ବିବାହ ପୂର୍ବରୁ କେଉଁ କମ୍ପାନୀରେ କାମ କରୁଥିଲେ ତେଜସ୍ୱୀଙ୍କ ପତ୍ନୀ

ପାଟନା: ଚର୍ଚ୍ଚାରେ ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ।  ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ତେଜସ୍ୱୀ ଯାଦବଙ୍କ ପ୍ରେମକାହାଣୀ ସମ୍ପର୍କରେ ଖୁଲାସା କରିବା ପରେ ଲାଇଫପାର୍ଟନରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।  ତେଜସ୍ୱୀ ଯାହାଙ୍କୁ ଭଲ ପାଉଥିଲେ, ତାଙ୍କୁ କେମିତି ବାହା ହେଲେ, କ’ଣ ଥିଲା ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିକ୍ରିୟା ତାହା ସେ ଏକ ସାକ୍ଷତକାରରେ କହିଛନ୍ତି । ଗତବର୍ଷ ବିବାହ କରିଥିବା ତେଜସ୍ୱୀ କହିଛନ୍ତି- ଯାହାଙ୍କୁ ବିବାହ କରିଛି […]

tejasi

tejasi

Tapas Behera
  • Published: Friday, 12 August 2022
  • Updated: 12 August 2022, 08:49 PM IST

Sports

Latest News

ପାଟନା: ଚର୍ଚ୍ଚାରେ ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ।  ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ତେଜସ୍ୱୀ ଯାଦବଙ୍କ ପ୍ରେମକାହାଣୀ ସମ୍ପର୍କରେ ଖୁଲାସା କରିବା ପରେ ଲାଇଫପାର୍ଟନରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।  ତେଜସ୍ୱୀ ଯାହାଙ୍କୁ ଭଲ ପାଉଥିଲେ, ତାଙ୍କୁ କେମିତି ବାହା ହେଲେ, କ’ଣ ଥିଲା ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିକ୍ରିୟା ତାହା ସେ ଏକ ସାକ୍ଷତକାରରେ କହିଛନ୍ତି । ଗତବର୍ଷ ବିବାହ କରିଥିବା ତେଜସ୍ୱୀ କହିଛନ୍ତି- ଯାହାଙ୍କୁ ବିବାହ କରିଛି ସେ ଖ୍ରୀଷ୍ଟିଆନ୍‌ । ତେବେ ତେଜସ୍ୱୀଙ୍କ ପତ୍ନୀ  ରଚେଲ ଗୋଡିନହୋଙ୍କ ବିଷୟରେ ମଧ୍ୟ ଆଉ କିଛି ରୋଚକ ତଥ୍ୟ ଆସିଛି। ତେଜସ୍ୱୀଙ୍କ ପତ୍ନୀ ରଚେଲ ଗୋଡିନହୋଙ୍କ ଘର ହେଉଛି ହରିୟାଣାର ରିୱାଡ଼ି ଅଞ୍ଚଳର। ରଚେଲ ତାଙ୍କ ପରିବାର ସହ ଦିଲ୍ଲୀରେ ରୁହନ୍ତି। ଉଭୟ ରଚେଲ ଏବଂ ତେଜସ୍ୱୀ ଦିଲ୍ଲୀରେ ଗୋଟିଏ ସ୍କୁଲରେ ପଢ଼ୁଥିଲେ।

୩୦ ବର୍ଷୀୟ ରଚେଲଙ୍କ ବାପା ଦିଲ୍ଲୀର ଜଣେ ଅବସରପ୍ରାପ୍ତ ସ୍କୁଲର ପ୍ରିନ୍ସପାଲ। ବିବାହ ପୂର୍ବରୁ ରଚେଲ ଦିଲ୍ଲୀର ସିଭିଲ ଆଭିଏସନ ଇଣ୍ଡଷ୍ଟ୍ରିର ଜଣେ କ୍ୟୁ ମେମ୍ବର ଭାବେ କାର୍ଯ୍ୟ କରିଛନ୍ତି। ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ରଚେଲଙ୍କୁ ଗତ ଡିସେମ୍ବର ମାସରେ ବିବାହ କରିଥିଲେ। ବିବାହ ପୂର୍ବରୁ ରଚେଲଙ୍କ ସାମାଜିକ ପ୍ରତିଷ୍ଟା ଏତେ ଉଚ୍ଚ ନଥିଲା।  ତାଙ୍କ ସ୍ୱାମୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ କେବଳ ଗୋଟିଏ ବାକ୍ୟ କହିଥିଲେ। ତାହା ହେଉଛି ‘ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।’

ବିବାହ ପରେ ରଚେଲ ଗୋଡିନହୋରୁ ରାଜଶ୍ରୀ ନାମକୁ ପରିବର୍ତ୍ତନ କରିଥିଲେ। ଗତ ବର୍ଷ ନୂଆଦିଲ୍ଲୀରେ ହୋଇଥିବା ବିବାହ ଉତ୍ସବରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅତିଥିଭାବେ ଉପସ୍ଥିତ ଥିଲେ। ଏହି ବିବାହରେ ପ୍ରାୟ ୫୦ ଜଣ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ। ତେଜସ୍ୱୀ ୯ ଭାଇଭଉଣୀଙ୍କ ମଧ୍ୟରୁ ସାନ। ତାଙ୍କର ସାତ ଭଉଣୀ ଏବଂ ବଡ ଭାଇ ତେଜ ପ୍ରତାପ ଅଛନ୍ତି। ଗତକାଲି ତେଜସ୍ୱୀ କହିଥିଲେ ଯେ, ଆମେ ପ୍ରଥମେ ପ୍ରେମରେ ପଡ଼ିଥିଲୁ। ଦୁହିଁଙ୍କୁ ଡେଟିଂ କରିଥିଲୁ। ଯେତେବେଳେ ବିବାହ କଥା ଉଠିଲା, ମୁଁ ଘରେ ପ୍ରସ୍ତାବ ରଖିଥିଲି। ମୋ ବାପାଙ୍କୁ କହିଥିଲି, ମୁଁ ଯାହାକୁ ଭଲ ପାଉଛି ସେ ଜଣେ ଖ୍ରୀଷ୍ଟିଆନ। ମୋ ବାପା କହିଥିଲେ କିଛି ଅସୁବିଧା ନାହିଁ। ଏହା ସହିତ ସେ ଆମ ବାହାଘର ପାଇଁ ରାଜି ଥିବା କହିଥିଲେ। ସାକ୍ଷାତକାରରେ ଜେତସ୍ୱୀ କହିଥିବା କଥାକୁ ନେଇ ଏବେ ବିହାରରେ ବେଶ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story