ଆତଙ୍କବାଦୀ ହମଲା ପଛରେ କିଏ?‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାଘତ ବାର୍ଜୁଲା ଅଞ୍ଚଳର  ବିଚ୍‌ ରାସ୍ତାରେ ପୁଲିସ କର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ ହୋଇଛି। ଏକେ-୪୭ ବନ୍ଧୁକ ଧରି ପୁଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଛି ଆତଙ୍କବାଦୀ। ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ସହୀଦ ହୋଇଛନ୍ତି। ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।  ତେବେ ଏହି ଆତଙ୍କବାଦୀ ହମ୍‌ଲା ପଛରେ ରହିଛି ଆତଙ୍କବାଦୀ ସଙ୍ଗଠନ ଟିଆର୍‌ଏଫ୍‌ର ହାତ। ଲସ୍କର-ଇ-ତୋଇବାର ଶାଖା ଟିଆର୍‌ଏଫ୍ ଏହି ଆତଙ୍କବାଦୀ ଆକ୍ରମଣ […]

terrorist attack at jammu

terrorist attack at jammu

Madhupriya Mistry
  • Published: Friday, 19 February 2021
  • Updated: 19 February 2021, 05:17 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାଘତ ବାର୍ଜୁଲା ଅଞ୍ଚଳର  ବିଚ୍‌ ରାସ୍ତାରେ ପୁଲିସ କର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ ହୋଇଛି। ଏକେ-୪୭ ବନ୍ଧୁକ ଧରି ପୁଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଛି ଆତଙ୍କବାଦୀ। ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ସହୀଦ ହୋଇଛନ୍ତି। ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।  ତେବେ ଏହି ଆତଙ୍କବାଦୀ ହମ୍‌ଲା ପଛରେ ରହିଛି ଆତଙ୍କବାଦୀ ସଙ୍ଗଠନ ଟିଆର୍‌ଏଫ୍‌ର ହାତ। ଲସ୍କର-ଇ-ତୋଇବାର ଶାଖା ଟିଆର୍‌ଏଫ୍ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

କେବଳ ସେତିକି ନୁହେଁ ଟେଲିଗ୍ରାମର ଏକ ପୋଷ୍ଟରେ ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ ଧମକ ମଧ୍ୟ ଦେଇଛି। ଆଗକୁ ନୂଆ ତରିକାରେ ଏହାଠାରୁ ମଧ୍ୟ ବଡ ଧରଣର ଆକ୍ରମଣ ହେବ ବୋଲି ସେ ଧମକ ଦେଇଛି।

ଏହି ଆତଙ୍କୀ ହମଲାରେ ସହୀଦ ହୋଇଥିବା ଦୁଇ ପୁଲିସ କର୍ମୀ ହେଲେ ମହମ୍ମଦ ୟୁସୁଫ ଏବଂ ସୁହେଲ ଅହମଦ। ଉଭୟ ଜମ୍ମୁ-କାଶ୍ମୀର ପୋଲିସର କର୍ମଚାରୀ ଅଟନ୍ତି । ସେପଟେ ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

୨୪ ସଦସ୍ୟ ବିଶିଷ୍ଟ ରାଜନୈତିକ ପ୍ରତିନିଧିମଣ୍ଡଳ ଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳର ଦୁଇ ଦିନିଆ ଗସ୍ତ ପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି।  ଏହାପୂର୍ବରୁ ଆଜି ସକାଳେ ସୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story