ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀଙ୍କ ପରଲୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଆଜି ପରଲୋକ ଘଟିଛି। ଫୁସଫୁସ ସଂକ୍ରମଣ ଯୋଗୁ  ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ସାଧନା ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସାଧନାଙ୍କ ପରଲୋକରେ ଉତ୍ତରପ୍ରଦେଶ  ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୋକ ପ୍ରକାଶ କରିବା ସହ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଏହି ଦୁଖଃଦ ଖବର ପାଇ ସେ ମର୍ମାହତ। ସାଧନାଙ୍କ ଆତ୍ମାକୁ […]

mulam

mulam

Tapas Behera
  • Published: Saturday, 09 July 2022
  • Updated: 09 July 2022, 04:16 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଆଜି ପରଲୋକ ଘଟିଛି। ଫୁସଫୁସ ସଂକ୍ରମଣ ଯୋଗୁ  ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ସାଧନା ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସାଧନାଙ୍କ ପରଲୋକରେ ଉତ୍ତରପ୍ରଦେଶ  ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୋକ ପ୍ରକାଶ କରିବା ସହ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଏହି ଦୁଖଃଦ ଖବର ପାଇ ସେ ମର୍ମାହତ। ସାଧନାଙ୍କ ଆତ୍ମାକୁ ଭଗବାନ ପବିତ୍ର ସ୍ଥାନକୁ ନେଇଯିବାକୁ ସେ ପ୍ରାର୍ଥନା କରିଛନ୍ତି । ଏଥିସହ ମୁଲାୟମଙ୍କ ପରିବାରକୁ ଭଗବାନ ସାହସ ଓ ଶକ୍ତି ଦିଅନ୍ତୁ ବୋଲି  ସେ ଭଗବାନଙ୍କ ନିକଟରେ କାମନା କରିଛନ୍ତି । ୨୦୦୩ରେ ମୁଲାୟମ ସାଧନାକୁ ଦ୍ୱିତୀୟ ବିବାହ କରିଥିଲେ। କାରଣ ମୁଲାୟମଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା ମାଳତୀ ଯାଦବଙ୍କ ମୃତ୍ୟୁ ପରେ ମୁଲାୟମ ଦ୍ୱିତୀୟ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story