ସଙ୍କଟମୋଚକ ଭୂମିକାରେ ପାଇଲଟ୍, ଗେହଲଟଙ୍କ ସମର୍ଥକଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଥମୁନି ରାଜସ୍ଥାନର ରାଜନୈତିକ ସଙ୍କଟ। କଂଗ୍ରେସର ଗୋଷ୍ଠୀ କନ୍ଦଳ ଜାରି ରହିଛି। ରାଜସ୍ଥାନର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦଳରେ ଲାଗି ରହିଥିବା ଫାଟକୁ ସଜାଡ଼ିବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ପାଇଲଟ ଦଳ ଭିତରେ ନିଜ ବିରୋଧୀ ଗୋଷ୍ଠୀଙ୍କୁ ମନେଇବାକୁ ପ୍ରୟାସ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ ଅନୁଗତ ବିଧାୟକଙ୍କୁ ଭେଟିଛନ୍ତି।  ସେମାନଙ୍କ ମଧ୍ୟରେ କେତେକ ମନ୍ତ୍ରୀ ତଥା ପ୍ରତାପ ସିଂହ ପ୍ରମୁଖ ଅଛନ୍ତି। ପାଇଲଟ କ୍ୟାମ୍ପ ପକ୍ଷରୁ ସୂଚନା ମିଳିଥିବା […]

sachin

sachin

Tapas Behera
  • Published: Wednesday, 05 October 2022
  • Updated: 05 October 2022, 12:10 PM IST

Sports

Latest News

ନୂଆଦିଲ୍ଲୀ: ଥମୁନି ରାଜସ୍ଥାନର ରାଜନୈତିକ ସଙ୍କଟ। କଂଗ୍ରେସର ଗୋଷ୍ଠୀ କନ୍ଦଳ ଜାରି ରହିଛି। ରାଜସ୍ଥାନର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦଳରେ ଲାଗି ରହିଥିବା ଫାଟକୁ ସଜାଡ଼ିବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ପାଇଲଟ ଦଳ ଭିତରେ ନିଜ ବିରୋଧୀ ଗୋଷ୍ଠୀଙ୍କୁ ମନେଇବାକୁ ପ୍ରୟାସ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ ଅନୁଗତ ବିଧାୟକଙ୍କୁ ଭେଟିଛନ୍ତି।  ସେମାନଙ୍କ ମଧ୍ୟରେ କେତେକ ମନ୍ତ୍ରୀ ତଥା ପ୍ରତାପ ସିଂହ ପ୍ରମୁଖ ଅଛନ୍ତି।

ପାଇଲଟ କ୍ୟାମ୍ପ ପକ୍ଷରୁ ସୂଚନା ମିଳିଥିବା ଅନୁଯାୟୀ, ମଙ୍ଗଳବାର  ସେ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ଗେହଲଟଙ୍କ କ୍ୟାମ୍ପର ନେତାଙ୍କୁ ଭେଟିଛନ୍ତି। ଦଳ ଭିତରେ ଥିବା ଅସନ୍ତୋଷ ଓ ମତଭେଦ ସମସ୍ୟାର ସମାଧାନ ପାଇଁ ପାଇଲଟ ଉଦ୍ୟମ କରିଛନ୍ତି। ତେବେ ଖୁବଶୀଘ୍ର ବିଧାୟକ ଦଳ ବୈଠକ ବସି ସମସ୍ୟାର ସମାଧାନର ସୂତ୍ର ବାହାରିବ ବୋଲି ସହମତି ହୋଇଛି। ଯେବେଠାରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ଉଠିଲା ସେବେଠାରୁ କନ୍ଦଳ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ପାଇଲଟ ଓ ଗେହଲଟଙ୍କ କ୍ୟାମ୍ପ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ପରେ ଏହି ରାଜନୈତିକ ଟଣାଓଟରା ଉଗ୍ରରୂପ ଧାରଣ କରି ଜାତୀୟସ୍ତରରେ ପହଞ୍ଚିଥିଲା। ଏହି ସମସ୍ୟା କଂଗ୍ରେସ  ହାଇକମାଣ୍ଡଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଗୋଟିଏ ପଟେ ଦଳର ନେତା ରହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିଥିବା ବେଳେ ରାଜସ୍ଥାନ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ସେଥିରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ଅଶୋକ ଗେହଲଟ କଂଗ୍ରେସ ସଭାପତି ରେସରୁ ଓହରି ଯାଇଥିଲେ। ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ସେ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟରେ ଭୁଲ ମାଗିଥିଲେ। ତଥାପି ସେବେଠାରୁ ଦଳ ଭିତରେ ଲାଗି ରହିଥିବା କନ୍ଦଳର ଅନ୍ତ ଘଟୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story