ଘାଟିରେ ପୁଣି ଟାର୍ଗେଟ୍ କିଲିଂ, ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ଘାଟିରେ ପୁଣି ଟାର୍ଗେଟ୍ କିଲିଂ। ଜମ୍ମୁକଶ୍ମୀରରେ ଥମିବାର ନାଁ ନେଉନାହିଁ ପ୍ରବାସୀଙ୍କ ଉପରେ ହେଉଥିବା ଆତଙ୍କୀ ହମ୍‌ଲା। ଅନନ୍ତନାଗରେ ପୁଣି ଥରେ ଆତଙ୍କବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ କରିଛନ୍ତି। ଏହି ଟାର୍ଗେଟ୍ କିଲିଂରେ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜମ୍ମୁକଶ୍ମୀର ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛି। ସୂଚନା ମୁତାବକ, ଏହି ଦୁଇ ଶ୍ରମିକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଜଣେ ଗୋରଖପୁରର ଛୋଟା […]

Terrorist Attack

Terrorist Attack

Madhupriya Mistry
  • Published: Sunday, 13 November 2022
  • Updated: 13 November 2022, 09:11 AM IST

Sports

Latest News

ଶ୍ରୀନଗର: ଘାଟିରେ ପୁଣି ଟାର୍ଗେଟ୍ କିଲିଂ। ଜମ୍ମୁକଶ୍ମୀରରେ ଥମିବାର ନାଁ ନେଉନାହିଁ ପ୍ରବାସୀଙ୍କ ଉପରେ ହେଉଥିବା ଆତଙ୍କୀ ହମ୍‌ଲା। ଅନନ୍ତନାଗରେ ପୁଣି ଥରେ ଆତଙ୍କବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ କରିଛନ୍ତି। ଏହି ଟାର୍ଗେଟ୍ କିଲିଂରେ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜମ୍ମୁକଶ୍ମୀର ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛି।

ସୂଚନା ମୁତାବକ, ଏହି ଦୁଇ ଶ୍ରମିକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଜଣେ ଗୋରଖପୁରର ଛୋଟା ପ୍ରସାଦ ଆଉ ଜଣେ କୁଶିନଗରର ଗୋବିନ୍ଦ ବୋଲି ପରିଚୟ ମିଳିଛି। ଶନିବାର ଦିନ ଅନନ୍ତନାଗର ରାଖ-ମୋମିନ ଅଞ୍ଚଳରେ ଆତଙ୍କବାଦୀମାନେ ଅଣକଶ୍ମୀର ଶ୍ରମିକଙ୍କ ଉପରକୁ ଗୁଳିମାଡ କରିଥିଲେ। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ପୂରା ଅଞ୍ଚଳକୁ ସିଲ୍ କରାଯାଇଥିବା ପୁଲିସ କହିଛି।

https://twitter.com/KashmirPolice/status/1582134942762676224?s=20&t=K1sxDNOpHs7ynsN22IycEw

ଏହାପୂର୍ବରୁ ନଭେମ୍ବର ୩ ତାରିଖରେ ଏକ ଘରୋଇ ସ୍କୁଲରେ କାମ କରୁଥିବା ଶ୍ରମିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ଆତଙ୍କୀଙ୍କ ଗୁଳିମାଡରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଆଉ ଜଣେ ନେପାଳର ବାସିନ୍ଦା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story