ବର୍ଷିଲେ ରାହୁଲ, କହିଲେ- ବିଜେପି ଚାରିଆଡେ କିରୋସିନ୍‌ ଛିଞ୍ଚିଛି

ନୂଆଦିଲ୍ଲୀ: ‘ଭାରତର ସ୍ଥିତି ଠିକ୍‌ ନାହିଁ। ବିଜେପି ପୂରା ଦେଶରେ କିରୋସିନ୍‌ ଛିଞ୍ଚିବା ଜାରି ରଖିଛି। କେବଳ ନିଆଁ ଲଗାଇବା ପାଇଁ ଗୋଟିଏ ଦିଆସିଲି ଆବଶ୍ୟକ। ଏହାପରେ ସମସ୍ତ ଦେଶବାସୀ ସମସ୍ୟା ଭିତରକୁ ଠେଲି ହୋଇଯିବେ।’ ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏବେ ଲଣ୍ଡନ ଗସ୍ତରେ ଅଛନ୍ତି। ସେଠାରେ ସେ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ‘ଆଇଡିଆଜ୍‌ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ। […]

Rahul gandhi

Rahul gandhi

Madhupriya Mistry
  • Published: Saturday, 21 May 2022
  • Updated: 21 May 2022, 04:26 PM IST

Sports

Latest News

ନୂଆଦିଲ୍ଲୀ: 'ଭାରତର ସ୍ଥିତି ଠିକ୍‌ ନାହିଁ। ବିଜେପି ପୂରା ଦେଶରେ କିରୋସିନ୍‌ ଛିଞ୍ଚିବା ଜାରି ରଖିଛି। କେବଳ ନିଆଁ ଲଗାଇବା ପାଇଁ ଗୋଟିଏ ଦିଆସିଲି ଆବଶ୍ୟକ। ଏହାପରେ ସମସ୍ତ ଦେଶବାସୀ ସମସ୍ୟା ଭିତରକୁ ଠେଲି ହୋଇଯିବେ।' ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ରାହୁଲ ଗାନ୍ଧି ଏବେ ଲଣ୍ଡନ ଗସ୍ତରେ ଅଛନ୍ତି। ସେଠାରେ ସେ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା 'ଆଇଡିଆଜ୍‌ ଫର୍‌ ଇଣ୍ଡିଆ' ସମ୍ମିଳନୀରେ ଭାଗ ନେଇଥିଲେ। ଏଠାରେ ଭାଗ ନେଇ ସେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେ ବିଜେପିର ସଂଘୀୟ ବିଚାରଧାରାକୁ ଟାର୍ଗେଟ କରିଛନ୍ତି । ବିଜେପି ଓ ଆର୍‌ଏସ୍‌ଏସ୍‌ ଭାରତ ବର୍ଷକୁ ଏକ ଭୂଗୋଳ ଭାବେ ଦେଖୁଛନ୍ତି ବୋଲି ଆପତ୍ତି ଉଠାଇଛନ୍ତି ରାହୁଲ।

ରାହୁଲ ଗାନ୍ଧି କହିଛନ୍ତି, ' ଆମକୁ ଏହି ନିଆଁକୁ ଥଣ୍ଡା କରିବାକୁ ପଡିବ। କାରଣ ଯଦି ଏହି ନିଆଁ ଥଣ୍ଡା ନହୁଏ ତେବେ ସବୁ କିଛି  ଭୁଲ ହୋଇପାରେ।' ରାହୁଲ କହିଛନ୍ତି ଯେ ବିରୋଧୀ ଦଳ ତଥା ଦେଶବାସୀଙ୍କ ସ୍ୱରକୁ ଚପାଇ ଦେବାକୁ ବିଜେପି ଚେଷ୍ଟା କରୁଛି। କଂଗ୍ରେସ ପାଇଁ ଭାରତ ଲୋକମାନଙ୍କ ଦ୍ୱାରା ନିର୍ମିତ। ପୂର୍ବ ପରି ଭାରତକୁ ପାଇବାକୁ କଂଗ୍ରେସ ଚେଷ୍ଟା କରୁଛି।'

ସେ ଆହୁରି କହିଛନ୍ତି ଯେ, 'କଂଗ୍ରେସ ଏକ ସ୍ୱର୍ଣ୍ଣିମ ଭାରତର ସ୍ୱପ୍ନ ଦେଖିଛି, ଯାହାପାଇଁ ଦଳ ଆଜି ଯାଏଁ ସଂଘର୍ଷ କରୁଛି । ହେଲେ ଭାରତୀୟ ଜନତା ପାର୍ଟି ଦଳର ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛି। କେବଳ ଦଳର ନୁହେଁ କଂଗ୍ରେସ ଦେଶବାସୀଙ୍କ କଥା ଶୁଣିବକୁ ଚେଷ୍ଟା କରୁଥିବାବେଳେ ବିଜେପି ଏହାକୁ ଲୁଚାଇବାକୁ ସବୁବେଳେ ଚେଷ୍ଟା କରୁଛି। ଏହାସହ ଯେଉଁ ସଂସ୍ଥା ଭାରତକୁ ସବୁବେଳେ ମଜବୁତ ରଖିବାକୁ ଚେଷ୍ଟା କରୁଛି ବିଜେପି ସେମାନଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି।' ଚୀନର ବିସ୍ତାରବାଦ ପ୍ରସଙ୍ଗରେ ମଧ୍ୟ ବିଜେପିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧି।

ବିଜେପି ସରକାର ସମୟରେ ଦେଶରେ ବେରୋଜଗାରୀ ବଢିଛି। ଏହା ସତ୍ତ୍ୱେ ଧ୍ରୁବିକରଣ ଯୋଗୁଁ ସତ୍ତାରେ ଦଳ ତିଷ୍ଠି ପାରିଛି । ଦେଶକୁ ଧ୍ୱଂସ କରିବାକୁ ବିଜେପି ଯେପରି ଚାରିଆଡେ କିରୋସିନ୍ ଛିଞ୍ଚିବା ଜାରି ରଖିଛି ବୋଲି ରାହୁଲ ଏହି ସମ୍ମିଳନୀରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story