କେସିଆର ଜଣେ ବ୍ୟକ୍ତିଙ୍କୁ ନୁହେଁ ଏକ ଅନୁଷ୍ଠାନକୁ ଅପମାନିତ କରିଛନ୍ତି: ସ୍ମୃତି ଇରାନୀ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ସ୍ୱାଗତ ଜଣାଇବା ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଉପସ୍ଥିତ ନ ଥିବାରୁ ସ୍ମୃତି ଇରାନୀ ଶନିବାର କେସିଆରଙ୍କ ଉପରେ ବର୍ଷିଛନ୍ତି। ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ମୃତି ଇରାନୀ କହିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର) କେବଳ ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିନାହାଁନ୍ତି ବରଂ ଏକ ଅନୁଷ୍ଠାନକୁ ମଧ୍ୟ ଅପମାନିତ […]

Smriti-Irani

Smriti-Irani

Tapas Behera
  • Published: Saturday, 02 July 2022
  • Updated: 02 July 2022, 09:03 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ସ୍ୱାଗତ ଜଣାଇବା ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଉପସ୍ଥିତ ନ ଥିବାରୁ ସ୍ମୃତି ଇରାନୀ ଶନିବାର କେସିଆରଙ୍କ ଉପରେ ବର୍ଷିଛନ୍ତି। ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ମୃତି ଇରାନୀ କହିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର) କେବଳ ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିନାହାଁନ୍ତି ବରଂ ଏକ ଅନୁଷ୍ଠାନକୁ ମଧ୍ୟ ଅପମାନିତ କରିଛନ୍ତି। ସେ ସମ୍ବିଧାନର ଅଖଣ୍ଡତାକୁ ବିପଦରେ ପକାଇଛନ୍ତି।  କେସିଆରଙ୍କ ପାଇଁ ରାଜନୀତି ସର୍କସଭଳି ବୋଲି ସେ କହିଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି ।

ଏହି ଦୁଇ ଦିନ ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ ହିଁ ରହିବେ। କାର୍ଯ୍ୟକାରିଣୀ ବୈଠକ ପରେ ମୋଦି ରବିବାର ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିବେ । ତେବେ ପ୍ରୋଟକଲ ଅନୁସାରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥାନ୍ତି । କିନ୍ତୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏଥର ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ପହଞ୍ଚି ନଥିଲେ। ଗତ ପାଞ୍ଚ ମାସରେ ଏହା ହେଉଛି ତୃତୀୟ ଘଟଣା।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ତେଲେଙ୍ଗାନା ସରାକରରେ ଜଣେ ମାତ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ଏହା ପୂର୍ବରୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ହାଇଦ୍ରାବାଦରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ପାଇଁ କେସିଆର ପୂରା କ୍ୟାବିନେଟ ସହ ବେଗମ ବିମାନ ବନ୍ଦରରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story