ମେଟ୍ରୋ ହେଉ କି ଉନ୍ନୟନ, ଗଛ କାଟନି: ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍‌

ନୂଆଦିଲ୍ଲୀ: ମୁମ୍ବାଇ ମେଟ୍ରୋ ରେଲ କର୍ପୋରେଶନକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ। ମେଟ୍ରୋ ଟ୍ରେନ୍‌ ହେଉ କି ଉନ୍ନୟନ। ଯାହା କରୁଛ କର। ହେଲେ ମୁମ୍ବାଇର ‘ଆରେୟ’ କଲୋନୀରେ ଗଛ କାଟନି। ଯଦି କୌଣସି ନିୟମ କିମ୍ବା ନିର୍ଦ୍ଦେଶକୁ ଉଲ୍ଲଂଘନ କର ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଜଷ୍ଟିସ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲାର ଆଗାମୀ ଶୁଣାଣି ଅଗଷ୍ଟ […]

metro

metro

Tapas Behera
  • Published: Wednesday, 24 August 2022
  • Updated: 24 August 2022, 04:43 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇ ମେଟ୍ରୋ ରେଲ କର୍ପୋରେଶନକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ। ମେଟ୍ରୋ ଟ୍ରେନ୍‌ ହେଉ କି ଉନ୍ନୟନ। ଯାହା କରୁଛ କର। ହେଲେ ମୁମ୍ବାଇର ‘ଆରେୟ’ କଲୋନୀରେ ଗଛ କାଟନି। ଯଦି କୌଣସି ନିୟମ କିମ୍ବା ନିର୍ଦ୍ଦେଶକୁ ଉଲ୍ଲଂଘନ କର ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଜଷ୍ଟିସ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୩୦ରେ ହେବ।  ଏହାରି ଭିତରେ ମହାରାଷ୍ଟ ସରକାରଙ୍କ ଓକିଲ ଆବଶ୍ୟକ ଦଲଲି ଆଣି ଉପସ୍ଥପାନ କରିବାକୁ ପଡ଼ିବ। ମୁମ୍ବାଇ ମେଟ୍ରୋ ରେଲ କର୍ପୋରେଶନ ପକ୍ଷରୁ ମଧ୍ୟ ଏକ  ରିପୋର୍ଟ କୋର୍ଟରେ ଉପସ୍ଥାପନ କରାଯାଛି।  ସେଥିରେ ତାଙ୍କ ମହକିଲ ଏକ ସତ୍ୟପାଠରେ ସେଠାରେ ଆଦୌ ଗଛ କଟାଯାଇ ନଥିବା ଦର୍ଶାଇଛନ୍ତି।  ଆବେଦନକାରୀଙ୍କ ପକ୍ଷରୁ  ବରିଷ୍ଠ ଓକିଲ ଅନିତା ଶେନୟ  ଉପସ୍ଥାପିତ ହୋଇ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ  ଉଲ୍ଲଂଘନ କରି ସଫାଇ କାମ ଏବଂ  ଲିଭେଲିଂ କାମ କରାଯାଉଛି। ପୂର୍ବରୁ ୨୦୧୯ ପରଠାରୁ ମୁମ୍ବାଇର ଆରେ କଲୋନୀରେ କୌଣସି ଗଛ କଟା ଯାଥଇ ନଥିବା  ମୁମ୍ବାଇ ମେଟ୍ରୋ ରେଲ କର୍ପୋରେଶନ କହିଥିଲା।

୨୦୧୯ରେ ସୁପ୍ରିମକୋର୍ଟ ସୁମୋଟୁ ଭାବେ ଏହି ମମଲାର ହସ୍ତକ୍ଷେପ କରିଥିଲେ। ସେତେବେଳେ ଜଣେ ଆଇନ ଛାତ୍ର ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାପତିଙ୍କୁ  ଏକ ଚିଠି ମାଧ୍ୟରେ  ଆବେଦନ କରିଥିଲେ। ଆରେୟ କଲୋନୀରେ ଗଛ କାଟିବା ବନ୍ଦ କରିବାକୁ ସେ ଏହି ଆବେଦନରେ ଦର୍ଶାଇଥିଲେ। ଏହାପରେ ମହରାଷ୍ଟ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଙ୍କକ ରିପୋର୍ଟ ପରେ  ସୁପ୍ରିମକୋର୍ଟ ସମ୍ପୃକ୍ତ କିର୍ତ୍ତୃପକ୍ଷରୁ ଆଉ ଗଛ ନକାଟିବାକୁ ତାଗିଦ କରିଥିଲେ।

ଉକ୍ତ କଲୋନୀରେ ଗଛ କାଟିବାକୁ ସ୍ଥାନୀୟ ଅବଞ୍ଚଳବାଦୀ ଏବଂ କିଛି ପରିବେଶିତ ତୀବ୍ର ବିରୋଧ କରିଥିଲେ।  ୨୦୧୯ ଅକ୍ଟୋବରରେ ଏହି ମାମଲାରେ ବମ୍ବେ ହାଇକୋର୍ଟ କିଛି କହିବାକୁ ମନା କରିଦେଇଥିଲେ।  ଉକ୍ତ କଲୋନୀରେ ୨୬୦୦ ଗଛ କଟାଯିବାକୁ ବିରୋଧ କରି ଆବେଦନ ହୋଇଥିଲା। ଏହା ଏକ ବନାଞ୍ଚଳ ହୋଇଥିବାରୁ ଗଛ କାଟିବା ବନ୍ଦ କରିବା ପାଇଁ ଦାବି ହୋଇଥିଲା।  ହେଲେ ହାଇକୋର୍ଟ କିଛି କହିବାକୁ ମନା କରିଦେଥିଲେ। ସୂଚନା ଅନୁଯାୟ ମୁମ୍ବାଇ ମେଟ୍ରୋ କାର ସେଡ ପାଇଁଏହି ଗଛ କଟାଯାଇ ଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story