ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟଙ୍କ ସଙ୍ଗିନ୍‌ ଅଭିଯୋଗ: ଆମ ବିଧାୟକଙ୍କୁ ବିଜେପି ୪୦ କୋଟି ଟଙ୍କା ଅଫର ଦେଇଛି

ପାଣାଜି: ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ  ଗିରିଶ ଚୋଦନକର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଦଳର ବିଧାୟମାନଙ୍କୁ ବିଜେପିରେ ମିଶିବା ପାଇଁ  ୪୦ କୋଟି ଟଙ୍କା ଅଫର ଦିଆଯାଇଛି। ଗୋଆ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜୋର ଧରିବା ପରେ ଗି଼ରିଶଙ୍କ ଏହି ବୟାନ ଆସିଛି।ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ନେତୃତ୍ୱରେ ୬ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବା ପରେ ଗିରିଶ ବିଜେପି ଉରେ ଲାଞ୍ଚ ଅଭିଯୋଗ […]

goa

goa

Tapas Behera
  • Published: Monday, 11 July 2022
  • Updated: 11 July 2022, 12:50 PM IST

Sports

Latest News

ପାଣାଜି: ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ  ଗିରିଶ ଚୋଦନକର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଦଳର ବିଧାୟମାନଙ୍କୁ ବିଜେପିରେ ମିଶିବା ପାଇଁ  ୪୦ କୋଟି ଟଙ୍କା ଅଫର ଦିଆଯାଇଛି। ଗୋଆ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜୋର ଧରିବା ପରେ ଗି଼ରିଶଙ୍କ ଏହି ବୟାନ ଆସିଛି।ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ନେତୃତ୍ୱରେ ୬ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବା ପରେ ଗିରିଶ ବିଜେପି ଉରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ଗିରିଶ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ବିଧାୟକମାନଙ୍କୁ  ବଡ଼ ବଡ଼ ଶିଳ୍ପପତି ଓ  କୋଇଲା ମାଫିଆଙ୍କ କଲ ଆସୁଛି। ବିଜେପି କଂଗ୍ରେସ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଗିରିଶ ଅଭିଯୋଗ କରିଛନ୍ତି।

ଗୋଆର କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗଦେବା ନେଇ ଆଲୋଚନା ଜୋର ଧରିଛି।  ତେବେ ଗୋଆ ଦାୟିତ୍ୱରେ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନେତା ଦୀନେଶ ଗୁଣ୍ଡୋ ରାଓ କହିଛନ୍ତି, ରାଜ୍ୟର ସମସ୍ତ ୧୧ ଦଳୀୟ ବିଧାୟକଙ୍କୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରାଯିବ। କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ମାଇକେଲ ଲୋବୋଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ରହିଥିବାରୁ କଂଗ୍ରେସ ତାଙ୍କୁ ପଦରୁ ବହିଷ୍କାର କରିଛି।

ବିଧାୟକଙ୍କ ସଂପର୍କରେ ଗୁଜବ ପ୍ରଚାର କରାଯିବା ସହିତ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଥିବାରୁ ମାଇକେଲ ଲୋବୋ ବିଜେପିକୁ ସମାଲୋଚନା କରିଛନ୍ତି। ଗୋଆ କଂଗ୍ରେସ ବିଧାୟକମାନଙ୍କର ଗତକାଲି ଏକ ବୈଠକ ହୋଇଥିଲା ଏବଂ ଦଳରେ କୌଣସି ଫାଟ ନାହିଁ ବୋଲି ସେଠାରେ କୁହାଯାଇଥିଲା। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି। ବିଜେପିର ୨୦ ଜଣ ବିଧାୟକ ଥିବାବେଳେ ଏଠାରେ ସରକାରଙ୍କୁ ଏମଜିପିର ୨ ଜଣ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story