ହାଇ ଭୋଲ୍‌ଟେଜ ଡ୍ରାମା: ପାଣି ଟାଙ୍କି ଉପରେ ଚଢ଼ିଗଲେ ବିଜେପି ବିଧାୟିକା

ଜୟପୁର: ହାଇ ଭୋଲଟେଜ ଡ୍ରାମା। ପାଣି ଟାଙ୍କି ଉପରେ ଚଢ଼ିଗଲେ ବିଜେପିର ମହିଳା ବିଧାୟକ। କେବଳ ସେ ଏକା ନୁହନ୍ତି ନିଜ ସମର୍ଥକଙ୍କୁ ନେଇ ସେ ପାଣି ଟାଙ୍କି ଉପରେ ବସିଲେ। ୧୦ ଘଣ୍ଟା ଧରି କଲେ ବିରୋଧ ପ୍ରଦର୍ଶନ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଦି ଜିଲ୍ଲା କାପରେନ୍ ଅଞ୍ଚଳରେ। ବିଜେପି ବିଧାୟିକା ଚନ୍ଦ୍ରକାନ୍ତା ମେଘୱାଲ। ନିଜ ଅଞ୍ଚଳରେ ହେଉଥିବା ଚୋରି ଡକାଏତ ଘଟଣାକୁ ନେଇ ସେ ବାରମ୍ବାର ପୁଲିସ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ […]

bjp-mla climbed-water-tank

bjp-mla climbed-water-tank

Madhupriya Mistry
  • Published: Monday, 07 November 2022
  • Updated: 07 November 2022, 08:42 AM IST

Sports

Latest News

ଜୟପୁର: ହାଇ ଭୋଲଟେଜ ଡ୍ରାମା। ପାଣି ଟାଙ୍କି ଉପରେ ଚଢ଼ିଗଲେ ବିଜେପିର ମହିଳା ବିଧାୟକ। କେବଳ ସେ ଏକା ନୁହନ୍ତି ନିଜ ସମର୍ଥକଙ୍କୁ ନେଇ ସେ ପାଣି ଟାଙ୍କି ଉପରେ ବସିଲେ। ୧୦ ଘଣ୍ଟା ଧରି କଲେ ବିରୋଧ ପ୍ରଦର୍ଶନ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଦି ଜିଲ୍ଲା କାପରେନ୍ ଅଞ୍ଚଳରେ।

ବିଜେପି ବିଧାୟିକା ଚନ୍ଦ୍ରକାନ୍ତା ମେଘୱାଲ। ନିଜ ଅଞ୍ଚଳରେ ହେଉଥିବା ଚୋରି ଡକାଏତ ଘଟଣାକୁ ନେଇ ସେ ବାରମ୍ବାର ପୁଲିସ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଥିଲେ। କିନ୍ତୁ ଏଥିରେ ପୁଲିସ ପ୍ରଶାସନ ଫେଲ୍ ମାରିବା ପରେ ସେ ନିଆରା ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନିଜ ସମର୍ଥକଙ୍କ ସହ ପାଣି ଟାଙ୍କି ଉପରେ ଚଢ଼ି ବିଜେପିର ଏହି ମହିଳା ବିଧାୟକ ପୁଲିସ ବିରୋଧରେ ୧୦ ଘଣ୍ଟା ଧରି ବିରୋଧ କରିଛନ୍ତି। ଗତ ୧୫ ଦିନ ଭିତରେ କାପରେନ୍ ଅଞ୍ଚଳରେ ଚୋରି ଆଉ ଡକାଏତର ୧୫ଟି ଘଟଣା ସାମ୍ନାକୁ ଆସିଛି । ଏଥିରେ ୨୫ରୁ ୩୦ ଲକ୍ଷ ଟଙ୍କା ଯାଏଁ ଲୁଟ୍ ହୋଇଛି। କିନ୍ତୁ ପୁଲିସ ଗୋଟିଏ ବି ମାମଲାର ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ ବୋଲି ବିଜେପି ବିଧାୟିକା ଅଭିଯୋଗ କରିଛନ୍ତି।

ଏହି ମାମଲାରେ ବିଜେପି ବିଧାୟିକା ନିଜ ସମର୍ଥକଙ୍କ ସହ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୭ ଦିନର ଅଲ୍ଟିମେଟ୍ ଦେଇଥିଲେ। କିନ୍ତୁ କଣ୍ଟ ପୂରିଥିଲେ ମଧ୍ୟ ପୁଲିସ ପ୍ରଶାସନ ଏଥିରେ ବିଫଳ ହୋଇଥିଲା। ତେଣୁ ବିଧାୟିକା ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ଦୋଷୀ ପୁଲିସକର୍ମୀଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story