ପହିଲାରୁ ହଟିବ ସବୁ କଟକଣା !

ମୁମ୍ବାଇ: ମୁମ୍ବାଇବାସୀଙ୍କ ପାଇଁ ଖୁସି ଖବର। କରୋନା ପ୍ରଭାବ ହ୍ରାସ ଘଟୁଥିବାରୁ କୋଭିଡ୍‌ କଟକଣା ହଟାଇବାକୁ ନିଷ୍ପତ୍ତି ହୋଇଛି। ମୁମ୍ବାଇକୁ ଅନଲକ୍ ମୁଡ୍‌କୁ ନେବାକୁ ବିଏମସି ସ୍ଥିର କରିଛି। ଚଳିତ ମାସ ଶେଷ ଆଡ଼କୁ ମୁମ୍ବାଇକୁ ଅନଲକ୍‌ କରାଯିବ। ଗତ କିଛି ଦି ହେଲା ମୁମ୍ବାଇରେ କରୋନା ମାମଲା ତଳ ମୁହାଁ ହେବା ପରେ ସହରରେ କୋଭିଡ୍‌ ପ୍ରତିବନ୍ଧକ ହଟାଇକାବୁ ନିର୍ଣ୍ଣୟ ହୋଇଛି। ମୁମ୍ବାଇର ମେୟର କିଶୋରୀ ପେଦନାକର ଏଏନଆଇକୁ କହିଛନ୍ତି ଯେ, ମୁମ୍ବାବାସୀଙ୍କ ପାଇଁ ଏବେ […]

covid-case

covid-case

Tapas Behera
  • Published: Tuesday, 08 February 2022
  • Updated: 08 February 2022, 04:44 PM IST

Sports

Latest News

ମୁମ୍ବାଇ: ମୁମ୍ବାଇବାସୀଙ୍କ ପାଇଁ ଖୁସି ଖବର। କରୋନା ପ୍ରଭାବ ହ୍ରାସ ଘଟୁଥିବାରୁ କୋଭିଡ୍‌ କଟକଣା ହଟାଇବାକୁ ନିଷ୍ପତ୍ତି ହୋଇଛି। ମୁମ୍ବାଇକୁ ଅନଲକ୍ ମୁଡ୍‌କୁ ନେବାକୁ ବିଏମସି ସ୍ଥିର କରିଛି। ଚଳିତ ମାସ ଶେଷ ଆଡ଼କୁ ମୁମ୍ବାଇକୁ ଅନଲକ୍‌ କରାଯିବ। ଗତ କିଛି ଦି ହେଲା ମୁମ୍ବାଇରେ କରୋନା ମାମଲା ତଳ ମୁହାଁ ହେବା ପରେ ସହରରେ କୋଭିଡ୍‌ ପ୍ରତିବନ୍ଧକ ହଟାଇକାବୁ ନିର୍ଣ୍ଣୟ ହୋଇଛି। ମୁମ୍ବାଇର ମେୟର କିଶୋରୀ ପେଦନାକର ଏଏନଆଇକୁ କହିଛନ୍ତି ଯେ, ମୁମ୍ବାବାସୀଙ୍କ ପାଇଁ ଏବେ ଭଲ ଖବର ଆସିଛି।

ଚଳିତ ମାସ ଶେଷ ସୁଦ୍ଧା ମୁମ୍ବାକୁ ଅନଲକ କରାଯିବ। କିନ୍ତୁ ଜନସାଧାରଣଙ୍କୁ କୋଭିଡ୍‌ ପ୍ରୋଟୋକଲ ତଥା ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମାନିବାକୁ ପଡ଼ିବ। ସୋମବାର ମୁମ୍ବାଇରେ ୩୫୬ଟି  ନୂଆ କେସ ମାମଲା ରେକର୍ଡ଼ ହୋଇଛି। ଗତ ଡିସେମ୍ବର ୨୧ ପରେ ଏହା ହେଉଛି ସର୍ବନିମ୍ନ ଦୈନିକ ମାମଲା ବୋଲି କୁହାଯାଇଛି। ଏଥିସହ ସୋମବାର ସବୁଠାରୁ କମ୍‌ ୫ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ୫୩୬ଟି କରୋନା ମାମଲା ରେକର୍ଡ଼ କରାଯାଇଥିଲା ବେଳେ ୩ ଜଣଙ୍କର ମୃତ୍ୟୃ ଘଟିଥିଲା। ଦେଶରେ ତୃତୀୟ ଲହରରେ ମୁମ୍ବାଇ ଅତ୍ୟଧିକ ପ୍ରଭାବିତ ହୋଇଥିଲା। ଦୈନିକ ମାମଲା ଦ୍ରୁତ ଗତିରେ ବୃଦ୍ଧି ଘଟିବା ସମସ୍ତଙ୍କ ପାଇଁ ପୁଣି ଚିନ୍ତାର କାରଣ ପାଲଟିଥିଲା। କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ ମଧ୍ୟ ମୁମମ୍ବାଇବାସୀଙ୍କୁ କମ୍ ବିପଦ ସୃଷ୍ଟି କରିନଥିଲା। ତେବେ ଗତ କିଛି ଦିନ ହେବ ସ୍ଥିତି ନିୟନ୍ତ୍ରଣକୁ ଆସିଛି। କିଛି ଦିନ ପୂର୍ବରୁ

ନୂଆ ଗାଇଡଲାନ୍ ଅନୁଯାୟୀ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ସେହିପରି ରେଷ୍ଟୁରାଣ୍ଟ ଏବଂ ଫିଲ୍ମ ହଲକୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅମୁମତି ଦିଆଯାଇଛି। ସ୍ୱଭାବିକ ସମୟରେ ବିଚ୍, ଗାର୍ଡ଼େନ ଏବଂ ପାର୍କ ଖୋଲିବାକୁ ଅନୁମତି ଦିଆଯାଇଛି। ସୁଇମିଂ ପୁଲ,  ୱାଟେର ପାର୍କ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ରେଷ୍ଟୁରାଣ୍ଟ, ଥିଏଟର, ନାଟ୍ୟଗୃହ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ସେହପରି ପେଣ୍ଟାଲ ଓ ହଲରେ ଭଜନ, ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟମକୁ  ୫୦ ପ୍ରତିଶତ କ୍ଷମତାରେ ଅନୁମତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story