ହତ୍ୟା ଧମକ ଦେଉଛନ୍ତି ଆପ୍ ମନ୍ତ୍ରୀ, ଦିଲ୍ଲୀ ଏଲ୍‌ଜିଙ୍କୁ ସୁକେଶର ଚିଠି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମନ୍ତ୍ରୀ ବାରମ୍ବାର ମୋତେ ମେତେ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏଭଳି କିଛି ଅଭିଯୋଗ ଆଣି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ତୃତୀୟ ଥର ପାଇଁ ଚିଠି ଲେଖିଛି। ଏହି ଚିଠିରେ ସୁକେଶ କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ […]

Sukesh and satyandra

Sukesh and satyandra

Madhupriya Mistry
  • Published: Monday, 07 November 2022
  • Updated: 07 November 2022, 11:05 AM IST

Sports

Latest News

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମନ୍ତ୍ରୀ ବାରମ୍ବାର ମୋତେ ମେତେ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏଭଳି କିଛି ଅଭିଯୋଗ ଆଣି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ତୃତୀୟ ଥର ପାଇଁ ଚିଠି ଲେଖିଛି। ଏହି ଚିଠିରେ ସୁକେଶ କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ ଓ ଜେଲ ଡିଜି ସନ୍ଦୀପ ଗୋୟଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି। ତାକୁ ବାରମ୍ବାର ଧମକ ଦିଆଯାଉଛି, ତେଣୁ ତା’ ଜୀବନ ଉପରେ ବିପଦ ଅଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛି। ୩ ପୃଷ୍ଠା ବିଶିଷ୍ଟ ଚିଠିରେ ସୁକେଶ ନିଜ ସୁରକ୍ଷାକୁ ନେଇ ଅପିଲ କରିଛି। ଏଥିସହ ପୂରା ମାମଲାର ତଦନ୍ତ ସିବିଆଇ କରୁ ବୋଲି ସେ ଦାବି କରିଛି।

ଏହା ପୂର୍ବରୁ ଏଲଜିଙ୍କୁ ଚିଠି ଲେଖିଥିଲା ସୁକେଶ। ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିବା ଛଳରେ ସୁକେଶ କହିଥିଲା, ଯଦି ତାଙ୍କୁ ମହାଠକ ବୋଲି କୁହାଯାଉଛି ତା ହେଲେ ରାଜ୍ୟସଭା ଟିକେଟ୍ ଦେବାକୁ କହି ୫୦ କୋଟି ଟଙ୍କା ମାଗୁଥିଲେ କାହିଁକି? କେବଳ ମୋତେ ନୁହଁନ୍ତି ଅନ୍ୟ କିଛି ବ୍ୟବସାୟୀଙ୍କୁ ମଧ୍ୟ ୫୦୦ କୋଟି ଟଙ୍କା ଯୋଗାଡ କରିବାକୁ କହିଥିଲେ କେଜ୍ରିୱାଲ। ଏହା ବଦଳରେ ତାଙ୍କୁ କର୍ଣ୍ଣାଟକର ବଡ ପଦ ଅଫର କରାଯାଇଥିଲା ବୋଲି ଅଭିଯୋଗ କରିଥିଲା। ଯେତେ ଧମକ ଦେଲେ ବି ସେ ଡରିବାର ଲୋକ ନୁହଁନ୍ତି। ବରଂ ସେ ଉପରାଜ୍ୟପାଳଙ୍କୁ ଯାହା ବି ଚିଠିରେ ତଥ୍ୟ ଦେଇଛି ତାହା ସମ୍ପୂର୍ଣ୍ଣ ସତ୍ୟ । ଏହା ଉପରେ ସିବିଆଇ ଯାଞ୍ଚ କରିବାକୁ ସୁକେଶ ଦାବି କରିଛି।

ଏହାପୂର୍ବରୁ ମଧ୍ୟ ସୁକେଶ ଦିଲ୍ଲୀ ଏଲ୍‌ଜିଙ୍କ ନିକଟକୁ ଚିଠି ଲେଖି ସତ୍ୟେନ୍ଦ୍ର ଜୈନଙ୍କୁ ସେ କୁଆଡେ ୧୦ କୋଟି ଟଙ୍କା ଦେଇଥିବା ଅଭିଯୋଗ କରିଥିଲା। ଜେଲ୍ ଭିତରେ ତାକୁ ସୁରକ୍ଷା ଯୋଗାଇ ଦେବାକୁ ସତ୍ୟେନ୍ଦ୍ର ଜୈନ୍ ଏହି ଟଙ୍କା ନେଇଥିବା ସେ କହିଥିଲା। ସତ୍ୟେନ୍ଦ୍ର ଜୈନ ତାକୁ ବାରମ୍ବାର ଟଙ୍କା ମାଗିଥିବା ମଧ୍ୟ କହିଥିଲା ସୁକେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story