ପୁଲିସ ପିଛା କଲା , ଚୋର ଛାତରୁ ଡେଇଁ ଜୀବନ ଗଲା

ମୁମ୍ବାଇ: ପୁଲିସ-ଚୋର ଛକାପଞ୍ଝା ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। ଗିରଫକୁ ଏଡ଼ାଇବାକୁ ଯାଇ ଜଣେ ଚୋର ଏକ ଉଚ୍ଚ ବିଲଡିଂରୁ ତଳକୁ ଡେଇଁ ତାଙ୍କର ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ମୁମ୍ବାଇରୁ ଆସିଛି। ଚୋର ଜଣକ ତଳକୁ ଡେଉଁଥିବାର ସିସିଟିଭିରେ ଦୃଶ୍ୟ କଏଦ ହୋଇଛି। ମୁମ୍ବାଇର ମେରାଇଲାଇନରେ ଶୁକ୍ରବାର ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ରୋହିତ ବୋଲି ଜଣାପଡ଼ିଛି। ଭିଡିଓରେ ରୋହିତ ତଳକୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। […]

io

io

Tapas Behera
  • Published: Saturday, 09 July 2022
  • Updated: 09 July 2022, 05:20 PM IST

Sports

Latest News

ମୁମ୍ବାଇ: ପୁଲିସ-ଚୋର ଛକାପଞ୍ଝା ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। ଗିରଫକୁ ଏଡ଼ାଇବାକୁ ଯାଇ ଜଣେ ଚୋର ଏକ ଉଚ୍ଚ ବିଲଡିଂରୁ ତଳକୁ ଡେଇଁ ତାଙ୍କର ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ମୁମ୍ବାଇରୁ ଆସିଛି। ଚୋର ଜଣକ ତଳକୁ ଡେଉଁଥିବାର ସିସିଟିଭିରେ ଦୃଶ୍ୟ କଏଦ ହୋଇଛି। ମୁମ୍ବାଇର ମେରାଇଲାଇନରେ ଶୁକ୍ରବାର ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ରୋହିତ ବୋଲି ଜଣାପଡ଼ିଛି। ଭିଡିଓରେ ରୋହିତ ତଳକୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। ଏକ ଚୋରି ଅଭିଯୋଗରେ ରୋହିତଙ୍କୁ ପିଛା କରିଥିଲା ପୁଲିସ। ହେଲେ ପୁଲିସ ହାତରୁ ଖସିବା ପାଇଁ ହଠାତ୍‌ ଏକ ବିଲଡିଂକୁ ଚଢ଼ିଯାଇଥିଲା। ପରେ ସେ ବିଲଡିଂର ଝରକା ପାଖକୁ ଚାଲିଯାଇଥିଲା।

ରୋହିତଙ୍କ ଏଭଳି ହାବଭାବ ଦେଖି ପୁଲିସ ତାଙ୍କୁ ଧରାଦେବାକୁ ନିବେଦନ କରିଥିଲା। ଏମିତି କି ତାଙ୍କର କିଛି ହେବନି ପୁଲିସ ଆଶ୍ୱସନା ଦେଇଥିଲା। ଏହାରି ଭିତରେ ରୋହିତଙ୍କ ଜୀବନ ବଞ୍ଚାଇବାକୁ ପୁଲିସ ଉଦ୍ୟମ କରିଥିଲା। ପ୍ରାୟ ଘଣ୍ଟା ଘଣ୍ଟା ଧରି ଚାଲିଥିଲା କସରତ। ରୋହିତଙ୍କ ଗତିବିଧି ଦେଖି ପୁଲିସ ତଳେ ଜାଲ ବାନ୍ଧି ଥିଲା। ରୋହିତ ଡେଇଁଲେ ଜାଲରେ ପଡ଼ି ତାର ଜୀବନ ବଞ୍ଚି ଯିବ ବୋଲି ପୁଲିସ ଭାବିଥିଲା।

ପୁଲିସ, ଦମକଳବାହିନୀ ଏବଂ ବିଲଡିଂରେ ରହୁଥିବା ଲୋକେ ରୋହତଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ହେଲେ ସବୁ ଯୋଜନା ବିଫଳ ହୋଇଥିଲା। ରୋହିତ ଆଉ ଏକ ପାଖକୁ ଡେଇଁ ତଳେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜେଜେ ହସପିଟାଲକୁ  ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story