AFSPA ଆଇନ ହଟାଇବା ପାଇଁ ନାଗାଲାଣ୍ଡ କ୍ୟାବିନେଟ୍‌ର ନିଷ୍ପତ୍ତି

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଏଏଫଏସପିଏ ଆଇନକୁ ହଟାଇବା ପାଇଁ ଦାବି ଜୋର ଧରିଛି। ନାଗାଲାଣ୍ଡ ସରକାର AFSPA ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିବେ। ମଙ୍ଗଳବାର ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ନାଗାଲାଣ୍ଡ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଭୁଲ ପରିଚୟ ଯୋଗୁଁ ୧୪ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଯୋଗ୍ୟ ଯେ, ଏହି […]

Nagaland armed-forces

Nagaland armed-forces

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 02:28 PM IST

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଏଏଫଏସପିଏ ଆଇନକୁ ହଟାଇବା ପାଇଁ ଦାବି ଜୋର ଧରିଛି। ନାଗାଲାଣ୍ଡ ସରକାର AFSPA ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିବେ। ମଙ୍ଗଳବାର ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ନାଗାଲାଣ୍ଡ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଭୁଲ ପରିଚୟ ଯୋଗୁଁ ୧୪ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଯୋଗ୍ୟ ଯେ, ଏହି ନିୟମ ଅନୁଯାୟୀ ବିଶୃଙ୍ଖଳିତ ଅଞ୍ଚଳରେ ସେନାକୁ ବ୍ୟାପକ କ୍ଷମତା ଦିଆଯାଇଛି।

ସୋମବାର ସାଧାରଣ ଲୋକମାନେ ଏହି ଆଇନକୁ ହଟାଇବାକୁ ଦାବି କରିଥିଲେ। ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ମଧ୍ୟ ଏହି ଆଇନ୍ ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଏହି ଦାବି କରିଥିଲେ।

ସେପଟେ ନାଗାଲାଣ୍ଡ ମୋନ୍ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାର ପାଖରୁ ରିପୋର୍ଟ ମାଗିଛି ଜାତୀୟ ହ୍ୟୁମାନ୍ ରାଇଟସ କମିଶନ। କେଉଁ ଆଧାରରେ ଏହି ଗୁଳାକାଣ୍ଡକୁ ‘ଭୁଲବଶତଃ’ ବୋଲି କୁହାଯାଇଛି ତାର ଜବାବ ମାଗିଛି ଏନଏଚଆରସି।

ରବିବାର ହୋଇଥିବା ଏହି ଗୁଳିକାଣ୍ଡରେ ଏଯାବତ ୧୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଯବାନ ରହିଛନ୍ତି। ଏନଏଚଆରସି ଏହି ଘଟଣାରେ ୬ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଉଭୟ ସରକାରଙ୍କୁ କହିଛନ୍ତି। ରିପୋର୍ଟ ପ୍ରଦାନ କରିବା ବେଳେ ନାଗାଲାଣ୍ଡ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏସଆଇଟି ତଦନ୍ତ ରିପୋର୍ଟ, ମୃତକଙ୍କ ପରିବାରକୁ କେତେ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି ଏବଂ ଆହତ ମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି? ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି କହିଛି।

ଶନିବାର ମୋନ୍ ଜିଲ୍ଲା ନିବାର ଓଟିଙ୍ଗ ଗାଁର କିଛି ଦିନ ମଜୁରିଆ କୋଇଲା ଖଣିରୁ କାମ ସାରି ଫେରିବା ବେଳେ ସେମାନଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେନା ଗୁଳିମାଡ କରିଥିଲେ। ଏଥିରେ ୧୪ ଜଣ ଗାଁ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଅଛନ୍ତି।

AFSPA ଆଇନ କ'ଣ?

ଏଏଫଏସପିଏ ହେଉଛି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ ବା ସଶସ୍ତ୍ର ସେନା ବିଶେଷାଧିକାର ଆଇନ୍। ଏହି ଆଇନକୁ ବ୍ୟବହାର କରି ସେନା ପୂର୍ବୋତ୍ତର ରାଜ୍ୟ ଗୁଡିକରେ ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରେ। ୧୯୫୮ ମସିହା ସେପ୍ଟେମ୍ବର ୧୧ରେ ଏହି ଆଇନ୍ ପାରିତ ହୋଇଥିଲା। କିନ୍ତୁ ୧୯୮୯ ବେଳେ ଯେତେବେଳେ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢିଲା ସେତେବେଳେ ଏଠାରେ ମଧ୍ୟ ଏଏଫଏସପିଏ ଲାଗୁ କରାଯାଇଥିଲା। ଏହି ଆଇନ୍ ସେତେବେଳେ ଲାଗୁ ହେବ ଯେତେବେଳେ ଗୋଟିଏ ସ୍ଥାନକୁ କେନ୍ଦ୍ର ଓ ରାଜ୍ୟ ଅଶାନ୍ତ ଅଂଚଳ ବୋଲି ଘୋଷଣା କରିବେ।

ଏହି ଆଇନ୍ ଲାଗୁ ହେବା ପରେ ସେନାକୁ ସ୍ୱତନ୍ତ୍ର କ୍ଷମତା ମିଳିଥାଏ। ଏହି ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ବିନା ୱାରେଂଟରେ ସେନା ଗିରଫ କରିପାରିବ। ବିନା ୱାରେଂଟରେ ସେନା ଘର ଭିତରେ କିମ୍ବା ଗାଡି ଭିତରେ ପଶି ତଲାସି କରିପାରିବ। ଆବଶ୍ୟକ ପଡିଲେ ଅଧିକ ସେନା ଫୋର୍ସ ମୁତୟନ କରିହେବ। ଯଦି ସନ୍ଦିଗ୍ଧ କୌଣସି ଘର ଭିତରେ ଲୁଚି ରହିଥିବେ ତାହେଲେ ସେନା ଚାହିଁଲେ ସେହି ଘରକୁ ଉଡାଇ ଦେଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story