ହଠାତ୍‌ ଉଲକା ହୋଇ ଏଣ୍ଟ୍ରି ମାରିଥିଲେ ସୁନୀଲ, ଚନ୍ନି ଏବଂ ସିଦ୍ଧୁଙ୍କ ଛାତି ହେଉଥିଲା ଧଡ଼ ଧଡ଼

ଅମୃତସର: ପଞ୍ଜାବରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କିଛି ଦିନ ଧରି ଜୋରଦାର କସରତ ଚାଲିଥିବା ବେଳେ ହଠାତ୍‌ ଏକ ଚେହେରା ଉଲକା ହୋଇ ସାମ୍ନାକୁ ଆସିଥିଲେ। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜଖର ଗତକାଲି ଚର୍ଚ୍ଚାକୁ ଆସିଥିଲେ। ଅବଶ୍ୟ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ ସିଂ ଚନ୍ନିଙ୍କ ନାମକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ହେଲେ ଗତକାଲି ଲୁଧିଆନାରେ ସୁନୀଲ ଜଖର ଡ୍ରାଇଭିଂ କରୁଥିଲା […]

sunil

sunil

Tapas Behera
  • Published: Monday, 07 February 2022
  • Updated: 07 February 2022, 10:07 PM IST

Sports

Latest News

ଅମୃତସର: ପଞ୍ଜାବରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କିଛି ଦିନ ଧରି ଜୋରଦାର କସରତ ଚାଲିଥିବା ବେଳେ ହଠାତ୍‌ ଏକ ଚେହେରା ଉଲକା ହୋଇ ସାମ୍ନାକୁ ଆସିଥିଲେ। ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜଖର ଗତକାଲି ଚର୍ଚ୍ଚାକୁ ଆସିଥିଲେ। ଅବଶ୍ୟ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ ସିଂ ଚନ୍ନିଙ୍କ ନାମକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ହେଲେ ଗତକାଲି ଲୁଧିଆନାରେ ସୁନୀଲ ଜଖର ଡ୍ରାଇଭିଂ କରୁଥିଲା ବେଳେ ସେହି କାରରରେ ରାହୁଲ ଗାନ୍ଧି ବସିବା ନଜରକୁ ଆସିବା ପରେ ରାଜନୈତିକ ଖେଳ କିଛି ଅଲଗା ହୋଇ ପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏ ସମ୍ପର୍କରେ ସୁନୀଲ କହିଛନ୍ତି ଯେ, ନିର୍ବାଚନ ରାଜନୀତିରୁ ମୁଁ କେବେଠାରୁ ଛାଡ଼ିସାରିଛି। ମୁଁ  କେବଳ ଦଳରରେ ସଦସ୍ୟ ଭାବେ ରହିବାକୁ ଚାହୁଁଛି । ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ ସକ୍ରିୟ ରାଜନୀତିରେ ନାହିଁ।  ଗତ ୫ ଦିନ ହେବ ମୁଁ ଏହା କହି ଆସୁଛି।

କିନ୍ତୁ ମୁଁ କ୍ରଂଗ୍ରେସ ଦଳକୁ ଛାଡ଼ି ନାହିଁ ବୋଲି ସେ କହିଛନ୍ତି । ୬୮ ବର୍ଷୀୟ ସୁନୀଲଙ୍କୁ ଲୁଧିଆନାରେ ରାହୁଲଙ୍କ ଭର୍ଚ୍ଚୁଆଲ ରାଲିରେ ଦେଖିବାକୁ ମିଳିଥିଲା । କିଛି ଦିନ ପୂର୍ବରୁ ସୁନୀଲ କହିଥିଲେ ଯେ, ଦଳର ୪୨ ଜଣ ବିଧାୟକ ମୁଁ ମୁଖ୍ୟମନ୍ତ୍ରୀ  ହୁଏ ବୋଲି  ଚାହୁଁଥିଲେ। ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଦଳର ଅଧିକାଂଶ ବିଧାକୟ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ  ଚାହୁଁଥିଲେ ବୋଲି ସେ କହିଥିଲେ। ସୁନୀଲଙ୍କ ଏହି ଘୋଷଣା ପରେ ଆପ ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା। କଂଗ୍ରେସ ଧର୍ମକୁ ନେଇ ରାଜନୀତି କରୁଛି ବୋଲି ଆପ୍ ନେତାମାନେ କହିଥିଲେ । ସେହିପରି ବିଜେପି ଟାର୍ଗେଟ କରି କଂଗ୍ରେସର ଧର୍ମନିରପେକ୍ଷତା ଏକପାଖିଆ ବୋଲି କହିଥିଲେ।  ତେଣୁ  ସୁନୀଲଙ୍କୁ ଦଳ ମୁଖ୍ୟମନ୍ତ୍ରୀ କଲା ନାହିଁ ବୋଲି ବିଜେପି କହିଥିଲା।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ରେସ୍‌ରେ ସବୁଠାରୁ ଆଗରେ ଥିଲେ ସୁନୀଲ ଜଖର।  କିନ୍ତୁ ଦଳ ଚରଣ ଜିତ ସିଂ ଚନ୍ନିଙ୍କୁ ମଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ଚନ୍ନି ହେଉଛନ୍ତି ଅନୁସୂଚିତ ଜାତି ବର୍ଗରୁ ହୋଇଥିବା ପ୍ରଥମ ମୁଖ୍ୟମନ୍ତ୍ରୀ। ସୁନୀଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତ୍ତି ବଳରାମ ଜଖରଙ୍କ ପୁଅ।  ଅବୋହର ଜିଲ୍ଲାରେ ୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିବା ସୁନୀଲ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାୟକ ହୋଇଛନ୍ତି। ସେ ମଧ୍ୟ ପୂର୍ବରୁ ପଞ୍ଜାବର ବିରୋଧୀ ଦଳ ନେତା ଥିଲେ । ୨୦୧୭ ନିର୍ବାଚନରେ ବିଜେପି ନେତାଙ୍କଠାରୁ ସୁନୀଲ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story