ମୁଁ ସୁଦାମା, ଆପଣମାନେ କୃଷ୍ଣ: ଚନ୍ନି

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ  ଚରଣଜିତ ସିଂ ଚନ୍ନି ସୋମବାର ଭଦୌର ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ମାଲୱା ଅଞ୍ଚଳରେ ଯାଉଥିବା ଏହି ଆସନ ଏଥର ଚନ୍ନିଙ୍କ ପାଇଁ ବେଶ ଚ୍ୟାଲେଞ୍ଜି ହେବ। ଚନ୍ନିଙ୍କୁ ମାଲୱାରୁ ପ୍ରାର୍ଥୀ କରିବା ବିରୋଧୀଙ୍କ ପାଇଁ  ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ଆଜି ପ୍ରାର୍ଥିପ୍ରତ୍ର ଦାଖଲ ପରେ ଚନ୍ନି କହିଛନ୍ତି ଯେ, ମୁଁ ହେଉଛି ‘ସୁଦାମା ଏବଂ ଆପଣମାନେ କୃଷ୍ଣ’। ମାଲୱାର ଜନସାଧାରଣଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ଚନ୍ନି। ଏହି […]

charanjit-singh-channi1

charanjit-singh-channi1

Tapas Behera
  • Published: Monday, 31 January 2022
  • Updated: 31 January 2022, 09:48 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ  ଚରଣଜିତ ସିଂ ଚନ୍ନି ସୋମବାର ଭଦୌର ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ମାଲୱା ଅଞ୍ଚଳରେ ଯାଉଥିବା ଏହି ଆସନ ଏଥର ଚନ୍ନିଙ୍କ ପାଇଁ ବେଶ ଚ୍ୟାଲେଞ୍ଜି ହେବ। ଚନ୍ନିଙ୍କୁ ମାଲୱାରୁ ପ୍ରାର୍ଥୀ କରିବା ବିରୋଧୀଙ୍କ ପାଇଁ  ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ଆଜି ପ୍ରାର୍ଥିପ୍ରତ୍ର ଦାଖଲ ପରେ ଚନ୍ନି କହିଛନ୍ତି ଯେ, ମୁଁ ହେଉଛି ‘ସୁଦାମା ଏବଂ ଆପଣମାନେ କୃଷ୍ଣ’। ମାଲୱାର ଜନସାଧାରଣଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ଚନ୍ନି। ଏହି ଅଞ୍ଚଳବାସୀ ତାଙ୍କ ବିଜୟ ନିଶ୍ଚିତ କରିବେ ବୋଲି ଚନ୍ନି କହିଛନ୍ତି । ଚନ୍ନି କହିଛନ୍ତି ଯେ, ଭଦୌର ଆସନ ପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି।

ମାଲୱାକୁ ମୁଁ ଏକ ମିଶନ ନେଇ ଆସିଛି। ଏହି ଅଞ୍ଚଳ ଭୌଗଳି ଦୃଷ୍ଟିରୁ  ବୃହତ୍ତର। କିନ୍ତୁ ଅନେକ ଜିଲ୍ଲା ବିକାଶ କ୍ଷେତ୍ରରେ ପଛୁଆ ରହିଛି ବୋଲି ସେ କହିଛନ୍ତି । କ୍ୟାପ୍ଟେନ୍‌ ଅମରିନ୍ଦରର ସିଂ ଏବଂ ପ୍ରକାଶ ସିଂ ବାଦଲଙ୍କ ହାତରେ ଶାସନର ଡୋରି ଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ ସେମିତି କିଛି ପରିବର୍ତ୍ତନ ହୋଇ ନାହିଁ। ମୁଁ ଏହି ଅଞ୍ଚଳରେ ବିକାଶର ସିଡ଼ି ତିଆରି କରିବି ବୋଲି ସେ କହିଛନ୍ତି । ଆଜିର ପ୍ରାଥିପତ୍ର ଦାଖଲ ବେଳେ ପୂର୍ବତନ ରେଳମନ୍ତ୍ରୀ ପୱନ କୁମାର ବଂଶଲ ଏବଂ କଂଗ୍ରେସର ବାରନଲା ପ୍ରାର୍ଥୀ ମନିଶ ବଂଶଲ ଉପସ୍ଥିତ ଥିଲେ। ଅମେ ଆପ୍ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛୁ ବୋଲି ବଂଶଲ କହିଛନ୍ତି।

ସେମାନେ ଲଢ଼େଇ ପାଇଁ ଆମକୁ ଆହ୍ୱାନ କରିଥିଲେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନି ଏଥର ଦୁଇଟି ଆସନ ଚମକୌର ସାହିବ ବିଧାନସଭା ଆସନ ଏବଂ  ଭଦୌରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉଭୟେ ଆସନ ବିଧାନସଭା ନିର୍ବାଚନ ପାଇଁ ସଂରକ୍ଷିତ ରହିଛି। ୨୦୦୭ ନିର୍ବାଚନରେ ଚନ୍ନି ପ୍ରଥମଥର ପାଇଁ ଚମକୌର ସାହିବ ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ ଚନ୍ନି। ଏହା ପରେ ସେ ଦୀର୍ଘ ଦିନ  ଉକ୍ତ ଆସନକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଚନ୍ନି ମନ୍ତ୍ରୀ ପଦ ପାଇଥିଲେ। ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ଚନ୍ନି ବିରୋଧୀ ଦଳ ନେତା ଭାବେ ସେବା ଯୋଗେଇ ଦେଇ ଆସିଛନ୍ତି। ପଞ୍ଜାବର ପ୍ରଥମ ଦଳିତ ନେତା ଭାବେ ଚନ୍ନି ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ସେ ପଞ୍ଜବାରେ ମୁଖମନ୍ତ୍ରୀ ପଦରେ ନିଯୁକ୍ତି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story