ଗୁଜରାଟ ଦଙ୍ଗା :୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ତିସ୍ତା ଶୀତଲୱାର୍ଡ଼

ଅହମ୍ମଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ଶୀତଲୱାର୍ଡ଼ ଏବଂ ଗୁଜରାଟର ପୂର୍ବତନ ଡିଜି ଆରବି ଶ୍ରୀକୁମାରଙ୍କୁ  ସ୍ଥାନୀୟ ଏକ ଅଦାଲତ  ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  ଉଭୟଙ୍କୁ ମେଟ୍ରୋ ପଲିଟିଆନ ମାଜିଷ୍ଟ୍ରେଟ  ଏସପି ପଟେଲଙ୍କ ନିକଟରେ ହାଜର କରାଯାଇଥିଲା। ୨୦୦୨ ଦଙ୍ଗା ମାମଲାରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରିବା ଅଭିଯୋଗରେ ଗୁଜରାଟ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ତେବେ ଉଭୟଙ୍କ ଜାମିନ ଆବେଦନ ଖାରଜ ହେବା […]

tista

tista

Tapas Behera
  • Published: Saturday, 02 July 2022
  • Updated: 02 July 2022, 05:57 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ଶୀତଲୱାର୍ଡ଼ ଏବଂ ଗୁଜରାଟର ପୂର୍ବତନ ଡିଜି ଆରବି ଶ୍ରୀକୁମାରଙ୍କୁ  ସ୍ଥାନୀୟ ଏକ ଅଦାଲତ  ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  ଉଭୟଙ୍କୁ ମେଟ୍ରୋ ପଲିଟିଆନ ମାଜିଷ୍ଟ୍ରେଟ  ଏସପି ପଟେଲଙ୍କ ନିକଟରେ ହାଜର କରାଯାଇଥିଲା। ୨୦୦୨ ଦଙ୍ଗା ମାମଲାରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରିବା ଅଭିଯୋଗରେ ଗୁଜରାଟ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ତେବେ ଉଭୟଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।  ଉଭୟଙ୍କ ବିରୋଧରେ ଏତଲା ଆଧାରରେ ଗତ ଶନିବାର  ଅହମ୍ମଦାବାଦ ପୁଲିସ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ତେବେ ଉଭୟଙ୍କ ରିମାଣ୍ଡ ନେଇ ପୁଲିସ ଆବେଦନ କରିନଥିଲା। ଗୁଜରାଟ ଦଙ୍ଗା ମାମଲାରେ ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀକୁମାରଙ୍କ ବିରୋଧରେ ଫୌଜଦାରୀ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଆଇପିସିର ଅନ୍ୟାନ୍ୟ ଦଫା ଲଗାଇଛି ପୁଲିସ। ଗୁଜରାଟ ଏଟିଏଏସ୍‌ର ଏକ ଟିମ ଗତ ଶନିବାର ମୁମ୍ବାଇର ଜୁହୁ ପହଞ୍ଚି ତିସ୍ତା ଶୀତଲୱାର୍ଡ଼ ଙ୍କୁ ଗିରଫ କରିଥିଳା। ଶୀତଲୱାର୍ଡ଼ ଏବଂ ଶ୍ରୀ କୁମାର ଏହି ଅଭିଯୁକ୍ତ ଜାକିଆ ଜାଫରିଙ୍କ ମାଧ୍ୟମରେ କୋର୍ଟରେ ବିଭିନ୍ନ ଆବେଦନ ଦାଖଲ କରି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖିବା ସହ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମିଥ୍ୟା ସୂଚନା ଦେଇଥିବା ଏଟିଏସ୍‌ କହିଛି।

ସୂଚନାଯୋଗ୍ୟ ଯେ ସୁପ୍ରିମ୍‌ କୋର୍ଟ ଗୁଜରାଟ ଦଙ୍ଗା ଉପରେ ଏସ୍‌ଆଇଟିର ରିପୋର୍ଟ ବିରୋଧରେ ଦାଖଲ ପିଟିସନ ଖାରଜ କରିଥିଲେ। ଏହି ଆବେଦନ ନିହତ ସାଂଦଙ୍କ ପତ୍ନୀ ଜାକିଆ ଜାଫ୍‌ରିଙ୍କ ଦ୍ୱାରା କରାଯାଇଥିଲା। ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ତିସ୍ତା ଶୀତଲୱାଡଙ୍କ ସଂପର୍କରେ ଅଧିକ ଖୋଳତାଡ଼ ହେବା ଜରୁରୀ। ଜାଫ୍‌ରିଙ୍କୁ ବ୍ୟବହାର କରି ତିସ୍ତା ନିଜ ସ୍ୱାର୍ଥ ହାସଲ ପାଇଁ ଷଡ଼ଯନ୍ତ୍ର କରୁଥିବା ଖଣ୍ଡପୀଠ ଅନୁଭବ କରୁଥିବା କହିଥିଲେ। ଏହା ପରେ  ଶନିବାର ଏଟିଏସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଶନିବାର ସକାଳେ ଅମିତ ଶାହ ଏଏନ୍‌ଆଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ ତିସ୍ତାଙ୍କ ନାମ ସୁପ୍ରିମ୍‌କୋର୍ଟ ରାୟରେ ଉଲ୍ଲେଖ ଅଛି। ଗୁଜରାଟ ଦଙ୍ଗା ନେଇ ପୁଲିସକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ ବୋଲି ଶାହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story