ସିଦ୍ଧୁ ହେଲେନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ରାଗିଗଲେ ସ୍ତ୍ରୀ

ଚଣ୍ଡିଗଡ: ଧୂଳିସାତ ହେଲା ସିଦ୍ଧୁଙ୍କ ସବୁ ସ୍ୱପ୍ନ। ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଡି ବସିଥିବା ସିଦ୍ଧୁଙ୍କୁ କଂଗ୍ରେସ ଧରାଇଲା ଲଲିପପ୍‌। ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ଆଗରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି। କଂଗ୍ରେସ ସିଦ୍ଧୁଙ୍କ ବାଦ୍‌ ଦେଇ ଚନ୍ନିଙ୍କ ଉପରେ ଭରସା ଦେଖାଇଛି। ବିରୋଧ କରୁଥିବା ସିଦ୍ଧୁ ମଧ୍ୟ କଂଗ୍ରେସର ଏହି ନିଷ୍ପତ୍ତିକୁ ମୁଣ୍ଡ ନୁଆଁଇ ମାନି […]

Sidhu

Sidhu

Madhupriya Mistry
  • Published: Tuesday, 08 February 2022
  • Updated: 08 February 2022, 05:17 PM IST

ଚଣ୍ଡିଗଡ: ଧୂଳିସାତ ହେଲା ସିଦ୍ଧୁଙ୍କ ସବୁ ସ୍ୱପ୍ନ। ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଡି ବସିଥିବା ସିଦ୍ଧୁଙ୍କୁ କଂଗ୍ରେସ ଧରାଇଲା ଲଲିପପ୍‌। ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ଆଗରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି। କଂଗ୍ରେସ ସିଦ୍ଧୁଙ୍କ ବାଦ୍‌ ଦେଇ ଚନ୍ନିଙ୍କ ଉପରେ ଭରସା ଦେଖାଇଛି। ବିରୋଧ କରୁଥିବା ସିଦ୍ଧୁ ମଧ୍ୟ କଂଗ୍ରେସର ଏହି ନିଷ୍ପତ୍ତିକୁ ମୁଣ୍ଡ ନୁଆଁଇ ମାନି ନେଇଛନ୍ତି।

ତେବେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନକରିବା ପରେ ତାଙ୍କର କିଛି ସମର୍ଥକଙ୍କ ମଧ୍ୟରେ ଦେଖାଦେଇଛନ୍ତି ଅସନ୍ତୋଷ। ଏପରିକି ନବଜୋତ ସିଂହ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତକୌର ସିଦ୍ଧୁ ରାଗି ଯାଇଛନ୍ତି। କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତିରେ ସେ ଜାମାରୁ ବି ଖୁସି ନୁହନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଳି ଉଚ୍ଚ ପଦବୀରେ କାହାକୁ ବାଛିବା ପାଇଁ ଶିକ୍ଷାକୁ ସର୍ବାଗ୍ରେ ନେବା ଉଚିତ୍‌। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନବଜୋତ ସିଂହ ସିଦ୍ଧୁ ସମ୍ପର୍ଣ୍ଣ ସଠିକ ଦାବିଦାର ଥିଲେ । ରାହୁଲ ଗାନ୍ଧୁଙ୍କୁ ସିଏମ ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେବାରେ ବିଭ୍ରାନ୍ତ କରାଯାଇଛି କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ସିଦ୍ଧୁ ହିଁ ସିଏମ୍‌ ପ୍ରାର୍ଥୀ ପାଇଁ ସଠିକ୍‌ ଅପ୍‌ସନ୍‌ ଥିଳେ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ସିଦ୍ଧୁ ସିଏମ୍‌ ପ୍ରାର୍ଥୀ ହେବାରୁ ବାଦ୍‌ ପଡିବା ପରେ ସ୍ତ୍ରୀ ନବଜୋତକୌର ରାଗି ଯାଇ ସୋମବାର ଦିନ ଆଉ କୌଣସି ନିର୍ବାଚନୀ ପ୍ରାଚାର କରିନଥିଲେ। ସୋମାବର ଦିନ ୪ଟି ସ୍ଥାନରେ ସେ ନିର୍ବାଚନୀ ପ୍ରଚାର କରିବାର ଥିଲା କିନ୍ତୁ ସେ ଯାଇ ନଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଦେଇଥିଲେ।

ଏହାପୂର୍ବରୁ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ସିଦ୍ଧୁ କହିଥିଲେ ଯେ 'ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଗ୍ରହଣୀୟ । ପଞ୍ଜାବ ପାଇଁ ଲଢେଇ ଜାରି ରହିବ। ମୁଁ କଂଗ୍ରେସ ହାଇକମାଣ୍ଡଙ୍କ ସହ ଥିଲି, ରହିବି ଏବଂ ରହିଥିବି। ଯିଏବି ମୁଖ୍ୟମନ୍ତ୍ରୀ ପାର୍ଥୀ ହୁଅନ୍ତୁ ନା କାହିଁକି ମୁଁ ତାଙ୍କ ସହ ମିଳିମିଶି କାମ କରିବି।'

https://twitter.com/ANI/status/1490951318835707905?s=20&t=8s-F3-RvBsPFamZx65hKow

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story