ମୁମ୍ବାଇ ପୁଲିସକୁ ଧମକ: ସୋମାଲିଆ ଭଳି ଆକ୍ରମଣ କରାଯିବ

ମୁମ୍ବାଇ: ଭାରତରେ ସୋମାଲିଆ ଭଳି ଆକ୍ରମଣ କରାଯିବ। କିଛି ଏମିତି ଢ଼ଙ୍ଗରେ ଏକ ଧମକ ଅନ୍ତର୍ଜାତୀୟ ନମ୍ବରରୁ ଆସିଛି। ମୁମ୍ବାଇ ପୁଲିସର ହେଲପଲାଇନ୍‌ ହ୍ୱାଟସ୍‌ଆପ୍‌ ନମ୍ବରକୁ ଏଭଳି କଲ ଆସିଛି।  କିଛି ଦିନ ପୂର୍ବେ ୨୬/୧୧ ଭଳି ଆଟାକ୍‌ କରାଯିବା ନେଇ ମୁମ୍ବାଇ ପୁଲିସକୁ ଧମକ ଆସିଥିଲା। ଗତ ଅଗଷ୍ଟ ୧୯ ତାରିଖରେ ଦିନ ୧୧ଟା ୩୫ରେ ମୁମ୍ବାଇ ଟ୍ରାଫିକ ପୁଲିସ ହେଲପଲାଇନ୍‌  ନମ୍ବରକୁ ଏକ କଲ ଆସିଥିଲା। ସେଥିରେ ୨୦୦୮ ନଭେମ୍ବର ୨୬ରେ  ମୁମ୍ବାଇରେ ଯେଉଁଭଳି […]

mumbai

mumbai

Tapas Behera
  • Published: Friday, 26 August 2022
  • Updated: 26 August 2022, 04:57 PM IST

ମୁମ୍ବାଇ: ଭାରତରେ ସୋମାଲିଆ ଭଳି ଆକ୍ରମଣ କରାଯିବ। କିଛି ଏମିତି ଢ଼ଙ୍ଗରେ ଏକ ଧମକ ଅନ୍ତର୍ଜାତୀୟ ନମ୍ବରରୁ ଆସିଛି। ମୁମ୍ବାଇ ପୁଲିସର ହେଲପଲାଇନ୍‌ ହ୍ୱାଟସ୍‌ଆପ୍‌ ନମ୍ବରକୁ ଏଭଳି କଲ ଆସିଛି।  କିଛି ଦିନ ପୂର୍ବେ ୨୬/୧୧ ଭଳି ଆଟାକ୍‌ କରାଯିବା ନେଇ ମୁମ୍ବାଇ ପୁଲିସକୁ ଧମକ ଆସିଥିଲା। ଗତ ଅଗଷ୍ଟ ୧୯ ତାରିଖରେ ଦିନ ୧୧ଟା ୩୫ରେ ମୁମ୍ବାଇ ଟ୍ରାଫିକ ପୁଲିସ ହେଲପଲାଇନ୍‌  ନମ୍ବରକୁ ଏକ କଲ ଆସିଥିଲା। ସେଥିରେ ୨୦୦୮ ନଭେମ୍ବର ୨୬ରେ  ମୁମ୍ବାଇରେ ଯେଉଁଭଳି ଆକ୍ରମଣ କରାଯାଇଥିଲା ଠିକ ସେହିପରି ପୁନରାବୃତ୍ତି ଘଟିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ଧମକପୂର୍ଣ୍ଣ ମେସେଜଟି ପାକିସ୍ତାନ ନମ୍ବରରୁ ଆସିଥିବା ଜଣାପଡ଼ିଛି।

ଏହି ମେସଜ୍‌ରେ ଉକ୍ତ ଆକ୍ରମଣ ଯୋଜନାର ପରିଣାମ ୬ ଜଣ ଘଟାଇବା ଦର୍ଶାଯାଇଥିଲା।  ମେସେଜ ପଠାଇଥିବା ବ୍ୟକ୍ତିଜଣକର ଲୋକେସନ୍‌ ପାକିସ୍ତାନ ବୋଲି କହିଥିଲା । ହେଲେ ଏବେ ଯେଉଁ  ସୋମାଲିଆ ଭଳି ଆକ୍ରମଣ ଧମକ ମିଳିଛି ତାର ଲୋକେସନ୍‌ ବିଷୟରେ ପୁଲିସ ସ୍ପଷ୍ଟ କରି ନାହିଁ। ସୂଚନା ଯୋଗ୍ୟ ଯେ, ଭାରତରେ ସଂଗଠିତ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟିଏ ବୋଲି କୁହାଯାଉଥିବା ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story