ଆମେ ଥକି ଯାଇଛୁ, କୋଭିଡ ଥକି ନାହିଁ : ପୁଣି ସତର୍କ କରାଇଲା ‘ହୁ’

ନୂଆଦିଲ୍ଲୀ: ମୃତ୍ୟୁର ତାଣ୍ଡବ ରଚି ପରେ ନିୟନ୍ତ୍ରଣକୁ ଆସିଥିବା ମହାମାରୀ କୋଭିଡ୍‌ ଧିରେ ଧିରେ ତାର ସ୍ଥିତି ଜାହିର କରିବାରେ ଲାଗିଛି। କରୋନାର ତାର ପ୍ରବାଭ ବିସ୍ତାର କରୁଥିବାରୁ ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)। ଗତ ଚାରି ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ହୁ କହିଛି ଯେ, ପାଗ ଯେତିକି ‌ଥଣ୍ଡା ପଡ଼ିଆସୁଛି କୋଭିଡ୍‌ ବିପଦ ସେତିକି ବଢ଼ିବାରେ ଲାଗିଛି। ‘ହୁ’ର  ମହାନିର୍ଦ୍ଦେଶକ […]

Covid

Covid

Tapas Behera
  • Published: Friday, 19 August 2022
  • Updated: 19 August 2022, 08:55 AM IST

Sports

Latest News

ନୂଆଦିଲ୍ଲୀ: ମୃତ୍ୟୁର ତାଣ୍ଡବ ରଚି ପରେ ନିୟନ୍ତ୍ରଣକୁ ଆସିଥିବା ମହାମାରୀ କୋଭିଡ୍‌ ଧିରେ ଧିରେ ତାର ସ୍ଥିତି ଜାହିର କରିବାରେ ଲାଗିଛି। କରୋନାର ତାର ପ୍ରବାଭ ବିସ୍ତାର କରୁଥିବାରୁ ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)। ଗତ ଚାରି ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ହୁ କହିଛି ଯେ, ପାଗ ଯେତିକି ‌ଥଣ୍ଡା ପଡ଼ିଆସୁଛି କୋଭିଡ୍‌ ବିପଦ ସେତିକି ବଢ଼ିବାରେ ଲାଗିଛି। ‘ହୁ’ର  ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ, କେବଳ ଗତ ସପ୍ତାହରେ ବିଶ୍ୱରେ କୋଭିଡରେ ୧୫,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି। କାନାଡାରେ ଜୁଲାଇ ୩୧ରୁ ଅଗଷ୍ଟ ପର୍ଯ୍ୟନ୍ତ ୨୬୩ଜଣଙ୍କର ମୃତ୍ୟୁ ହୋଇଛି। ଆମେ ଏହି ଭାଇରସ ଲଢ଼ି ଥକି ଯାଇଛୁ। କିନ୍ତୁ ଭାଇରସ୍ କ୍ଲାନ୍ତ ନୁହଁ। ସେ ଥକି ଯାଇନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି।

ଉତ୍ତର ଗୋଲାର୍ଦ୍ଧରେ ଥଣ୍ଡା ପାଗ ନିକଟତର ହେଉଥିବାରୁ  ଆସନ୍ତା ମାସରେ ଅଧିକ ସଂକ୍ରମଣ ଅଶଙ୍କା କରାଯାଉଥିବା ସେ କହିଛନ୍ତି। କାନାଡାରେ ହସପିଟାଲ କେସ ବଢ଼ିବାରେ ଲାଗିଛି। ଏଠାରେ ହଜାର ହଜାର ଲୋକେ କୋଭିଡରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଗଷ୍ଟ ସୁଦ୍ଧା ୮ ସୁଦ୍ଧା  ୪,୯୦୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ଗୋଟିଏ ସପ୍ତାହ ଏହି ମାମଲା ୫,୦୯୪ଥିଲା ।

ତେବେ ଟେଡ୍ରୋସ୍  କହିଛନ୍ତି ଯେ, ସଂକ୍ରମଣ ରୋକିବାପାଇଁ ଏବଂ ଜୀବନ ବଞ୍ଚାଇବାପାଇଁ ଆମ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଏତେ ଜୀବନହାନି ହେବା ଆଦୌ ଗ୍ରହଣୀୟ ନୁହେଁ। ଟିକା ନେଇନଥିବା ଲୋକଙ୍କୁ ତୁରନ୍ତ ଟିକା ନେବାକୁ ପଡ଼ିବ। ଯେଉଁମାନେ ବୁଷ୍ଟର ଡୋଜ୍‌ ନେବାକୁ ଅପେକ୍ଷା କରିଛନ୍ତି ସେମାନେ ମଧ୍ୟ ତୁରନ୍ତ ଏହା ନେବା ଆବଶ୍ୟକ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ ବୋଲି ହୁ ମୁଖ୍ୟ କହିଛନ୍ତି। କରୋନା ମହାମାରୀ ଆରମ୍ଭରୁ ଏଯାବତ ବିଶ୍ୱରେ ୫୯ କୋଟିରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆମେରିକାରେ ସର୍ବାଧିକ ୯.୩ କୋଟି ମାମଲା ଚିହ୍ନଟ ହୋଇଥିବା ବେଳେ ଭାରତରେ ପ୍ରାୟ ୪.୪ କୋଟି ମାମଲା ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story