୬ ରାଜ୍ୟର ୭ଟି ବିଧାନସଭା ସିଟ୍‌ରେ ଆଜି ଉପନିର୍ବାଚନ, ଭୋଟିଂ ଜାରି

ନୂଆଦିଲ୍ଲୀ: ଆଜି ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଚାଲିଛି ଉପ ନିର୍ବାଚନ। ଏହି ୬ଟି ରାଜ୍ୟରେ ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ଟି ଆସନର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, […]

elecetion

elecetion

Madhupriya Mistry
  • Published: Thursday, 03 November 2022
  • Updated: 03 November 2022, 08:58 AM IST

Sports

Latest News

ନୂଆଦିଲ୍ଲୀ: ଆଜି ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଚାଲିଛି ଉପ ନିର୍ବାଚନ। ଏହି ୬ଟି ରାଜ୍ୟରେ ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ।

ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ଟି ଆସନର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଏବଂ ହରିଆଣାରେ ୭ ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି।

ମହାରାଷ୍ଟ୍ର ଏବଂ ବିହାରରେ କ୍ଷମତା ବଦଳିବା ପରେ ଏହି ଦୁଇ ରାଜ୍ୟରେ ପ୍ରଥମ ଥର ପାଇଁ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମହାରାଷ୍ଟ୍ରର ଅନ୍ଧେରୀ-ଇଷ୍ଟ ଆସନ, ବିହାରର ମୋକମା ଏବଂ ଗୋପାଳଗଞ୍ଜ, ହରିଆଣାର ଆଦମପୁର ଆସନ ସହ ଉତରପ୍ରଦେଶର ଗୋଲା ଗୋକରନାଥ, ତେଲେଙ୍ଗାନାର ମୁନୁଗୋଡା ଏବଂ ଓଡ଼ିଶାର ଧାମନଗର ବିଧାନସଭା ଆସନରେ ଚାଲିଛି ଭୋଟିଂ।

ଆସନ୍ତା ୬ ତାରିଖରେ ଏହି ଆସନ ଗୁଡିକର କାଉଣ୍ଟିଂ ହେବ। ସେହିଦିନ ହିଁ ଏହି ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ। ଏହି ସବୁ ଆସନର କିଏ ଜିତିବ, କିଏ ହାତେଇବ ଆସନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସମସ୍ତ ଆସନରେ କଡା ସୁରକ୍ଷାବଳୟ ଭିତରେ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଛି। ସକାଳୁ ଭୋଟର୍‌ମାନେ ଆସି ନିଜ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story