କିଏ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ଅହମ୍ମଦାବାସ: ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ। ରୁପାଣୀଙ୍କ ଇସ୍ତଫା ପରେ ଏବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ବିଜେପିର ଅନେକ ନେତା ଅଛନ୍ତି। ଏଥିମଧ୍ୟରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ସାମିଲ୍ ଅଛି। ମାଣ୍ଡଭୀୟଙ୍କ ବ୍ୟତୀତ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ସିଆର୍ ପାଟିଲ ଓ ପ୍ରଫୁଲ୍ […]

Nitin-patel,-Parshottam-Chu

Nitin-patel,-Parshottam-Chu

Ranjit Kumar Jena
  • Published: Saturday, 11 September 2021
  • Updated: 11 September 2021, 08:10 PM IST

Sports

Latest News

ଅହମ୍ମଦାବାସ: ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ। ରୁପାଣୀଙ୍କ ଇସ୍ତଫା ପରେ ଏବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ବିଜେପିର ଅନେକ ନେତା ଅଛନ୍ତି। ଏଥିମଧ୍ୟରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ସାମିଲ୍ ଅଛି। ମାଣ୍ଡଭୀୟଙ୍କ ବ୍ୟତୀତ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ସିଆର୍ ପାଟିଲ ଓ ପ୍ରଫୁଲ୍ ପଟେଲଙ୍କ ନାଁ ମଧ୍ୟ ଏହି ରେସରେ ରହିଛି।

ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଶୀଘ୍ର ବିଜେପି ବିଧାୟକ ଦଳର ବୈଠକ ଡକାଯାଇପାରେ। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀନ ପଟେଲଙ୍କ ନାଁ ସବୁଠାରୁ ଆଗରେ ରହିଛି। ଯେହେତୁ ପଟେଲ୍ ପାଟିଦାର ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ରାଜ୍ୟରେ ଏହି ସମ୍ପ୍ରଦାୟର ମଧ୍ୟ ବେଶ୍ ଦବଦବା ରହିଛି, ତେଣୁ ତାଙ୍କୁ ସୁଯୋଗ ମିଳିପାରେ।

ସିଆର୍ ପଟେଲ ରାଜ୍ୟ ବିଜେପିର ମୁଖ୍ୟ ଅଛନ୍ତି। ସେହିପରି ପୁରୁଷୋତ୍ତମ ରୁପାଲା ରାଜ୍ୟର ଜଣେ ବରିଷ୍ଠ ନେତା। ଉଭୟ ରୁପାଲା ଓ ମାଣ୍ଡଭୀୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଛନ୍ତି। ସୂତ୍ର ଅନୁଯାୟୀ, ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା। ତେଣୁ ଏହି ଦୁଇ ନାଁ ବ୍ୟତୀତ ଆଉ କିଛି ନାଁ ମଧ୍ୟ ସାମ୍ନାକୁ ଆସିପାରେ।

କେନ୍ଦ୍ର ମନ୍ତ୍ରୀ ରୁପାଲା କହିଛନ୍ତି, ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ରବିବାର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ ଇସ୍ତଫା ପରେ ରୁପାଣୀ କହିଛନ୍ତି ଯେ ଗୁଜରାଟର ପରବର୍ତ୍ତୀ ବିଧାନସଭା ନିର୍ବାଚନ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଲଢ଼ାଯିବ।

ସୂଚନାଯୋଗ୍ୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆଜି ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ରୁପାଣୀ କାହିଁକି ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିନାହାନ୍ତି।

ଅନ୍ୟପକ୍ଷରେ ଗତ କିଛି ମାସ ଧରି ବିଜେପି ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା। ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକରେ ପାର୍ଟି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story