ରାହୁଲ ଗାନ୍ଧୀ କଂଗ୍ରେସର ସମ୍ମାନକୁ ନଷ୍ଟ ନକରନ୍ତୁ: ମୋଦି

ନୂଆଦିଲ୍ଲୀ: ଶିଳ୍ପପତିମାନେ କୋଭିଡ୍‌ର ଭ୍ୟାରିଆଣ୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମିତି କିଛି ବୟାନକୁ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଉଣ୍ଟର ଆଟାକ କରିଛନ୍ତି। ରାହୁଲଙ୍କୁ ତୀବ୍ର ସମାଲୋଚନା କରି ମୋଦି କହିଛନ୍ତି , ଏମିତି ବିବୃତି ଦେଇ ରାହୁଲ କଂଗ୍ରେସର ଛବି ନଷ୍ଟ କରୁଛନ୍ତି । ଅନ୍ତତଃପକ୍ଷେ ରାହୁଲ କଂଗ୍ରେସର ସମ୍ମାନକୁ ନଷ୍ଟ ନକରନ୍ତୁ ବୋଲି ମୋଦ କହିଛନ୍ତି। କିଛି ଦିନ ପୂର୍ବେ ରାହୁଲ ଗାନ୍ଧି ଧନୀ-ଗରିବ ଦୁଇଟି ଭାରତକୁ ନେଇ ଟ୍ୱିଟ୍‌ କରିଥିଲେ। ସେ କହିଥିଲେ ଯେ, […]

modi rahul

modi rahul

Tapas Behera
  • Published: Monday, 07 February 2022
  • Updated: 07 February 2022, 07:54 PM IST

Sports

Latest News

ନୂଆଦିଲ୍ଲୀ: ଶିଳ୍ପପତିମାନେ କୋଭିଡ୍‌ର ଭ୍ୟାରିଆଣ୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମିତି କିଛି ବୟାନକୁ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଉଣ୍ଟର ଆଟାକ କରିଛନ୍ତି। ରାହୁଲଙ୍କୁ ତୀବ୍ର ସମାଲୋଚନା କରି ମୋଦି କହିଛନ୍ତି , ଏମିତି ବିବୃତି ଦେଇ ରାହୁଲ କଂଗ୍ରେସର ଛବି ନଷ୍ଟ କରୁଛନ୍ତି । ଅନ୍ତତଃପକ୍ଷେ ରାହୁଲ କଂଗ୍ରେସର ସମ୍ମାନକୁ ନଷ୍ଟ ନକରନ୍ତୁ ବୋଲି ମୋଦ କହିଛନ୍ତି। କିଛି ଦିନ ପୂର୍ବେ ରାହୁଲ ଗାନ୍ଧି ଧନୀ-ଗରିବ ଦୁଇଟି ଭାରତକୁ ନେଇ ଟ୍ୱିଟ୍‌ କରିଥିଲେ। ସେ କହିଥିଲେ ଯେ, ବିଜେପିର ଆଇଡିଆ ଅଫ ଇଣ୍ଡିଆରେ ଦେଶର ଜନସାଧାରଣ ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ନଷ୍ଟ ହୋଇଛି।  ସେମାନେ ଦେଶକୁ ଧନୀ ଏବଂ ଗରିବ ମଧ୍ୟରେ ଦୁଇ ଭାଗ କରିଛନ୍ତି ।

ଗୋଟିଏ ହେଉଛି ଗରିବଙ୍କ ହିନ୍ଦୁସ୍ତାନ ଏବଂ ଅନ୍ୟଟି ଧନୀଙ୍କ ହିନ୍ଦୁସ୍ତାନ । ସେମାନେ ଦେଶକୁ ଦୁଇଭାଗ କରି ଧନୀକ ଗୋଷ୍ଠୀର ଏକ ଭ୍ୟାରିଆଣ୍ଟ ତିଆରି କରିଛନ୍ତି ବୋଲି ରାହୁଲ ଟ୍ୱିଟ୍‌ କରିଥିଲେ। ରାହୁଲ କହିଥିଲେ ଯେ, ୨୦୨୧ରେ ଦେଶର ୩ କୋଟି ଳୋକ କାମ ହରାଇଛନ୍ତି। ସେହିପରି ସଂସଦରେ ମଧ୍ୟ ଦୁଇଟି ଭାରତ କଥା ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ସେ କହିଛନ୍ତି ଭାରତ ଏବେ ଧନୀ ଓ ଗରିବ ଆଧାରରେ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାରତ ଧନୀଙ୍କ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅନ୍ୟଟି ଗରିବଙ୍କର ଭାରତ। ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଥମ ବକ୍ତବ୍ୟ ରଖି ରାହୁଲ ଏହା କହିଛନ୍ତି। ସେ କହିଛନ୍ତି ଗୋଟିଏ ଭାରତ ସବୁଠାରୁ ଧନୀଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ, କ୍ଷମତା ରହିଛି। ସେମାନଙ୍କ ପାଇଁ ରୋଜଗାର ଦରକାର ନାହିଁ କି ସରକାରଙ୍କ ପାଣି ପାଇପ ସଂଯୋଗ କିମ୍ବା ବିଦ୍ୟୁତ୍ ସଂଯୋଗର ଆବଶ୍ୟକତା ନାହିଁ।

ଅନ୍ୟ ଏକ ଭାରତ ହେଉଛି ଗରିବଙ୍କର। ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବଢିବଢି ଚାଲିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶର ୧୦ଜଣ ପ୍ରମୁଖ ଧନୀଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ୪୦କୋଟି ଭାରତୀୟଙ୍କ ପାଖରେ ସେତିକି ସମ୍ପତ୍ତି ରହିଛି। ରାହୁଲ କହିଛନ୍ତି ଯେ ଧନୀ ଓ ଗରିବଙ୍କ ମଧ୍ୟରେ ଏପରି ପାର୍ଥକ୍ୟ ବଢିବାର କାରଣ ହେଉଛନ୍ତି ଆମର ସରକାର। ତେଣୁ ନରେନ୍ଦ୍ର ମୋଦୀ ସରକାର ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।

ସେ କହିଛନ୍ତି ୨୦୨୧ରେ ଦେଶର ୩କୋଟି ଯୁବକ ନିଯୁକ୍ତି ହରାଇଛନ୍ତି। ଭାରତ ଏବେ ସର୍ବାଧିକ ବେରୋଜଗାରୀର ସମ୍ମୁଖୀନ ହୋଇଆସୁଛି। ଦେଶର ଯୁବକମାନେ ନିଯୁକ୍ତି ଖୋଜୁଥିବାବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଏ ପ୍ରସଙ୍ଗରେ ପଦଟିଏ ବି କହି ନାହାନ୍ତି। ସରକାର ମେଡ ଇନ ଇଣ୍ଡିଆ, ଷ୍ଟାଟ୍‌ ଅପ୍ ଇଣ୍ଡିଆ କଥା କହୁଛନ୍ତି ମାତ୍ର ଏହିସବୁ ଯୋଜନା ଆବଶ୍ୟକ ନିଯୁକ୍ତି ଯୋଗାଇ ଦେଇପାରୁ ନାହିଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ଋଣ ଯୋଗାଇ ନଦେଲେ ମେଡ ଇନ ଇଣ୍ଡିଆ ଯୋଜନା ସଫଳ ହୋଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story