ଶ୍ରୀନଗର: ଜମ୍ମୁ କଶ୍ମୀରରେ କେତେକ ସ୍ଥାନରେ ହିନ୍ଦୁ ମନ୍ଦିର ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତମାନେ ଜମ୍ମୁ-କାଶ୍ମୀର ଦୋଦା ଜିଲ୍ଲାରେ ଥିବା ହିନ୍ଦୁ ମନ୍ଦିର ଭାଙ୍ଗିଦେଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାସୁକୀ ନାଗ ମନ୍ଦିର ଭଙ୍ଗାଯାଇଥିବା ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୧୭,୪୦୦ ଫୁଟ୍ ଉଚ୍ଚ କୈଳାଶ କୁଣ୍ଡରେ ଏହି ମନ୍ଦିର ଥିଲା। ମନ୍ଦିର ଭାଙ୍ଗିବା ପରେ ଘଟଣା ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ପୂର୍ବତନ ଡୋଗ୍ରା ମହାରାଜା ହରିସଂହଙ୍କ ନାତି ବିକ୍ରମାଦିତ୍ୟ ସିଂହ କହିଛନ୍ତି ସ୍ଥାନୀୟ ଦୁର୍ବୃତ୍ତ ଦ୍ୱାରା ଭାଦେରୱାହା କୌଳାଶକୁଣ୍ଡରେ ଥିବା ବାସୁକୀ ନାଗ ମନ୍ଦିର ଭଙ୍ଗାଯାଇଛି। ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଦୋଦା ଡିସି ଓ ଏସ୍ଏସ୍ପିଙ୍କ ସହ ସେ କଥା ହୋଇଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବରକୁ ସେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପତ୍ନୀଙ୍କ ସହ ଦୁଷ୍କର୍ମ କଲା ସାଙ୍ଗ, ହାତୁଡ଼ିରେ ମୁଣ୍ଡକୁ ଛେଚିଦେଲା ସ୍ୱାମୀ
ସାଙ୍ଗ ସାଜିଲେ ସଇତାନ । ବନ୍ଧୁ ପତ୍ନୀଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି। ବନ୍ଧୁଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀଙ୍କ ସହ କଲେ ଦୁଷ୍କର୍ମ ।
National
ଇସ୍ରୋ ପାଇଲା ନୂଆ ଅଧ୍ୟକ୍ଷ, ଦାୟିତ୍ୱ ନେଲେ ଭି ନାରାୟଣନ
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍ ।
National
ଆଜି ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ, ଦୁଇଗୁଣ ହେବ ଶ୍ରଦ୍ଧାଳୁଙ୍କ ସଂଖ୍ୟା
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି।
National
୪ ଛୁଆ ଜନ୍ମ କରିବାକୁ ବ୍ରାହ୍ମଣ ଦମ୍ପତିଙ୍କୁ ଅଫର!
ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ଦମ୍ପତିଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ। ମଧ୍ୟପ୍ରଦେଶରେ ବ୍ରାହ୍ମଣ ସମାଜ ସଂଗଠନ 'ପର୍ଶୁରାମ କଲ୍ୟାଣ ବୋର୍ଡ' ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବୋର୍ଡ।
National
୧୫ ତାରିଖରେ ହେବାକୁ ଥିବା UGC-NET ପରୀକ୍ଷା ସ୍ଥଗିତ
ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।