ୟୁପିରେ ଏମିତି ଚାଲିଛି ଭୋଟିଂ, ଧରାପଡିଲା ନକଲି ଭୋଟର୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି। ୧୧ ଜିଲ୍ଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟରମାନେ ଲାଇନ୍‌ରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାରି ଭିତରେ ଧରା ପଡିଛି ନକଲି ଭୋଟର। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରୁ ଜଣେ ନକଲି ଭୋଟରକୁ ଗିରଫ କରିଛି ପୁଲିସ। ବାଗପତର ବଢୌତ ଥାନା ଅଞ୍ଚଳର କୋଟାନା ଜନତା ଜୁନିଅର ହାଇସ୍କୁଲରେ ନକଲି ଭୋଟ୍ ଦେବାକୁ ଆସିଥିବା ଜଣେ ଯୁବକଙ୍କୁ […]

UP elecation-1

UP elecation-1

Madhupriya Mistry
  • Published: Thursday, 10 February 2022
  • Updated: 10 February 2022, 10:49 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି। ୧୧ ଜିଲ୍ଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟରମାନେ ଲାଇନ୍‌ରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାରି ଭିତରେ ଧରା ପଡିଛି ନକଲି ଭୋଟର। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରୁ ଜଣେ ନକଲି ଭୋଟରକୁ ଗିରଫ କରିଛି ପୁଲିସ।

ବାଗପତର ବଢୌତ ଥାନା ଅଞ୍ଚଳର କୋଟାନା ଜନତା ଜୁନିଅର ହାଇସ୍କୁଲରେ ନକଲି ଭୋଟ୍ ଦେବାକୁ ଆସିଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ସେପଟେ ଗରିବ ଭୋଟର୍‌ମାନଙ୍କୁ ୟୁପିର କୈରାନ ଅଞ୍ଚଳରେ ଡରାଇ ଧମକାଇ ସେମାନଙ୍କୁ ଭୋଟ ଦେବାକୁ ଦିଆଯାଇନଥିବା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ସମାଜବାଦୀ ପାର୍ଟି।

ସମାଜବାଦୀ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, ଶାମଲି ଜିଲ୍ଲାର କୈରାନ୍‌-୮ ବିଧାନସଭା କ୍ଷେତ୍ରର ଣ୍ଡୁଡୁଖେଡା ଗାଁର ବୁଥ ନମ୍ବର ୩୪୭, ୩୪୮, ୩୪୯, ୩୫୦ରେ ଗରିବ ମତଦାତାଙ୍କୁ ଡରାଇ ଧମକାଇ, ଭୋଟ ଦେବାକୁ ଦିଆଯାଇ ନାହିଁ। ସେମାନଙ୍କୁ ଘରକୁ ଫେରାଇ ଦିଆଯାଇଛି।' ସମାଜବାଦୀ ପାର୍ଟିର ଏହି ଟ୍ୱିଟ୍‌କୁ ନିର୍ବାଚନ କମିଶନ ଏବଂ ଡିଏମ୍‌କୁ ଟ୍ୟାଗ୍‌ କରାଯାଇଛି।

ଅନ୍ୟପଟେ ୟୁପି ମୁଜାଫରନଗର ଜିଲ୍ଲାରୁ ମଧ୍ୟ ଭୋଟିଂକୁ ନେଇ ଆଉ ଏକ ଅଭିଯୋଗ ଆସିଛି। ମୁଜାଫରନଗର ଜିଲ୍ଲାରେ, ମେରାପୁର ବିଧାନସଭା ଅନ୍ତର୍ଗତ ମେରାପୁର ସହରର ପ୍ରାଥମିକ ବିଦ୍ୟାଳୟ ୱାର୍ଡ ନମ୍ବର-୩ ରେ ଥିବା ମତଦାନ କେନ୍ଦ୍ରର ରୁମ ନମ୍ବର୦.୧ରେ ଥିବା ବୁଥରେ କାର୍ଯ୍ୟରତ ଥିବା ଜଣେ ମତଦାତା କର୍ମଚାରୀଙ୍କୁ ଭୋଟ୍ ଦେବାକୁ ଚାପ ପକାଯାଇଥିବା ଅଭିଯୋଗ ହୋଇଛି। ମତଦାନ ପରେ ବାହାରକୁ ଆସିଥିବା କିଛି ଭୋଟର କହିଛନ୍ତି ଯେ କର୍ମଚାରୀମାନେ ଆରଏଲଡି ଚିହ୍ନରେ ଭୋଟ୍ ଦେବାକୁ ଚାପ ପକାଉଛନ୍ତି। ଏହାକୁ ନେଇ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ବିରୋଧ ସୃଷ୍ଟି ହୋଇଛି।

ସେହିପରି ୟୁପିର ଅନେକ ଆସନରେ ସଠିକ୍‌ ସମୟରେ ମତଦାନ ଆରମ୍ଭ ହୋଇପାରି ନାହିଁ। ଇଭିଏମ୍‌ରେ ତ୍ରୁଟି ଥିବା ଯୋଗୁଁ ମତଦାନରେ ବିଳମ୍ବ ହୋଇଛି। ଆଜି ୟୁପି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ମେରଠରେ ସର୍ବାଧିକ ୯% ଭୋଟିଂ ହୋଇଛି। ସେହିପରି ବୁଲନ୍ଦସହରରେ ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ୭.୩୪% ପ୍ରତିଶତ ଭୋଟର ନିଜ ମତଦାନ ସାବ୍ୟସ୍ତ କରିପାରିଛନ୍ତି। ବାଗପତିରେ ୯ଟା ସୁସ୍ଥା ୮.୫%, ମୁଜାଫରନଗରରେ ୮.୩%, ସାମଲିରେ ୮.୭% ଏବଂ ହାପୁଡରେ ୮.୧୬ ପ୍ରତିଶତ ଭୋଟିଂ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story