ଜେଲରୁ ମୁକୁଳିଲେ ୯୮ ବର୍ଷୀୟ ବୃଦ୍ଧ, ଭାବପୂର୍ଣ୍ଣ ବିଦାୟ ଦେଲେ ଜେଲ କର୍ମଚାରୀ

ଅଯୋଧ୍ୟା: ସଜା ପୂରଣ ହେବା ପରେ ଆଜି ଜଣେ ୯୮ ବର୍ଷୀୟ ବୃଦ୍ଧ ଜେଲରୁ ମୁକୁଳିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟା ଜେଲରୁ ରାମ ସୁରତ ନାମକ ଜଣେ ବୃଦ୍ଧ ମୁକ୍ତ ହୋଇଛନ୍ତି। ବୃଦ୍ଧାବସ୍ଥାରେ ଅସହାୟ ଅବସ୍ଥାରେ ମୁକୁଳିଥିବା ରାମ ସୁରତଙ୍କୁ ଜେଲ କର୍ମଚାରୀଙ୍କ ପକ୍ଷରୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି। ଅଯୋଧ୍ୟାର ଜେଲ ଅଧ୍ୟକ୍ଷକ ତାଙ୍କୁ ନିଜ ବିଭାଗ ଜିପ୍‌ରେ ନିଜର ଠିକଣାସ୍ଥଳରେ ଛାଡ଼ିବାର ବ୍ୟବସ୍ଥା କରିଛନ୍ତି। परहित सरिस धर्म नहीं भाई . 98 वर्षीय […]

79

79

Tapas Behera
  • Published: Sunday, 08 January 2023
  • Updated: 08 January 2023, 10:17 PM IST

Sports

Latest News

ଅଯୋଧ୍ୟା: ସଜା ପୂରଣ ହେବା ପରେ ଆଜି ଜଣେ ୯୮ ବର୍ଷୀୟ ବୃଦ୍ଧ ଜେଲରୁ ମୁକୁଳିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟା ଜେଲରୁ ରାମ ସୁରତ ନାମକ ଜଣେ ବୃଦ୍ଧ ମୁକ୍ତ ହୋଇଛନ୍ତି। ବୃଦ୍ଧାବସ୍ଥାରେ ଅସହାୟ ଅବସ୍ଥାରେ ମୁକୁଳିଥିବା ରାମ ସୁରତଙ୍କୁ ଜେଲ କର୍ମଚାରୀଙ୍କ ପକ୍ଷରୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି। ଅଯୋଧ୍ୟାର ଜେଲ ଅଧ୍ୟକ୍ଷକ ତାଙ୍କୁ ନିଜ ବିଭାଗ ଜିପ୍‌ରେ ନିଜର ଠିକଣାସ୍ଥଳରେ ଛାଡ଼ିବାର ବ୍ୟବସ୍ଥା କରିଛନ୍ତି।

https://twitter.com/DgPrisons/status/1612003485998010370?s=20&t=0U4JDTmu9xbExmO1k5xZzQ

ରାମ ସୁରତଙ୍କୁ ଆଜି ନେବା ପାଇଁ କେହି ସମ୍ପର୍କୀୟ କିମ୍ବା ପରିବାର ଲୋକେ ଆସି ନଥିଲେ। ଜେଲ ଅଧ୍ୟକ୍ଷକ ଶଶିକାନ୍ତ ମିଶ୍ର ପୁତ୍ରାୱାତ ତାଙ୍କୁ କେଉଁଠିକୁ ଯିବ ବୋଲି ପଚାରିଥିଲେ। ବୃଦ୍ଧା ବୟସରେ ଶକ୍ତି ହରାଇଥିବା ଏବଂ ଅତ୍ୟନ୍ତ ଥରଥର ଅବସ୍ଥାରେ ରାମ ସୁରତ କୌଣସି ଏକ ମନ୍ଦିରକୁ ଯିବା କଥା କହୁଛନ୍ତି।

ତାଙ୍କ କଥା ସ୍ପଷ୍ଟ ହେଉ ନଥିଲେ ମଧ୍ୟ ସେ ଘରେ ନୁହେଁ କୌଣସି ମନ୍ଦିରରେ ଆଶ୍ରୟ ନେଉଥିବା ଜଣାପଡ଼ିଛି । ଆଜି ସେଇ ମନ୍ଦିରକୁ ପୁଲିସ କର୍ମଚାମାନେ ଛାଡ଼ିବାକୁ ନେଇଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେବାରା ଲାଗିଛି। ରାମ ସୁରତ ଗତ ୫ ବର୍ଷ ହେବ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ। ଧାରା ୪୫୨, ୩୨୩ ଏବଂ ୩୫୨ ଆଇପିସି ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମୁକ୍ତ ହେବା ପରେ ଉକ୍ତ ବ୍ୟକ୍ତି ଜେଲ କର୍ମଚାରୀଙ୍କଠାରୁ ବିଦାୟ ନେଇଥିଲେ। ଏହାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story