ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ କିଏ?

ଗାନ୍ଧିନଗର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ୍। ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପୁଣିଥରେ ସମସ୍ତଙ୍କୁ ଚକମା ଦେଇଛି। ଗାନ୍ଧିନଗରରେ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଖୋଦ୍ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାଁ ଉପରେ ପ୍ରସ୍ତାବ ରଖିଥିଲେ। ରୁପାଣୀଙ୍କ ପ୍ରସ୍ତାବକୁ ବିଧାୟକ ଦଳ ସ୍ୱୀକାର କରିଥିଲେ ଏବଂ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ରୁପାଣୀଙ୍କ ଇସ୍ତଫା […]

bhupendra-patel22

bhupendra-patel22

Ranjit Kumar Jena
  • Published: Sunday, 12 September 2021
  • Updated: 12 September 2021, 06:51 PM IST

Sports

Latest News

ଗାନ୍ଧିନଗର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ୍। ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପୁଣିଥରେ ସମସ୍ତଙ୍କୁ ଚକମା ଦେଇଛି। ଗାନ୍ଧିନଗରରେ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଖୋଦ୍ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାଁ ଉପରେ ପ୍ରସ୍ତାବ ରଖିଥିଲେ। ରୁପାଣୀଙ୍କ ପ୍ରସ୍ତାବକୁ ବିଧାୟକ ଦଳ ସ୍ୱୀକାର କରିଥିଲେ ଏବଂ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ।

ରୁପାଣୀଙ୍କ ଇସ୍ତଫା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେ ନେଇ ଜୋରଦାର ମନ୍ଥନ ଚାଲିଥିଲା। ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ କିଛି ବଡ଼ ନାଁ ଥିଲା। କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ସିଆର୍ ପଟେଲ୍ ଓ ଗୋବର୍ଦ୍ଧନ ଝାଡାଫିୟାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲା। କିନ୍ତୁ ଭୂପେନ୍ଦ୍ରଙ୍କ ନାଁକୁ ନେଇ ସେଭଳି କୌଣସି ଚର୍ଚ୍ଚା ହୋଇନଥିଲା। ତାହେଲେ ଭୂପେନ୍ଦ୍ରଙ୍କ ନାଁ କେମିତି ଆସିଲା, ତାକୁ ନେଇ ଚର୍ଚ୍ଚା।

ଭୂପେନ୍ଦ୍ର ପଟେଲ୍ କିଏ?

ଭୂପେନ୍ଦ୍ରଙ୍କର ଜନ୍ମ ଜୁଲାଇ ୧୫, ୧୯୬୨ରେ ଗୁଜରାଟର ଅହମ୍ମଦାବାଦରେ ହୋଇଥିଲା। ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି। ସେ ରାଜନେତା ହେବା ବ୍ୟତୀତ ଜଣେ ବିଲ୍ଡର୍ ଭାବେ ନିଜକୁ ପରିଚିତ କରାଇଛନ୍ତି। ବର୍ତ୍ତମାନ ସେ ଘାଟଲୋଡିଆ ଆସନରୁ ବିଧାୟକ ଅଛନ୍ତି। ୨୦୧୭ରେ ସେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପାଖାପାଖି ୧ଲକ୍ଷ ୧୭ ହଜାର ରେକର୍ଡ ଭୋଟରେ ସେ ବିଜୟୀ ହୋଇଥିଲେ।

ଭୂପେନ୍ଦ୍ରଙ୍କୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍ ପଟେଲଙ୍କ ଅତି ନିକଟକର କୁହାଯାଉଛି। ଆନନ୍ଦୀବେନ୍ ପଟେଲ୍ ମଧ୍ୟ ଘାଟଲୋଡିଆ ଆସନରୁ ନିର୍ବାଚନ ଲଢ଼ୁଥିଲେ। କୁହାଯାଉଛି ଯେ ଆନନ୍ଦୀବେନଙ୍କ କହିବା ଦ୍ୱାରା ୨୦୧୭ରେ ଘାଟଲୋଡିଆ ଆସନରୁ ଭୂପେନ୍ଦ୍ର ପଟେଲଙ୍କୁ ଟିକେଟ୍ ଦିଆଯାଇଥିଲା। ହେଲେ ସେ ପାର୍ଟିକୁ ନିରାଶ କରିନଥିଲେ ଏବଂ ଲକ୍ଷେରୁ ଅଧିକ ଭୋଟରେ କଂଗ୍ରେସର ଶଶୀକାନ୍ତ ବାସୁଦେବଭାଇ ପଟେଲଙ୍କୁ ହରାଇଥିଲେ।

ଭୂପେନ୍ଦ୍ର ଅହମ୍ମଦାବାଦ ସହରାଞ୍ଚଳ ବିକାଶ ପ୍ରାଧିକରଣ ଓ ଅହମ୍ମଦାବାସ ନଗର ନିଗମର ସ୍ଥାୟୀ କମିଟିର ଚେୟାରମ୍ୟାନ୍ ରହିଆସିଛନ୍ତି। ଗତ କିଛି ବର୍ଷ ଧରି ଭୂପେନ୍ଦ୍ର ଅହମ୍ମଦାବାଦର ରାଜନୀତିରେ ସକ୍ରିୟ ରହିଛନ୍ତି। ଏହାଛଡ଼ା ସେ ପାଟିଦାର ସମାଜର ନେତା ମଧ୍ୟ ରହିସାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସବୁଠାରୁ ଅଧିକ ସମୟ (୪୬୧୦ ଦିନ) ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ପରେ କେନ୍ଦ୍ର ରାଜନୀତିରେ ସେ ପାଦ ଥାପିଥିଲେ ଏବଂ ନିଜ ବିକଳ୍ପ ଭାବେ ଆନନ୍ଦୀବେନ୍ ପଟେଲଙ୍କୁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଇଲେ। ପରବର୍ତ୍ତୀ ସମୟରେ ଆନନ୍ଦୀବେନଙ୍କୁ ହଟାଇ ବିଜୟ ରୁପାଣୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ବର୍ତ୍ତମାନ ଗୁଜରାଟରେ ସରକାର ଗଠନ ପାଇଁ ପାଟିଦାର ସମାଜର ବଡ଼ ଭୂମିକା ରହିଆସିଛି। ପାଟିଦାର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲ୍ କଂଗ୍ରେସରେ ସାମିଲ୍ ହୋଇଛନ୍ତି, ଯାହାଦ୍ୱାରା ରାଜ୍ୟରେ ବିଜେପିକୁ ବହୁତ କ୍ଷତି ହୋଇଥିଲା। ବିସିସିର ଏକ ରିପୋର୍ଟ ମୁତାବକ ରାଜ୍ୟରେ ମୋଟ ଜନସଂଖ୍ୟାର ୧୪ ପ୍ରତିଶତ ହେଉଛନ୍ତି ପାଟିଦାର। ସେହିପରି ଏମାନଙ୍କ ଭୋଟରଙ୍କ ସଂଖ୍ୟା ପାଖାପାଖି ୨୧ ପ୍ରତିଶତ। ରାଜ୍ୟରେ ପାଟିଦାର ସମାଜରୁ କିଛି ହେଭିୱେଟ୍ ବିଧାୟକ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story