‘ରାବଣ ଭୂମିକା ନିଭାଉଛି ବିଜେପି, ରାହୁଲ ଗାନ୍ଧି ହେଉଛନ୍ତି ରାମ’

ନୂଆଦିଲ୍ଲୀ: “ରାବଣ ଭୂମିକା ନିଭାଉଛି ବିଜେପି। ରାହୁଲ ଗାନ୍ଧି ହେଉଛନ୍ତି ରାମ”। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ନେଇ ଏହା କହିଛନ୍ତି ଜଣେ କଂଗ୍ରେସ କର୍ମୀ। ରାହୁଲ ଗାନ୍ଧିଙ୍କ ସମର୍ଥନରେ ଦିଲ୍ଲୀ ଆସିଥିବା କଂଗ୍ରେସ କର୍ମୀ ଜଣକ ହନୁମାନ ବେଶରେ ସଜ୍ଜିତ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ସମର୍ଥନରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ଆନ୍ଦୋଳନ ଡାକରା ଦିଆଯାଇଛି। ନ୍ୟାଶନାଲ ହେରାଲଡ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଡାକରା ନେଇ ତୀବ୍ର ବିରୋଧ କରାଯାଇଛି। […]

cong

cong

Tapas Behera
  • Published: Monday, 13 June 2022
  • Updated: 13 June 2022, 12:41 PM IST

Sports

Latest News

ନୂଆଦିଲ୍ଲୀ: “ରାବଣ ଭୂମିକା ନିଭାଉଛି ବିଜେପି। ରାହୁଲ ଗାନ୍ଧି ହେଉଛନ୍ତି ରାମ”। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ନେଇ ଏହା କହିଛନ୍ତି ଜଣେ କଂଗ୍ରେସ କର୍ମୀ। ରାହୁଲ ଗାନ୍ଧିଙ୍କ ସମର୍ଥନରେ ଦିଲ୍ଲୀ ଆସିଥିବା କଂଗ୍ରେସ କର୍ମୀ ଜଣକ ହନୁମାନ ବେଶରେ ସଜ୍ଜିତ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ସମର୍ଥନରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ଆନ୍ଦୋଳନ ଡାକରା ଦିଆଯାଇଛି। ନ୍ୟାଶନାଲ ହେରାଲଡ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଡାକରା ନେଇ ତୀବ୍ର ବିରୋଧ କରାଯାଇଛି। ଶାସକ ବିଜେପି ସରକାର ରାବଶ ଭୂମିକା ନିଭାଉଛି।  ଆମେ ସେମାନଙ୍କୁ କହିଦେବାକୁ ଚାହୁଁୱଛୁ ଯେ, ରାହୁଲ ଗାନ୍ଧି ଆମର ରାମ। ଆମେ ହେଉଛୁ ତାଙ୍କର ଭକ୍ତ।

ଇଡି ଅଫିସରୁ ରାହୁଲ ଗାନ୍ଧି ନବାହାରିବା ପର୍ଯ୍ୟନ୍ତ ଆମେ ଇଡି ଅଫିସ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବୁ ବୋଲି କଂଗ୍ରେସ କର୍ମୀ ଜଣକ କହିଛନ୍ତି।  ପୂର୍ବରୁ ଜୁନ ୨ ତାରିଖରେ ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ରାହୁଲ ଗାନ୍ଧି ଦେଶ ବାହାରେ ଥିବାରୁ ହାଜର ହୋଇପାରି ନଥିଲେ। ତେଣୁ ପୁନର୍ବାର ଜୁନ ୧୩ରେ ଇଡି ଅଫିସରେ ପହଞ୍ଚିବାକୁ ନୋଟିସ ଜାରି କରାଯାଇଥିଲା। ଏହାକୁ ବିରୋଧ କରି ରାଜଧାନୀର ଦିଲ୍ଲୀର ବିଭିନ୍ନ ସ୍ଥାନରେ କଂଗ୍ରେସ ବିକ୍ଷୋଭ କରିଛି।  ସେହିପରି ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମନ ହୋଇଥିଲା।

ହେଲେ ସେ କୋଭିଡରେ ଆକ୍ରାନ୍ତ ଥିବାରୁ ଇଡିରେ ହାଜର ହୋଇ ପାରି ନାହାନ୍ତି। ଅନ୍ୟପଟେ ବହୁ ସଜବାଜ ପରେ ସମର୍ଥକଙ୍କ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ରାହୁଲ ଗାନ୍ଧି ଇଡି ଅଫିସରେ ପହଞ୍ଚିଛନ୍ତି । ନ୍ୟାସନାଲ ହେରାଲଡ୍‌ ମାମଲାରେ ସେ ଜେରାର ସମ୍ମୁଖୀନ ହେବେ। ତେବେ ରାହୁଲ ଗାନ୍ଧିଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜି ରାହୁଲ ଗାନ୍ଧିଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ଏକାଠି ହେବା ସହ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story