ନିଖୋଜ ବିମାନ ‘ତାରା’ କ୍ରାଶ, ୨୨ ଯାତ୍ରୀଙ୍କ ମଧ୍ୟରେ ଥିଲେ ୪ ଓଡ଼ିଆ

କାଠମାଣ୍ଡୁ: ନିଖୋଜ ବିମାନର ମିଳିଲା ସନ୍ଧାନ।  ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନ ଆଜି କ୍ରାଶ ହୋଇଛି। ବିମାନଟି ମୁସ୍‌ତାଙ୍ଗର କୋଆଙ୍ଗା ଗ୍ରାମରେ ଲମଚେ ନଦୀ ନିକଟସ୍ଥ କ୍ରାଶ କରିଥିବା ଠାବ ହୋଇଛି। ‘ତାରା’ ନାମକ ଏହି  ବିମାନଟି ମନପାଠି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।  ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ […]

ppp-1

ppp-1

Tapas Behera
  • Published: Sunday, 29 May 2022
  • Updated: 29 May 2022, 06:18 PM IST

Sports

Latest News

କାଠମାଣ୍ଡୁ: ନିଖୋଜ ବିମାନର ମିଳିଲା ସନ୍ଧାନ।  ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନ ଆଜି କ୍ରାଶ ହୋଇଛି। ବିମାନଟି ମୁସ୍‌ତାଙ୍ଗର କୋଆଙ୍ଗା ଗ୍ରାମରେ ଲମଚେ ନଦୀ ନିକଟସ୍ଥ କ୍ରାଶ କରିଥିବା ଠାବ ହୋଇଛି। ‘ତାରା’ ନାମକ ଏହି  ବିମାନଟି ମନପାଠି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।  ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ। ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ।  ଏହି ୪ ଜଣ ହେଲେ  ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ।  ପରିବାର ସହ ନେପାଳ ବୁଲିଯାଇଥିଲା ବେଳେ ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁଚଯାୟୀ, ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏହି ଛୋଟ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ରାଡାର୍‌ରୁ ନିଖୋଜ ହୋଇଯାଇଥିବା ବିମାନରେ ୪ଜଣ ଭାରତୀୟ ଓ ୧ ଜଣ ବିଦେଶୀ ନାଗରିକ ଥିଲେ। ବାକି ଯାତ୍ରୀମାନେ ନେପାଳର ନାଗରିକ ବୋଲି ନେପାଳ ସରକାରଙ୍କ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଅନୁସାରେ, ‘ତାରା ଏୟାର୍‌’ର ୯ଏନ୍‌ଏଇଟି ଡବଲ ଇଞ୍ଜିନ୍‌ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଭରିଥିଲା।  ଏହାର କିଛି ସମୟ ପରେ ରାଡାର୍‌ରୁ ଅଦୃଶ୍ୟ ହୋଇ ଯାଇ ଥିଲା ବିମାନ ।

ଫଳରେ ଏହାର ସନ୍ଧାନ ମିଳି ପାରି ନଥିଲା। ନିଖୋଜ ବିମାନଟିକୁ ପ୍ରଭାକରପ୍ରସାଦ ଘିମି ନାମକ ପାଇଲଟ ଚଳାଉଥିବା ଜଣାପଡ଼ିଛି। ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ କଣ୍ଟ୍ରୋଲ ରୁମ୍‌ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ପରେ ବିମାନଟିକୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଖୋଜିବା ପାଇଁ ଦୁଇଟି ହେଲିକପ୍ଟରକୁ ପଠାଯାଇଥିଲା। ତେବେ ବିମାନଟି  ପାହାଡ଼ ପର୍ବତ ଘେରା ମୁସ୍‌ତାଙ୍ଗ  ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବିମାନଟି ଏକ ନଦୀ ନିକଟସ୍ଥ ଖସିପଧଡ଼ିଥିବା ସ୍ଥାନୀୟ ଳୋକେ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story