ଏହାକୁ ରାଷ୍ଟ୍ରର ସମସ୍ତ ଅଙ୍ଗ ଅକ୍ଷରେଅକ୍ଷରେ ସମ୍ମାନ କରିବା ଉଚିତ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ତଥା ପ୍ରଚଳିତ ଆଇନକୁ ଆମେ ସମ୍ମାନ ଦେଉଛୁ ବୋଲି ଆମକୁ ନିଶ୍ଚିତ କରିବାକୁ ପଡ଼ିବ। ଆମେ ସମସ୍ତେ ପରସ୍ପରକୁ ସମ୍ମାନ କରୁଛୁ। କୋର୍ଟ ମଧ୍ୟ ସରକାର, ବିଧେୟକକୁ ସମ୍ମାନ କରିବା ଦରକାର। ସେହିପରି ସରକାରଙ୍କୁ ମଧ୍ୟ କୋର୍ଟର ସମ୍ମାନ କରିବା ଉଚିତ। ଆମ ପାଖରେ ସ୍ପଷ୍ଟ ସୀମା ରହିଛି ଓ ଲକ୍ଷ୍ମରେଖାକୁ କେହି ବି କେବେ ଅତିକ୍ରମ କରିବା କଥା ନୁହେଁ।”

ତେବେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଭୁଲ ବୋଲି ସେ ବିଶ୍ୱାସ କରନ୍ତି କି ପ୍ରଶ୍ନକୁ ଆଇନମନ୍ତ୍ରୀ ବେଶ ସହଜରେ ଏଡ଼ାଇ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story