ରେଲୱେରେ ଚାକିରି ପାଇଁ ଜମି ଘୋଟାଲା: ଲାଲୁଙ୍କ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ରେଲୱେରେ ଚାକିରି ପାଇଁ ଜମି ଘୋଟାଲାରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଟ ସହଯୋଗୀଙ୍କୁ ସିବିଆଇ ଗିରଫ କରିଛି।  ଗିରଫ ଅଭିଯୁକ୍ତ ହେଲେ ଭୋଳା ଯାଦବ । ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ବେଳେ ଭୋଳା ଳାଲୁଙ୍କର ଓଏସଡି ଥିଲେ। ଏହି ଘୋଟାଲାରେ ସିବିଆଇ ବିହାରର ଦରବଙ୍ଗା, ପାଟନା ଆଦି ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଲାଲୁ ପ୍ରସାଦ ଯାଦବଙ୍କ ସ୍ତ୍ରୀ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି […]

Lalu

Lalu

Tapas Behera
  • Published: Wednesday, 27 July 2022
  • Updated: 27 July 2022, 12:32 PM IST

Sports

Latest News

ନୂଆଦିଲ୍ଲୀ: ରେଲୱେରେ ଚାକିରି ପାଇଁ ଜମି ଘୋଟାଲାରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଟ ସହଯୋଗୀଙ୍କୁ ସିବିଆଇ ଗିରଫ କରିଛି।  ଗିରଫ ଅଭିଯୁକ୍ତ ହେଲେ ଭୋଳା ଯାଦବ । ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ବେଳେ ଭୋଳା ଳାଲୁଙ୍କର ଓଏସଡି ଥିଲେ। ଏହି ଘୋଟାଲାରେ ସିବିଆଇ ବିହାରର ଦରବଙ୍ଗା, ପାଟନା ଆଦି ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଲାଲୁ ପ୍ରସାଦ ଯାଦବଙ୍କ ସ୍ତ୍ରୀ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଯାଦବ, ତାଙ୍କ ଝିଅ ମିଶା ଯାଦବ ଏବଂ ହେମା ଯାଦବଙ୍କ ଘରେ ସିବିଆଇ ରାଡାରରେ ଅଛନ୍ତି।

ରେଲୱେରେ ଜମି ବଦଳରେ ଚାକିରି ସ୍ମାମରେ ଏମାନେ ସମ୍ପୃକ୍ତି ଥିବା ସିବିଆଇର ସନ୍ଦେହ ରହିଛି। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ୟୁପିଏ ସମୟରେ ରେଳମନ୍ତ୍ରୀ ଥିବା ବେଳେ ବଡ଼ଧରଣର ଜବ ସ୍କାମ ହୋଇଥିଲା। ଳାଲୁଙ୍କ ପରିବାର ନାମରେ ଜମି ମାଲିକାନା କରେଇବା ବଦଳର ଚାକିରି ଅଫର ଦିଆଯାଇଥିଲା। ଏହି ଭିତରି କାରବାରରେ ଅନେକ ଆଶାୟୀ ଚାକିରି କରିଥିବା ଜଣାପଡ଼ିଛି। ରେଲୱେର ଗ୍ରୁପ ‘ଡି’ ରେ ବିଭିନ୍ନ ଜୋନରେ ଏହି ଜବ ସ୍କାମ ହୋଇଛି।  ଏମିତି ୭ଟି ମାମଲାକୁ ସିବିଆଇ ଚିହ୍ନଟ କରିଛି। ଯେଉଁଠି ଚାକିରି ଆଶାୟୀଙ୍କ ପରିବାର ସେମାନଙ୍କ ଜମି ଲାଲୁ ପ୍ରସାଦଙ୍କ ପରିବାର ନାମରେ କରିଛନ୍ତି । ବଦଳରେ ସେମାନେ ଚାକିରି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story