ଟିକେଟ ନମିଳିବାରୁ ବିଜେପି ଅଫିସ ଭଙ୍ଗାରୁଜା, ନାରାବାଜି

ଇମ୍ଫାଲ: ମଣିପୁରରେ ବିଜେପି ସମସ୍ତ ୬୦ଟି ଆସନରେ ଏକାକୀ ଲଢ଼ିବା ପାଇଁ ଘୋଷଣା କରିଛି। ୨ ଜଣ ଷ୍ଟାଣ୍ଡି ବିଧାୟକଙ୍କ ଟିକେଟ୍ କଟାଯାଇଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୦ଜଣଙ୍କୁ ବିଜେପି ଟିକେଟ ମିଳିଛି। ଟିକେଟ୍ ପାଇଥିବା ନେତା ମାନେ ଖୁସି ବ୍ୟକ୍ତ କରୁଥିବାବେଳେ ନିରାଶ ହୋଇଥିବା ଅଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଟିକେଟ ନମିଳିବାରୁ ଅଶାନ୍ତି ହୋଇ ନେତା ମାନେ ଦଳ ଛାଡ଼ିବା ସହ […]

890

890

Tapas Behera
  • Published: Sunday, 30 January 2022
  • Updated: 30 January 2022, 08:32 PM IST

Sports

Latest News

ଇମ୍ଫାଲ: ମଣିପୁରରେ ବିଜେପି ସମସ୍ତ ୬୦ଟି ଆସନରେ ଏକାକୀ ଲଢ଼ିବା ପାଇଁ ଘୋଷଣା କରିଛି। ୨ ଜଣ ଷ୍ଟାଣ୍ଡି ବିଧାୟକଙ୍କ ଟିକେଟ୍ କଟାଯାଇଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୦ଜଣଙ୍କୁ ବିଜେପି ଟିକେଟ ମିଳିଛି। ଟିକେଟ୍ ପାଇଥିବା ନେତା ମାନେ ଖୁସି ବ୍ୟକ୍ତ କରୁଥିବାବେଳେ ନିରାଶ ହୋଇଥିବା ଅଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଟିକେଟ ନମିଳିବାରୁ ଅଶାନ୍ତି ହୋଇ ନେତା ମାନେ ଦଳ ଛାଡ଼ିବା ସହ ବିରୋଧର ନିଆଁ ଦେଖିବାକୁ ମିଳିଛି ।

ବିଜେପି ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏଥିସହ ବିଜେପି ବିରୋଧୀ ସ୍ଲୋଗାନର ରାଜନୈତିକ ମାହୋଲ କମ୍ପମାନ ହୋଇଛି। ନିଜ ନେତାଙ୍କୁ ଟିକେଟ ନଳିବାରୁ ଦଳୀୟ ସମର୍ଥକମାନେ ପାର୍ଟି ଅଫିସ ଭଙ୍ଗାରୁଜା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟି ଅଫିସରେ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରାଯାଇଥିଲା। ଇମ୍ଫାଲରେ ଥିବା ବିଜେପି ମୁଖ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ,

ଟିକେଟ୍ ଆଶାୟୀମାନେ ନିରାଶ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଆସିଥିବା ନେତାଙ୍କୁ ଟିକେଟ ମିଳି ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦଳକୁ ବାଏ ବାଏ କହିଛନ୍ତି।

ଗତଥର ଯେଉଁ ୨୧ ଜଣ ବିଧାୟକ ଜିତି ଥିଲେ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ ଏଥର ଟିକେଟ୍ ଦିଆଯାଇଛି। ଏଭଳି ୨୩ ପ୍ରତିଶତ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଗତ ୫ ବର୍ଷ ମଧ୍ୟରେ ଅନ୍ୟ ଦଳରୁ ଆସିଛନ୍ତି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ ୧୦ଜଣଙ୍କୁ ବିଜେପିରେ ଟିକେଟ ମିଳିଛି।  ୧୨୧୭ ନିର୍ବାଚନରେ ​​ବିଜେପି ୨୧ଟି ସିଟ୍ ଜିତିଛି । କିନ୍ତୁ ଛୋଟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ବିଜେପି ସରକାର ଗଠନ କରିଥିଲା ।

ବିଜେପି ସୂତ୍ରରୁ ପ୍ରକାଶ ଯେ, ଏହି ୧୯ଜଣ ବିଧାୟକଙ୍କୁ ପାର୍ଟି ଟିକେଟ ଦିଆଯାଇଛି। ତିନିଜଣଙ୍କର ଟିକେଟ କଟାଯାଇଛି। ମଣିପୁର ବିଜେପି କେବଳ ତିନିଜଣ ମହିଳା ଏବଂ ଜଣେ ମୁସଲମାନଙ୍କୁ ପ୍ରାର୍ଥୀ କରିଛି। ବିଜେପିରେ ଯୋଗ ଦେଇଥିବା ମଣିପୁର କଂଗ୍ରେସର ପୂର୍ବତନ ମୁଖ୍ୟଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି। ତେବେ ଅଧିକାଂଶ ନେତା ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତଙ୍କୁ ଦଳ ଟିକେଟ ଦେଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story