କଲେଜରେ ହିଜାବ ବିବାଦ ଥମୁନି, ମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କଲେଜରେ ହିଜାବକୁ ନେଇ ବିବାଦ ଥମିବାର ନା ଧରୁନି। ହିଜାବ ପିନ୍ଧିଥିବାରୁ ମୁସଲିମ ଝିଅମାନଙ୍କୁ ଅଲଗା କ୍ଲାସରେ ବସାଯାଇଥିବା ଅଭିଯୋଗ ଆସିବା ପରେ କର୍ଣ୍ଣାଟକ  ପ୍ରାଥମିକ ତଥା ମାଧ୍ୟମିତ ଶିକ୍ଷାପରିଷଦ ମନ୍ତ୍ରୀ ବିସି ନାଗେଶ ସ୍ପଷ୍ଟରୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀଙ୍କୁ ଅଲଗା ବାସାଯାଇ ନାହିଁ। ବରଂ ହିଜାବ ପିନ୍ଧି କଲେଜ ଆସିବାକୁ ଦାବି କରୁଥିବା ଛାତ୍ରୀମାନେ ବି‌କ୍ଷୋଭ ପ୍ରଦର୍ଶନ ପାଇଁ ଭିନ୍ନ କ୍ଲାସ ରୁମ ବାଛିଛନ୍ତି। ପୂର୍ବରୁ କର୍ଣ୍ଣାଟକର କୋଣ୍ଡାପୁର ସରକାରୀ […]

hijab

hijab

Tapas Behera
  • Published: Monday, 07 February 2022
  • Updated: 07 February 2022, 04:36 PM IST

Sports

Latest News

ନୂଆଦିଲ୍ଲୀ: କଲେଜରେ ହିଜାବକୁ ନେଇ ବିବାଦ ଥମିବାର ନା ଧରୁନି। ହିଜାବ ପିନ୍ଧିଥିବାରୁ ମୁସଲିମ ଝିଅମାନଙ୍କୁ ଅଲଗା କ୍ଲାସରେ ବସାଯାଇଥିବା ଅଭିଯୋଗ ଆସିବା ପରେ କର୍ଣ୍ଣାଟକ  ପ୍ରାଥମିକ ତଥା ମାଧ୍ୟମିତ ଶିକ୍ଷାପରିଷଦ ମନ୍ତ୍ରୀ ବିସି ନାଗେଶ ସ୍ପଷ୍ଟରୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀଙ୍କୁ ଅଲଗା ବାସାଯାଇ ନାହିଁ। ବରଂ ହିଜାବ ପିନ୍ଧି କଲେଜ ଆସିବାକୁ ଦାବି କରୁଥିବା ଛାତ୍ରୀମାନେ ବି‌କ୍ଷୋଭ ପ୍ରଦର୍ଶନ ପାଇଁ ଭିନ୍ନ କ୍ଲାସ ରୁମ ବାଛିଛନ୍ତି।

ପୂର୍ବରୁ କର୍ଣ୍ଣାଟକର କୋଣ୍ଡାପୁର ସରକାରୀ କଲେଜରେ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କ ପାଇଁ ଜଲେଜ କର୍ତ୍ତୃପକ୍ଷ ଭିନ୍ନ ରୁମ ଆଲର୍ଟ କରିଥିବା ଅଭିଯୋଗ ହୋଇଥିଳା । ତେବେ ଏବାବଦରେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଯେଉଁ ଛାତ୍ରୀମାନେ କ୍ୟାମ୍ପସ ବାହାରେ ବିକ୍ଷୋଭ କରୁଥିଲେ ସେମାନଙ୍କୁ କଲେଜ ଭିତରକୁ ଅନୁମତି ଦିଆଯାଇଛି। ସେହିପରି ଛାତ୍ରୀମାନଙ୍କୁ ଉଚିତ ୟୁନିଫର୍ମ ପିନ୍ଧିବାକୁ କୁହାଯାଇ ଥିଲା ।  କିନ୍ତୁ ସେମାନେ ଆନ୍ଦୋଳ ପାଇଁ ମନସ୍ତ କରି ଭିନ୍ନ ରୁମକୁ ବାଛିଥିଲେ। କର୍ଣ୍ଣାଟକର ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସ୍କୁଲ ଭିତରେ ହିଜାବ କିମ୍ବା ସ୍କାର୍ବ ପକାଇ ଆସିବା ଅନୁଚିତ। ସ୍କୁଲକୁ ସବୁ ଧର୍ମର ପିଲା ଅଧ୍ୟୟନ କରିବାକୁ ଆସିପାରିବେ। ଏଠାରେ ଯେମିତି କେହି ଭିନ୍ନ ନୁହନ୍ତି ଏହି ଭାବନା ହିଁ ସଭିଙ୍କ ମନରେ ଜାଗ୍ରତ କରେ। ସବୁ ପିଲା ଭାରତ ମାତାର ସନ୍ତାନ ବୋଲି ସେ କହିଛନ୍ତି । କିନ୍ତୁ ଧାର୍ମିକ ଗୋଷ୍ଟୀମାନଙ୍କ  ଭାବନା ଭିନ୍ନ।

କଲେଜର ହିଜାବ ପିନ୍ଧି କ୍ଲାସ ରୁମକୁ  ଆସିବାକୁ ଅନୁମତି ମିଳୁ ନଥିବାରୁ ମୁସଲିମ ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ହିନ୍ଦୁ ଗୋଷ୍ଠୀର ଛାତ୍ରଛାତ୍ରୀମାନେ ଏକାଠି ହୋଇ  ସେମାନେ ଗେରୁଆ ରଙ୍ଗର ସ୍କାର୍ପ ପକାଇ କଲେଜ ଆସିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story