ଧୋକା ଦେଲା ବାନ୍ଧବୀ, ଡାକି ନେଇ ବୟଫ୍ରେଣ୍ଡ ଦ୍ୱାରା ଦୁଷ୍କର୍ମ !

ମୁମ୍ବାଇ: ଧୋକା ଦେଲା ବାନ୍ଧବୀ। ବାନ୍ଧବୀଙ୍କୁ ଡାକି ନେଇ ବୟଫ୍ରେଣ୍ଡ ଦ୍ୱାରା କରାଇଲା ଦୁଷ୍କର୍ମ। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣ ଅଭିଯୁଙ୍କୁ ଗିରଫ କରିଛି । ଘଟଣାଟି ମୁମ୍ବାଇର ଭିରାର (ପଶ୍ଚିମ) ଅଞ୍ଚଳରେ ଘଟିଛି।  ଦୁଷ୍କର୍ମରେ ଶିକାର ହୋଇ ଥିବା ୧୧ ବର୍ଷର ନାବାଳିକା ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ  ସନ୍ଧ୍ୟା ୭ଟାରେ ମୋବାଇଲ୍ ଫୋନ୍ ମରାମତି କରିବାକୁ ତାଙ୍କ ଘର ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ […]

Rape

Rape

Tapas Behera
  • Published: Friday, 19 August 2022
  • Updated: 19 August 2022, 01:48 PM IST

Sports

Latest News

ମୁମ୍ବାଇ: ଧୋକା ଦେଲା ବାନ୍ଧବୀ। ବାନ୍ଧବୀଙ୍କୁ ଡାକି ନେଇ ବୟଫ୍ରେଣ୍ଡ ଦ୍ୱାରା କରାଇଲା ଦୁଷ୍କର୍ମ। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣ ଅଭିଯୁଙ୍କୁ ଗିରଫ କରିଛି । ଘଟଣାଟି ମୁମ୍ବାଇର ଭିରାର (ପଶ୍ଚିମ) ଅଞ୍ଚଳରେ ଘଟିଛି।  ଦୁଷ୍କର୍ମରେ ଶିକାର ହୋଇ ଥିବା ୧୧ ବର୍ଷର ନାବାଳିକା ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ  ସନ୍ଧ୍ୟା ୭ଟାରେ ମୋବାଇଲ୍ ଫୋନ୍ ମରାମତି କରିବାକୁ ତାଙ୍କ ଘର ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ ସେ ତାଙ୍କର ୨୧ ବର୍ଷୀୟ ବାନ୍ଧବୀ ଭେଟ ହୋଇଥିଲା।  ସେଇ ବାନ୍ଧବୀଙ୍କ ସହ ତାଙ୍କ ବୟଫ୍ରେଣ୍ଡ ଥିଲେ। ବହୁ ଗପସପ ହେବା ପରେ ସେମାନେ ଏକ ସ୍ଥାନକୁ ବୁଲିବାକୁ ଯାଇଥିଲେ।

ଉକ୍ତ ସ୍ଥାନରେ ପୁଣି ୨ ଜଣ ପୁରୁଷ ପହଞ୍ଚିଥିଲେ। ସେଠାରୁ ଯୁବତୀ ଜଣକୁ ଏକ ଗଣେଶ ପେଣ୍ଡାଲ୍ ପଛପଟକୁ  ନେଇ ଯାଇଥିଲେ । ସେଠାରେ ତାଙ୍କୁ ବନ୍ଧୁକ ମୁନରେ ଗଣ ଦୁଷ୍କର୍ମ କରିଥିଲେ। ବୁଧବାର ସକାଳେ ସେମାନେ ପୀଡିତାଙ୍କୁ ତାଙ୍କ ଘର ନିକଟରେ ଛାଡି ଚାଲିଯାଇଥିଲେ। ପୀଡିତା ଘରେ ପହଞ୍ଚି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ତାଙ୍କ ମା’ ବିରାଟ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ପରେ ପୁଲିସ ଏକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିଥିଲା। ପୁଲିସ ୨୧ ବର୍ଷୀୟ ଯୁବତୀଙ୍କ  ବନ୍ଧୁଙ୍କୁ ଟ୍ରାକ କରିଥିଲା। ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ଅଭିଯୁକ୍ତଙ୍କ ମଧ୍ୟରୁ  ଜଣେ କଲେଜ ଛାତ୍ର ହୋଇଥିବା ବେଳେ ଜଣେ ପରିବା ବ୍ୟବସାୟୀ ଓ ଅନ୍ୟ ଜଣେ ନିଶାବେପାରୀ। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story