୧୦ କୋଟି ନେଇଛନ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌: ମହାଠକ ସୁକେଶ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବଢ଼ୁୂଛି ଅଡୁଆ। ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ଆଉ ଅଭିଯୋଗ କରିଛିି ୨୦୦ କୋଟି ଟଙ୍କାର ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର। ସୁରକ୍ଷା ଯୋଗାଇ ଦେବାକୁ ସତ୍ୟେନ୍ଦ୍ରଙ୍କୁ ସେ କୁଆଡେ ୧୦ କୋଟି ଟଙ୍କା ଦେଇଥିବା ଦାବି କରିଛିି। ଏନେଇ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛି ସୁକେଶ। ଏଥିସହ ଏହି ମାମଲାର ତଦନ୍ତ କରିବା ପାଇଁ […]

sukesh-chandrasekhar- and satyendar-jain

Madhupriya Mistry
  • Published: Tuesday, 01 November 2022
  • Updated: 01 November 2022, 01:24 PM IST

Sports

Latest News

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବଢ଼ୁୂଛି ଅଡୁଆ। ତାଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ଆଉ ଅଭିଯୋଗ କରିଛିି ୨୦୦ କୋଟି ଟଙ୍କାର ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର। ସୁରକ୍ଷା ଯୋଗାଇ ଦେବାକୁ ସତ୍ୟେନ୍ଦ୍ରଙ୍କୁ ସେ କୁଆଡେ ୧୦ କୋଟି ଟଙ୍କା ଦେଇଥିବା ଦାବି କରିଛିି। ଏନେଇ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛି ସୁକେଶ। ଏଥିସହ ଏହି ମାମଲାର ତଦନ୍ତ କରିବା ପାଇଁ ମଧ୍ୟ ଚିଠିରେ ଏଲ୍‌ଜିଙ୍କୁ ସୁକେଶ ନିବେଦନ କରିଛି।

ସୁକେଶ ଚିଠିରେ ଉଲ୍ଲେଖ କରିଛି ଯେ, ମୁଁ ଏହି ଆପ୍ ନେତାଙ୍କୁ ୨୦୧୫ରୁ ଜାଣିଛି। ସତ୍ୟେନ୍ଦ୍ର ଜୈନ ବାରମ୍ବାର ମୋ ଠାରୁ ଟଙ୍କା ଦାବି କରୁଥିଲେ। ବିଭିନ୍ନ ପ୍ରକାର ଚାପ ପକାଇ ମୋ ଠାରୁ ୧୦ କୋଟି ଟଙ୍କା ଆଦାୟ କରିଛନ୍ତି। କୋଲକାତାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ମୋ ଠାରୁ ଟଙ୍କା ନେଇଛନ୍ତି।

Conman Sukesh's EXPLOSIVE letter to Delhi L-G: 'Was forced to pay Rs 10 crore to minister Satyendra Jain' | India News – India TV

ସେ ଆହୁରି ଲେଖିଛି ଯେ ‘୨୦୧୭ ମସିହାରେ ମୁଁ ଗିରଫ ହୋଇ ତିହାର ଜେଲରେ ଥିଲି। ସେହି ସମୟରେ ମୁଁ ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକାଧିକ ବାର ସାକ୍ଷାତ୍ କରିଛି। ୨୦୧୯ ମସିହାରେ ସେ ପୁଣି ଥରେ ମୋତେ ସାକ୍ଷ‌ାତ୍ କରିଥିଲେ। ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ ୨ କୋଟି ଟଙ୍କା ମାଗିଥିଲେ। ସୁକେଶ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠାଇଥିବା ଚିଠିରେ ଏସବୁ କଥା ଉଲ୍ଲେଖ କରିଛି।

ସତ୍ୟେନ୍ଦ୍ର ଜୈନ ଗତ ୭ ମାସ ହେଲା ତିହାର ଜେଲ୍‌ରେ ବନ୍ଦୀ ଅଛନ୍ତି। ସେ ଜେଲ୍ ଡିଜି ସନ୍ଦୀପ ଗୋଏଲ୍ ଓ ଜେଲ୍ ପ୍ରଶାସନଙ୍କ ଦ୍ୱାରା ସୁକେଶଙ୍କୁ ଧମକାଇ ଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ହାଇକୋର୍ଟରେ ଆବେଦନ ହୋଇଥିବା ମାମଲାକୁ ପ୍ରତ୍ୟାହା କରିବା ପାଇଁ ଚାପ ପକାଯାଉଥିବା ମହାଠକ ସୁକେଶ ଦାବି କରିଛି। ଏଥିସହ ଆପ୍ ଦଳ ତାକୁ ରାଜ୍ୟସଭା ପଠାଇକୁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଅଭିଯୋଗ ଆଣିଛି ସୁକେଶ।

ସେପଟେ ସୁକେଶ ଚନ୍ଦ୍ରଶେଖରର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲା। ବିଜେପି ମୋର୍ବି ଦୁର୍ଘଟଣାରୁ ଧ୍ୟାନ ହଟାଇବା ପାଇଁ ସୁକେଶ ଚନ୍ଦ୍ରଶେଖରକୁ ହତିଆର କରୁଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀ ମଣ୍ଡୋଲି ଜେଲ୍‌ରେ ଅଛି। ପୂର୍ବରୁ ସେ ତିହାର ଜେଲ୍‌ରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story