ସଂସଦରେ ମୃତ ଚାଷୀଙ୍କ ତାଲିକା ରଖିଲେ ରାହୁଳ

ନୁଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ ବେଳେ ଶତାଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ଯଦିଓ କେନ୍ଦ୍ର ସରକାର ଚାଷୀଙ୍କ ମୃତ୍ୟୁର କୌଣସି ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ, କିନ୍ତୁ ଏବେ ଲୋକସଭାରେ ପୂରା ତାଲିକା ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। କୃଷକ ପ୍ରସଙ୍ଗରେ ବିରୋଧୀ ଲଗାତାର ସରକାର ଉପରେ ଟାର୍ଗେଟ କରୁଛନ୍ତି। ଲୋକସଭାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କ୍ରମାଗତ ଭାବରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପ୍ରସଙ୍ଗ […]

Rahul Gandhi

Rahul Gandhi

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 02:49 PM IST

Sports

Latest News

ନୁଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ ବେଳେ ଶତାଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ଯଦିଓ କେନ୍ଦ୍ର ସରକାର ଚାଷୀଙ୍କ ମୃତ୍ୟୁର କୌଣସି ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ, କିନ୍ତୁ ଏବେ ଲୋକସଭାରେ ପୂରା ତାଲିକା ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି।

କୃଷକ ପ୍ରସଙ୍ଗରେ ବିରୋଧୀ ଲଗାତାର ସରକାର ଉପରେ ଟାର୍ଗେଟ କରୁଛନ୍ତି। ଲୋକସଭାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କ୍ରମାଗତ ଭାବରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପ୍ରସଙ୍ଗ ଉଠାଉଛି। ମଙ୍ଗଳବାର ଦିନ ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧି କୃଷକଙ୍କ ପ୍ରସଙ୍ଗ ଉଠାଇ ସହିଦ କୃଷକଙ୍କ ତାଲିକା ଗୃହକୁ ହସ୍ତାନ୍ତର କରିଛନ୍ତି।

ଏହି ସମୟରେ ରାହୁଲ ଗାନ୍ଧି ତିନୋଟି କୃଷି ଆଇନ୍‌ ବିରୋଧରେ ମାସେ ଧରି ଚାଲିଥିବା ଆନ୍ଦୋଳନରେ ପ୍ରାଣ ହରାଇଥିବା ସହିଦ ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ଏବଂ ଚାକିରି ଦାବି କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ କହିଛନ୍ତି, 'ଆନ୍ଦୋଳନରେ ପ୍ରାୟ ୭୦୦କୃଷକ ସହିଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ଦେଶ ତଥା ଚାଷୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ କରିଛନ୍ତି ବୋଲି ସେ ସ୍ୱୀକାର କରିଛନ୍ତି। ସେପଟେ ନଭେମ୍ବର ୩୦ରେ କୃଷକ ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ଚାଷୀ ଆନ୍ଦୋଳନରେ କେତେ କୃଷକ ସହିଦ ହୋଇଛନ୍ତି। ଏହାର ଉତ୍ତରରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହିଥିଲେ।'

ସେ ଆହୁରି କହିଛନ୍ତି, ପଞ୍ଜାବ ସରକାର ପ୍ରାୟ ୪୦୦ ଚାଷୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୧୫୨ ଜଣ ଚାଷୀଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି। ମୋ ପାଖରେ ଏହି କୃଷକମାନଙ୍କର ତାଲିକା ଅଛି, ଯାହା ମୁଁ ଗୃହର ଟେବୁଲ ଉପରେ ରଖିଛି ବୋଲି କଂଗ୍ରେସ ନେତା କହିଛନ୍ତି।

ସେ କହିଛନ୍ତି, 'ହରିୟାଣାର ୭୦ ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିଛି। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ ସରକାର କହୁଛନ୍ତି ଯେ କୌଣସି କୃଷକ ସହିଦ ହୋଇ ନାହାଁନ୍ତି କିମ୍ବା ସେମାନଙ୍କ ନାମ ରେକର୍ଡରେ ନାହିଁ, ତେଣୁ ଏହି ନାମଗୁଡିକ ଏବେ ଏଠାରେ ଅଛି। ମୁଁ ଚାହୁଁଛି ଯେ ସେମାନେ ଯାହା ଯୋଗ୍ୟ ଏବଂ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ଯେଉଁଥିପାଇଁ ସେ କ୍ଷମା ମାଗିଛନ୍ତି, ତାଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ମିଳିବା ଉଚିତ୍। ସେମାନଙ୍କୁ କ୍ଷତିପୂରଣ ଏବଂ ଚାକିରି ମିଳିବା ଉଚିତ ବୋଲି ରାହୁଲ ଦାବି କରିଛନ୍ତି।'

ମୃତ କୃଷକଙ୍କ ତାଲିକା ପ୍ରଦାନ କରିବା ପରେ କଂଗ୍ରେସ ଗୃହ ତ୍ୟାଗ କରିଥିଲା। ଶୂନ୍ୟ କାଳରେ ରାହୁଲ ଗାନ୍ଧିଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର କୃଷି ମନ୍ତ୍ରୀ ଦିଅନ୍ତୁ କଂଗ୍ରେସ ସାଂସଦମାନେ ଦାବି କରିଥିଲେ। ରାହୁଲ ଗାନ୍ଧି ଶୂନ୍ୟ କାଳରେ ୭୦୦ କୃଷକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ। ଏଥିସହ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ସହ ନିଯୁକ୍ତି ଦେବାକୁ ଦାବି କରିଥିଲେ। କିନ୍ତୁ ଏଭଳି ନହେବା ପରେ କଂଗ୍ରେସ ସାଂସଦମାନେ ଗୃହରୁ ବାହାରି ଯାଇଥିଲେ।

https://twitter.com/RahulGandhi/status/1468114664072650754?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story