୧୧ ଜଣ ଗ୍ୟାଙ୍ଗ ରେପ୍‌ କରି ଆଜୀବନ ଜେଲରେ ଥିଲେ ,ଏବେ ସେମାନେ ମୁକ୍ତ ଶୁଣି....

ଅହମ୍ମଦାବାଦ: ବିଗତ ୨୦ ବର୍ଷର ଆଘାତ ଆଜି ମୋ ଉପରେ ଧୋଇହୋଗଲା। କୋହଭରା କଣ୍ଠରେ ଏହା କହିଛନ୍ତି ବିଲକିସ୍‌ ବାନୋ। ୨୦୦୨ ଗୁଜରାଟ ଦଙ୍ଗାରେ ୧୧ ଜଣ ତାଙ୍କୁ ଗଣଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଦୋଷୀମରନେ ଆଜୀବନକାରାଦଣ୍ଡ କାଟୁଥିବା ବେଳେ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ମୁକ୍ତ କରିଦିଆଯାଇଛି। ଗୁଜରାଟ ସରକାର ‘କ୍ଷମା ନୀତି’ରେ ଏହି ଦୋଷୀମାନଙ୍କୁ ମୁକ୍ତ କରିଛନ୍ତି। ଏହାପରେ ନିଜ ଅସନ୍ତୋଷ ଜାହିର କରିଛନ୍ତି ପୀଡ଼ିତା ବିଲକିସ୍‌ ବାନୋ।। ରାଜ୍ୟ ସରକାରଙ୍କ […]

bano

bano

Tapas Behera
  • Published: Thursday, 18 August 2022
  • Updated: 18 August 2022, 10:09 AM IST

Sports

Latest News

ଅହମ୍ମଦାବାଦ: ବିଗତ ୨୦ ବର୍ଷର ଆଘାତ ଆଜି ମୋ ଉପରେ ଧୋଇହୋଗଲା। କୋହଭରା କଣ୍ଠରେ ଏହା କହିଛନ୍ତି ବିଲକିସ୍‌ ବାନୋ। ୨୦୦୨ ଗୁଜରାଟ ଦଙ୍ଗାରେ ୧୧ ଜଣ ତାଙ୍କୁ ଗଣଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଦୋଷୀମରନେ ଆଜୀବନକାରାଦଣ୍ଡ କାଟୁଥିବା ବେଳେ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ମୁକ୍ତ କରିଦିଆଯାଇଛି। ଗୁଜରାଟ ସରକାର ‘କ୍ଷମା ନୀତି’ରେ ଏହି ଦୋଷୀମାନଙ୍କୁ ମୁକ୍ତ କରିଛନ୍ତି। ଏହାପରେ ନିଜ ଅସନ୍ତୋଷ ଜାହିର କରିଛନ୍ତି ପୀଡ଼ିତା ବିଲକିସ୍‌ ବାନୋ।। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରି ନିଜ ବଞ୍ଚିବାର ଅଧିକାରକୁ ଫେରାଇ ଦେବାକୁ ନିବେଦନ କରିଛନ୍ତି ।  ବିନା ଭୟ ଓ  ଶାନ୍ତିରେ ବଞ୍ଚିବା ପାଇଁ ସେ ସରକାରଙ୍କ ଠାରେ ନିବେଦନ କରିଛନ୍ତି । ଖାଲି ସେତିକି ନୁହଁ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ରହିଥିବା ବିଶ୍ୱାସ ଦୋହଲିଯାଇଛି। ୨୦ ବର୍ଷ ତଳେ ସେ ଯେଉଁ ଶାରୀରିକ ଓ ମାନସିକ ଆଘାତ ପାଇଥିଲେ, ଦୁଇଦିନ ତଳେ ସେ ଆଘାତ ପୁଣି ସେ ଅନୁଭବ କରିଛନ୍ତି। ଏହି ଖବରରେ ସେ ନିର୍ବାକ ହୋଇପଡ଼ିଛନ୍ତି।

ସେ ଏତିକି କହିବାକୁ ଚାହାନ୍ତି- ଜଣେ ନାରୀକୁ ମିଳିଥିବା ନ୍ୟାୟ ଏତିକିରେ କେମିତି ଶେଷ ହୋଇଯାଇପାରିବ?  ସେ କହିଛନ୍ତି ଯେ ଯେତେବେଳେ ମୁ ଶୁଣିଲି  ୧୧ ଜଣ ଦୋଷୀ ଯେଉଁମାନେ  ମୋ ପରିବାର ଏବଂ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି ଏବଂ ମୋ ୩ ବର୍ଷର ଝିଅକୁ ହତ୍ୟା କରିଥିଲେ ସେମାନଙ୍କୁ ମୁକ୍ତ ଭାବେ ଛାଡ଼ିଦିଆ ଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କୁ ଜୀବନକୁ ପୁଣିଥରେ ବିପଦରେ ପକାଇଛି। ଜଣେ ମହିଳାଙ୍କୁ ନ୍ୟାୟ ଏତିକିରେ କେମତି ଶେଷ ହୋଇଯିବ।  ମୁଁ ଆମ ମାଟିରେ ସର୍ବୋଚ୍ଚ ନ୍ୟାଳୟକୁ ବିଶ୍ୱାସ କରଥିଲି।  ମୁଁ ବ୍ୟବସ୍ଥା ପରେ ବିଶ୍ୱାସ ରଖିଥିଲି। ମୁଁ ପାଇଥିବା ଆଘାତ ସହ ବଞ୍ଚିବା ଶିଖିଯାଇ ଥିଲି।  କିନ୍ତୁ ଏବେ ପାପୀମାନଙ୍କୁ ଖଲାସ କରିଦିଆଯିବା ପରେ ତାଙ୍କର ଶାନ୍ତି ନଷ୍ଟ ହୋଇଛି ଏବଂ ନ୍ୟାୟ ବ୍ୟବସ୍ଥା ଉପରୁ ତାଙ୍କର ବିଶ୍ୱାସ ଉଠିଯାଇଛି। କେବଳ ତାଙ୍କ ପାଇଁ ନୁହେଁ, ନ୍ୟାୟ ପାଇଁ ଲଢ଼ୁଥିବା ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ସେ ଚିନ୍ତିତ ବୋଲି ବାନୋ ଉକ୍ତ ବିବୃତିରେ କହିଛନ୍ତି। ବାନୋ ପୁଣି କହିଛନ୍ତି, ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସୁରକ୍ଷା କଥା କେହି ଚିନ୍ତା କଲେ ନାହିଁ। ତାଙ୍କର ନିର୍ଭୟରେ ଓ ଶାନ୍ତିରେ ବଞ୍ଚିବାର ଅଧିକାର ତାଙ୍କୁ ଫେରାଇ ଦେବା ପାଇଁ ସେ ଗୁଜରାଟ ସରକାରଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା।

ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story