ଆତଙ୍କବାଦୀ ଆକ୍ରମଣରୁ ବଞ୍ଚେଇ ଦେଲା କୁକୁର

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣ କବଳରୁ ବଞ୍ଚାଇ ଦେଲା ପୋଷା କୁକୁର। ଘର ନିକଟରେ କିଛି ଅସ୍ୱାଭିକ୍‌ କାର୍ଯ୍ୟକଳାପ ଚାଲୁଥିବା ଜାଣିପାରି କୁକୁରଟି ଜୋରରେ ଭୋକିବା ଆରମ୍ଭ କରିଥିଲା। ଫଳରେ ପରିବାର ଲୋକେ ସତର୍କ ହେବାରୁ  ଆତଙ୍କବାଦୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଜମ୍ମୁ ଓ କଶ୍ମୀର ରାଜୌରୀ ଅନ୍ତର୍ଗତ ଧାଙ୍ଗ୍‌ରି ପଡ଼ାରେ ଏକ ପରିବାର ଏବଂ ତାଙ୍କର ପଡ଼ୋଶୀମାନେ ବୁଧବାର ରାତିରେ ଏମ ଆତଙ୍କବାଦୀ ଆକ୍ରଅମଣରୁ ବର୍ତ୍ତିଯାଇଛନ୍ତି । ଆତଙ୍କବାଦୀମାନେ କିଛି ଗୁଳି ଚାଳନପା କରଇଥାବ ପରଆ କୁକୁର […]

iop1

iop1

Tapas Behera
  • Published: Saturday, 07 January 2023
  • Updated: 07 January 2023, 10:44 AM IST

Sports

Latest News

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣ କବଳରୁ ବଞ୍ଚାଇ ଦେଲା ପୋଷା କୁକୁର। ଘର ନିକଟରେ କିଛି ଅସ୍ୱାଭିକ୍‌ କାର୍ଯ୍ୟକଳାପ ଚାଲୁଥିବା ଜାଣିପାରି କୁକୁରଟି ଜୋରରେ ଭୋକିବା ଆରମ୍ଭ କରିଥିଲା। ଫଳରେ ପରିବାର ଲୋକେ ସତର୍କ ହେବାରୁ  ଆତଙ୍କବାଦୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଜମ୍ମୁ ଓ କଶ୍ମୀର ରାଜୌରୀ ଅନ୍ତର୍ଗତ ଧାଙ୍ଗ୍‌ରି ପଡ଼ାରେ ଏକ ପରିବାର ଏବଂ ତାଙ୍କର ପଡ଼ୋଶୀମାନେ ବୁଧବାର ରାତିରେ ଏମ ଆତଙ୍କବାଦୀ ଆକ୍ରଅମଣରୁ ବର୍ତ୍ତିଯାଇଛନ୍ତି । ଆତଙ୍କବାଦୀମାନେ କିଛି ଗୁଳି ଚାଳନପା କରଇଥାବ ପରଆ କୁକୁର କିଛି ସମି ଧରି ଭୋକିବାରୁ  ସେମାନେ ଭୟରେ ପଳାୟନ କରିଥିଲେ। ଜୀବନ ବଞ୍ଚାଇ ଦେଇ ଥିବାରୁ  ଘର ମାଲିକ  ନିର୍ମଳା ଦେବୀ କୁକୁରକୁ କୃତଜ୍ଞତା ଜଣାଇଛନ୍ତି।  ମାଇକେଲ୍‌ ନାମରେ ଉକ୍ତ ପୋଷା କୁକୁର ଭୁକାଭୁକି କରି ପରିବାର ଲୋକଙ୍କୁ ସତର୍କ ହୋଇଥିଲା।

ନିର୍ମଳା ଦେବୀ କହିଛନ୍ତି, ପୋଷା କୁକୁର ଭୁକିବା ବେଳେ ମୁଁ ଓ ମୋ ନାତୁଣୀ ରୋଷେଇ ଘରେ ଥିଲୁ। ନାତୁଣୀ କହିଲା କିଛି ବିପଦ ନ ଥିଲେ ମାଇକେଲ୍‌ ଏଡ଼େ ପାଟିରେ ଭୁକେ ନାହିଁ।

ଚିନ୍ତାକୁଳ ହୋଇ ମୁଁ ମୁଖ୍ୟ ଫାଟକ ଆଡ଼କୁ ଯିବା ଆଗରୁ ସ୍ୱାମୀ ଶୋଇଥିବା କୋଠରି ପାଖକୁ ଧାଇଁଯାଇ ବାହାରୁ କବାଟ ବନ୍ଦ କରିଦେଇ ମୁଖ୍ୟ ଫାଟକ ବନ୍ଦ କରିବାକୁ ବାହାରିଲି। କିନ୍ତୁ, ସେତେବେଳେକୁ ଆତଙ୍କବାଦୀମାନେ ଫାଟକ ଟପି ଘର ପରିସର ଭିତରକୁ ଚାଲି ଆସିଥିଲେ ବୋଲି ନିର୍ମଳା କହିଛନ୍ତି। ଏହାପରେ, ଆତଙ୍କବାଦୀମାନେ ମାଇକେଲ୍‌ ଉପରକୁ ଗୁଳି ଚଳାଇଲେ। କିନ୍ତୁ, ଲକ୍ଷ୍ୟଚ୍ୟୁତି ହେବାରୁ ମାଇକେଲ୍‌ ଦେହରେ ଗୁଳି ବାଜିଲା ନାହିଁ। କୁକୁର ବନ୍ଧା ହୋଇଥିବା ଜାଗାରେ ଏବେ ମଧ୍ୟ ଗୁଳି ଚିହ୍ନ ରହିଛି।

ତା’ପରେ ସେମାନେ ଘରେ ପ୍ରବେଶ କରି କାହାରିକୁ ନ ଦେଖି ଗୋଟାଏ ଟେଲିଭିଜନ୍‌ ଉପରକୁ ଗୁଳି ଚଳାଇ ଖସି ପଳାଇଗଲେ। ଆତଙ୍କବାଦୀମାନଙ୍କ ଗୁଳିରେ ରବିବାର ଦିନ ଉପର ଧାଙ୍ଗ୍‌ରି ପଡ଼ାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୬ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story