ଇନ୍ଦୋର ଦେଶର କ୍ଲିନ୍ ସିଟି

ନୂଆଦିଲ୍ଲୀ: ଇନ୍ଦୋର ଦେଶର କ୍ଲିନ୍ ସିଟି। ନମ୍ବର ଏକରେ ଲଗାତର ଷଷ୍ଠ ଥର ପାଇଁ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି ମଧ୍ୟପ୍ରଦେଶର ଏହି ସହର। ଭାରତ ସରକାରଙ୍କ ବାର୍ଷିକ ସ୍ୱଚ୍ଛ ସର୍ଭେକ୍ଷଣ ରାଙ୍କ ତାଲିକାକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରିଲିଜ୍ କରିବା ସହ ବିଜୟୀଙ୍କୁ ପୁରସ୍କୃତ କରିଛନ୍ତି। ତାଲିକାରେ ଇନ୍ଦୋର ୧ ନମ୍ବରରେ ରହିଛି। ସେହିପରି ହ୍ୟାଟ୍ରିକ କରିଛି ସୁରତ। ଲଗାତର ତୃତୀୟ ଥର ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟର ଏହି ସ୍ୱଚ୍ଛ ସହର। […]

swocha

swocha

Niranjan Mishra
  • Published: Saturday, 01 October 2022
  • Updated: 01 October 2022, 10:29 PM IST

Sports

Latest News

ନୂଆଦିଲ୍ଲୀ: ଇନ୍ଦୋର ଦେଶର କ୍ଲିନ୍ ସିଟି। ନମ୍ବର ଏକରେ ଲଗାତର ଷଷ୍ଠ ଥର ପାଇଁ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି ମଧ୍ୟପ୍ରଦେଶର ଏହି ସହର। ଭାରତ ସରକାରଙ୍କ ବାର୍ଷିକ ସ୍ୱଚ୍ଛ ସର୍ଭେକ୍ଷଣ ରାଙ୍କ ତାଲିକାକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରିଲିଜ୍ କରିବା ସହ ବିଜୟୀଙ୍କୁ ପୁରସ୍କୃତ କରିଛନ୍ତି।

ତାଲିକାରେ ଇନ୍ଦୋର ୧ ନମ୍ବରରେ ରହିଛି। ସେହିପରି ହ୍ୟାଟ୍ରିକ କରିଛି ସୁରତ। ଲଗାତର ତୃତୀୟ ଥର ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟର ଏହି ସ୍ୱଚ୍ଛ ସହର। ତୃତୀୟରେ ରହିଛି ଦେଶର ବାଣିଜ୍ୟିକ ସହର ନଭି ମୁମ୍ବାଇ। ତାଲିକାରେ ଡେବ୍ୟୁ କରିବା ସହ ଚତୁର୍ଥ ସ୍ଥାନ ପାଇଛି ଆନ୍ଧ୍ରର ବିଶାଖାପାଟଣା, ପଂଚମରେ ବିଜୟଓ୍ୱାଡା, ଷଷ୍ଠରେ ଭୋପାଳ, ସପ୍ତମରେ ତିରୁପତି, ଅଷ୍ଟମରେ ମହୀଶୂର, ନବମରେ ନୂଆଦିଲ୍ଲୀ ମ୍ୟୁନିସପାଲ୍ କର୍ପୋରେସନ ଏବଂ ଦଶମରେ ରହିଛି ଅମ୍ବିକାପୁର। ୧ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ସହରକୁ ନେଇ ଏହି ରାଙ୍କ ପ୍ରକାଶ ପାଇଛି।

ସେହିପରି ୧ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସ୍ୱଚ୍ଛ ସହର ତାଲିକାରେ ଟପରେ ରହିଛି ମହାରାଷ୍ଟ୍ରର ପଂଚଗନି। ସ୍ୱତନ୍ତ୍ର ଭାବେ ସିଟିଜେନ୍ ଫିଡବ୍ୟାକ୍ କ୍ୟାଟେଗୋରୀରେ ଭୁବନେଶ୍ୱର ପୁରସ୍କୃତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଆବାସ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story