ମୁସେୱାଲା ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟର୍‌

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ ସଫଳତା। ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍‌କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ଟଳିଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ତେବେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା। ସୂଚନାନୁସାରେ, ଅଟାରି ଗାଁରେ […]

punjab-police-encounter

punjab-police-encounter

Madhupriya Mistry
  • Published: Wednesday, 20 July 2022
  • Updated: 20 July 2022, 03:28 PM IST

Sports

Latest News

ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ ସଫଳତା। ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍‌କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ଟଳିଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ତେବେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।

ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା। ସୂଚନାନୁସାରେ, ଅଟାରି ଗାଁରେ ୬ରୁ ୭ ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ପୁରୁଣା ବିଲ୍ଡିଂରେ ଲୁଚି ରହିଛନ୍ତି। ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଗ୍ୟାଙ୍ଗଷ୍ଟରମାନେ ଏହି ଗାଁରେ ଲୁଚି ରହିଛନ୍ତି ବୋଲି ପଞ୍ଜାବ ପୁଲିସ ସୂଚନା ପାଇଥିଲା। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୁଲିସ। ଏହି ସମୟରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା।

सिद्धू मूसेवाला मर्डर के दो शूटर्स को पुलिस ने घेरा

ମିଳିଥିବା ସୂଚନା ମୁତାବକ, ଗ୍ୟାଙ୍ଗଷ୍ଟର ଜଗରୁପ ସିଂହ ରୁପା ଏବଂ ତାଙ୍କ ସହଯୋଗୀ ମନପ୍ରିତ ଓରଫ ମନ୍ନୁ କୁସା ସେଠାରେ ଲୁଚି ରହିଥିଲେ। ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ଫୋର୍ସ ପୂରା ଅଞ୍ଚଳକୁ ସିଲ୍ କରିଥିଲା। ଏହାପରେ ପୁଲିସ ଏବଂ ଉଭୟ ସୁଟରଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଉଭୟ ଗ୍ୟାଙ୍ଗଷ୍ଟର ଶାର୍ପ ଶୁଟର୍‌ ଥିବା ସନ୍ଦେହ କରାଯାଉଛି। ଏହି ଉଭୟ ଅଭିଯୁକ୍ତ ପଞ୍ଜାବର ତରନତାରନର ବାସିନ୍ଦା ବୋଲି କୁହାଯାଉଛି।

ଏହି ଦୁଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗାର ଶାର୍ପ ଶୁଟର୍‌। ମନପ୍ରିତ ହେଉଛି ସେହି ଶୁଟର୍‌ ଯିଏ ପ୍ରଥମେ ମୁସେୱାଲା ଉପରକୁ ଏକେ-୪୭ରେ ଗୁଳିମାଡ କରିଥିଲା। ସୂତ୍ର ଅନୁଯାୟୀ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ମନପ୍ରିତ ହିଁ ପ୍ରଥମେ ମୁସେୱାଲାଙ୍କୁ ଗୁଳିମାଡ କରିବ ବୋଲି ନିର୍ଦ୍ଦେଶ ଦେଇଥିଲା।

ମନପ୍ରିତ ପଞ୍ଜାବ ଜେଲରେ ବନ୍ଦ ଥିବା ବେଳେ ପଟିଆଲା ଗ୍ୟାଙ୍ଗର ସଦସ୍ୟାମାନେ ଜେଲ୍‌ ଭିତରେ ତାକୁ ଜୋତା ଚପଲରେ ମାଡ ମାରିଥିଲା। ଏହି ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଏହି କାରଣରୁ ମନପ୍ରୀତକୁ ଗୋଲ୍ଡି ବ୍ରାର ପଟିଆଲା ଗ୍ୟାଙ୍ଗକୁ ଶିକ୍ଷା ଦେବା ଏବଂ ପ୍ରତିଶୋଧ ନେବାକୁ ପ୍ରଥମ ଗୁଳି ଚଳାଇବାକୁ  ଅନୁରୋଧ କରିଥିଲା। ଏହି ଦୁଇଜଣଙ୍କ ବ୍ୟତୀତ ତୃତୀୟ ଶୁଟର ଦୀପକ ମୁଣ୍ଡି ଏବେବି ଫେରାର ଅଛି।

ଏହାପୂର୍ବରୁ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶାର୍ପ ଶୁଟର୍‌କୁ ଗିରଫ କରିଥିଲା। ଅଙ୍କିତ ସିରସା ନାମକ ଏହି ଶୁଟର୍‌ ମୁସେୱାଲାଙ୍କୁ ଅତି ନିକଟରୁ ଗୁଳି କରିଥିଲା। ଅଙ୍କିତ ସିର୍‌ସାଙ୍କ ପୂର୍ବରୁ ପ୍ରିୟବ୍ରତକୁ ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story