ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ଶୁଣାଣି ହୋଇଥିଲା । ତେବେ ତାଙ୍କ ଜାମିନକୁ କୋର୍ଟ ଖାରଜ କରିଦେଇଛନ୍ତି। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ଜାମିନ ଦେବା ଉଚିତ ହେବନି। ଅଯୋଗରୁ ଗୁରତ୍ୱ ହିଁ ଜଣେ ମହିଳାଙ୍କ ସ୍ୱାଭିମାନକୁ କେତେ ଆଘାତ ଦେଇଛନ୍ତି ତାହା ଜଣାପଡ଼ୁଛି। ଜାମିନ ଖାରଜ […]

ui1

ui1

Tapas Behera
  • Published: Wednesday, 11 January 2023
  • Updated: 11 January 2023, 08:55 PM IST

Sports

Latest News

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ଶୁଣାଣି ହୋଇଥିଲା । ତେବେ ତାଙ୍କ ଜାମିନକୁ କୋର୍ଟ ଖାରଜ କରିଦେଇଛନ୍ତି। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ଜାମିନ ଦେବା ଉଚିତ ହେବନି। ଅଯୋଗରୁ ଗୁରତ୍ୱ ହିଁ ଜଣେ ମହିଳାଙ୍କ ସ୍ୱାଭିମାନକୁ କେତେ ଆଘାତ ଦେଇଛନ୍ତି ତାହା ଜଣାପଡ଼ୁଛି। ଜାମିନ ଖାରଜ କରି କୋର୍ଟ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁ୍‌ଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ର ମଦ୍ୟପାନ କରି ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ କ୍ରମେ ଆଇପିସିର ଧାରା ୩୫୪, ୨୯୪, ୫୦୯, ୫୧୦ ଅନୁଯାୟୀ ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଥିସହ ଶଙ୍କରଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ  ତାଙ୍କୁ ଗିରଫ କରିବା ପାଇଁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଯାଇଥିଲା।

ଅନ୍ୟପଟେ ଶଙ୍କର କାର୍ଯ୍ୟରତ ଥିବା ଓ୍ବେଲ୍ସ ଫାର୍ଗୋ କମ୍ପାନୀରୁ ବହିଷ୍କାର କରାଯାଇଛି। ଏହି ଘଟଣାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ ପ୍ରଥମେ ତାଙ୍କ ଉପରେ ୩୦ ଦିନର ବ୍ୟାନ୍‌ ଲଗାଯାଇଥିଲା। ଏଥିସହ ଦିଲ୍ଲୀର ପାଲମ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଥିଲା। ଘଟଣା ତୁମ୍ବିତୋଫାନକୁ ଦେଖି ଶଙ୍କର ଫେରାର ହୋଇଯାଇଥିଲେ। ଶଙ୍କର ବେଙ୍ଗାଲୁରୁରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସର ଏକ ଦଳ ସେଠାରେ ପହଞ୍ଚି  ତାଙ୍କୁ  ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story