କେଜ୍ରିୱାଲ ଜଣେ ଠକ, ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମିଛ: ସିଦ୍ଧୁ

ଅମୃତଶର: ପଞ୍ଚାବରେ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଏକ ରୋଚକ ବୟାନ ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । ଟେଲିଫୋନିକ୍‌  ଜନମତ ଆଧାରରେ ପଞ୍ଚାବରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହି ଡାଟା ଫେକ୍‌ ବୋଲି କହିଛନ୍ତି ସିଦ୍ଧୁ। ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ଅରବିନ୍ଦ କେଜ୍ରିୱାଲ ଜଣେ ଠକ ବୋଲି […]

sidhu

sidhu

Tapas Behera
  • Published: Monday, 24 January 2022
  • Updated: 24 January 2022, 05:53 PM IST

Sports

Latest News

ଅମୃତଶର: ପଞ୍ଚାବରେ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଏକ ରୋଚକ ବୟାନ ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । ଟେଲିଫୋନିକ୍‌  ଜନମତ ଆଧାରରେ ପଞ୍ଚାବରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହି ଡାଟା ଫେକ୍‌ ବୋଲି କହିଛନ୍ତି ସିଦ୍ଧୁ। ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ଅରବିନ୍ଦ କେଜ୍ରିୱାଲ ଜଣେ ଠକ ବୋଲି ସିଦ୍ଧୁ କହିଛନ୍ତି । ଆପର ଫେକ୍‌ ପ୍ରପାଗଣ୍ଡାକୁ ନେଇ ସିଦ୍ଧୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ଏଥିପାଇଁ ଦଳକୁ ନୋଟିସ ଜାରି କରାଯାଛି ବୋଲି ସିଦ୍ଧୁ କହିଛନ୍ତି। ଗତ ସପ୍ତାହରେ ପଞ୍ଜାବର ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରାଯାଇଥିଲା।  ଦଳ ପକ୍ଷରୁ କରାଯାଇଥିବା ଟେଲି ଭୋଟିଂରେ ୯୩ ପ୍ରତିଶତ ଭୋଟ ପାଇଥିବା ଦାବି କରାଯାଇଥିଲା।

ଯେଉଁଥିରେ ଲୋକେ ସେମାନଙ୍କର ମନପସନ୍ଦର ପ୍ରାର୍ଥୀ ସମ୍ପର୍କରେ ମତ ଦେଇଥିଲେ। ପଞ୍ଜାବରେ ୨୧ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ଆପ୍‌ ୩ ପ୍ରତିଶତ ପାଇଥିବା କେଜ୍ରିୱାଲ ଦାବି କରିଥିଲେ । ଏଥିରୁ ଆପ୍‌ ପଞ୍ଜାବରେ ଜିତିବା ସ୍ପଷ୍ଟ ହେଉଛି ବୋଲି କେଜ୍ରିୱାଲ କହିଥିଲେ । ତେବେ ଆପ୍ ପକ୍ଷରୁ କରାଯାଇଥିବା ‘ଜନତା ଚୁନେଗି ଆପନା ସିଏମ’ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସିଦ୍ଧୁ କହିଛନ୍ତି।

ଏହି ଘଟଣାରେ ତଦନ୍ତ ପାଇଁ ନିର୍ବାଚନ କମିଶନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। କଲ ଏବଂ ମେସେଜକୁ ନେଇ ତଦନ୍ତ ହେବ।  ଆପ୍ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ସିଦ୍ଧୁ ଅଭିଯୋଗ ଆଣିଛନ୍ତି। ତେଣୁ ଆପ୍ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସିଦ୍ଧୁ। ଆପ୍‌ ପକ୍ଷରୁ ଏହି ଅଭିଯାନ ଫେକ୍‌ ଥିଲା ବୋଲି ସିଦ୍ଧୁ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଆପ୍‌କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସିଦ୍ଧୁ କହିଛନ୍ତି । ପଞ୍ଜାବରେ ଲୋକଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି କେଜ୍ରିୱାଲ । ଆପ୍ ଫେକ ନ୍ୟୁଜର ହାଇବ୍ରିଡ୍‌ ମଡେଲ ସୃଷ୍ଟି କରିଛି ବୋଲ ସିଦ୍ଧୁ କହିଛନ୍ତି । ଆପ ଦାବି କରିଥିଲା ଯେ ସେମାନେ  ପ୍ରାୟ ୭ ଲକ୍ଷ ହ୍ୱାଟସଆପ୍‌ ମେସେଜ୍ ପାଇଥିଲେ।  ୨.୫ ଲକ୍ଷ ଭଏସ ମେସେଜ୍‌ ପାଇଥିଲେ।  ଏଥିସହ ୮ ଲକ୍ଷ ଭଏସ କଲ ପାଇଥିଲେ ବୋଲି ଆପ ପକ୍ଷରୁ ଦାବି କରାଯାଇଥିଲା। ତେବେ ଆପର ଏହି ଡାଟା ସବୁ ମିଛ ବୋଲି ସିଦ୍ଧୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story