କିଏ ଜାଣିଥିଲା ଟିଫିନ୍ ଖୋଲିଲେ ବୋମା ଫୁଟିବ , ଅକାଳରେ ଚାଲିଗଲା ବପା-ପୁଅଙ୍କ ଜୀବନ

ଥିରୁଭନନ୍ତପୁରମ: ପେଟ ଚାଖଣ୍ଡକ ପାଇଁ କେତେ ନାଟ। ହେଲେ  ବେଳେ ବେଳେ ସେଇ ନାଟକର ଯବନିକା ଏତେ ଭୟଙ୍କର ହୋଇଥାଏ ଯେ, ତାହା କଳନା ମୁସକିଲ। ଯେଉଁ ଜିନିଷକୁ ଗୋଟେଇଗାଟେଇ ପେଟ ପୋଷିବା ପାଇଁ ଆଣିଥିଲେ ସେଇଠି ଲୁଚିଥିଲା ମୃତ୍ୟୁର ଦୂତ। ଆଉ ଏକ ଦୁଃଖଦ ଘଟଣାକ୍ରମରେ ବାପା-ପୁଅଙ୍କର ମୃତ୍ୟୃ ଘଟିଛି।   କେରଳ କନ୍ନୁରରେ ଘଟିଥିବା ବୋମା ବିସ୍ପୋରଣରେ ଆସାମା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ବାପ ଫଝାଲ ହକ୍ […]

iop

iop

Tapas Behera
  • Published: Thursday, 07 July 2022
  • Updated: 07 July 2022, 04:27 PM IST

ଥିରୁଭନନ୍ତପୁରମ: ପେଟ ଚାଖଣ୍ଡକ ପାଇଁ କେତେ ନାଟ। ହେଲେ  ବେଳେ ବେଳେ ସେଇ ନାଟକର ଯବନିକା ଏତେ ଭୟଙ୍କର ହୋଇଥାଏ ଯେ, ତାହା କଳନା ମୁସକିଲ। ଯେଉଁ ଜିନିଷକୁ ଗୋଟେଇଗାଟେଇ ପେଟ ପୋଷିବା ପାଇଁ ଆଣିଥିଲେ ସେଇଠି ଲୁଚିଥିଲା ମୃତ୍ୟୁର ଦୂତ। ଆଉ ଏକ ଦୁଃଖଦ ଘଟଣାକ୍ରମରେ ବାପା-ପୁଅଙ୍କର ମୃତ୍ୟୃ ଘଟିଛି।   କେରଳ କନ୍ନୁରରେ ଘଟିଥିବା ବୋମା ବିସ୍ପୋରଣରେ ଆସାମା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ବାପ ଫଝାଲ ହକ୍ ଏବଂ ତାଙ୍କ ପୁଅ ଶଶିଇଦୁଲ।  ଉଭୟେ ଭଡ଼ା ନେଇ ରହୁଥିବାର ଘରେ ମୃତ୍ୟୁ ଘଟିଛି। ଏହି ବାପା-ପୁଅ ସ୍କ୍ରାପ ସଂଗ୍ରହ କରି ପେଶ ପୋଶୁଥିଲେ।। ସକାଳେ ହେଲେ ଏମାନେ ବୁଲି ବୁଲିସ  ଭଙ୍ଗା ଲୁହା, ଟିଣ ପ୍ଲାଷ୍ଟିକ୍ ଆଦି ସଂଗ୍ରହ କରନ୍ତି।

ତେବେ ସଂଗ୍ରହ କରିଥିବା ସ୍କ୍ରାପ ମଧ୍ୟରେ ଏକ ଷ୍ଟିଲ ବୋମା ରହିଯାଇଥିଲା। ଯାହା ସେ ଅଜାଣତରେ ସଂଗ୍ରହ କରିଥିଲେ। ଏହି ବୋମାଟି ଏକ ଲଞ୍ଚ ବକ୍ସରେ ଥିଲା। ତେବେ ଏହି ଟିଫିନ୍‌ ବକ୍ସକୁ ଯେତେବେଳେ ‌ଖୋଲା ଯାଇଛି ତାହା ବିସ୍ଫୋରଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ସାମାନଙ୍କ ଘରକୁ କେମିତି ବୋମା ଆସିଲା ଏବଂ ଏହା ପଛରେ କିଛି ଷଡ଼ଯନ୍ତ୍ର ଅଛିକି ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସେହିପରି ସେମାନେ ରହୁଥିବା ଆଖାପାଖ ଘରକୁ ନେଇ ନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି। ବାପା ଫାଜଲଙ୍କର ଘଟଣାସ୍ଥଳରା ମୃତ୍ୟୁ ଘଟିଥିବା ବେଳେ ପୁଅର ହସପିଟାଲରେ ମୃତ୍ୟୁ ଘଟିଛି। ସେହିପରି ଘଟଣାସ୍ଥଳରେ ବୋମା ନିସ୍କ୍ରିୟ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଘରେ ମୋଟ ୫ ଜଣ ଦାଦନ ଶ୍ରମିକ ଭଡ଼ାରେ ରୁହନ୍ତି। କିନ୍ତୁ ବିସ୍ଫୋରଣ ବେଳେ ଆଉ ୩ ଜଣ ଘର ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story