ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ରାଷ୍ଟ୍ରପତି ସମ୍ମାନ

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ସମ୍ମାନଜନକ ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ସମ୍ମାନିତ କରିଛନ୍ତି।   ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ ବେଳେ ଏରୋନଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ଅଭିଷେକ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।  ଗତବର୍ଷ ଅଗଷ୍ଟ ୧୬ରେ ଅପରେସନ୍ ଦେବୀ ଶକ୍ତି ବେଳେ ମେଣ୍ଟେନାସ୍ ଟିମ୍ ଲିଡର ଭାବେ କାବୁଲ ଦୂତାବାସରେ ଥିବା ଷ୍ଟାଫ୍ ଓ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱେଦେଶକୁ ଫେରାଇ ଆଣିଥିଲେ। ଏଥିସହ କାନ୍ଦାହାର ଓ […]

commander

commander

Tapas Behera
  • Published: Wednesday, 17 August 2022
  • Updated: 17 August 2022, 10:12 AM IST

Sports

Latest News

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ସମ୍ମାନଜନକ ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ସମ୍ମାନିତ କରିଛନ୍ତି।   ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ ବେଳେ ଏରୋନଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ଅଭିଷେକ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।  ଗତବର୍ଷ ଅଗଷ୍ଟ ୧୬ରେ ଅପରେସନ୍ ଦେବୀ ଶକ୍ତି ବେଳେ ମେଣ୍ଟେନାସ୍ ଟିମ୍ ଲିଡର ଭାବେ କାବୁଲ ଦୂତାବାସରେ ଥିବା ଷ୍ଟାଫ୍ ଓ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱେଦେଶକୁ ଫେରାଇ ଆଣିଥିଲେ।

ଏଥିସହ କାନ୍ଦାହାର ଓ ମଜର ଇସରିଫରୁ ମଧ୍ୟ ସେ ଅନେକ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ।  ୱିଙ୍ଗ କମାଣ୍ଡର ଅଭିଷେକ ପୂଜାରୀଙ୍କ ଏହି ଅସାଧାରଣ କୃତିତ୍ୱ ପାଇଁ ରାଷ୍ଟ୍ରପତି ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ସମ୍ମାନିତ କରିଛନ୍ତି। ମୁଖ୍ୟତଃ ଏହି ମିଶନରେ ତାଙ୍କୁ ଶତ୍ରୁ ପରିବେଶରେ ବିମାନ ଚଳାଚଳ କରିବାକୁ ପଡ଼ୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story