ବିବାଦରେ ବାବା ରାମଦେବ, କହିଲେ ମହିଳାମାନେ କିଛି ନ ପିନ୍ଧିଲେ ସୁନ୍ଦର ଦେଖାଯାନ୍ତି

ମୁମ୍ବାଇ: ପୁଣି ଅଡୁଆରେ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଫସିଲେ ଯୋଗଗୁରୁ। ତାଙ୍କୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି। ଚାରିଆଡୁ ତାଙ୍କୁ ସମାଲୋଚନା କରାଯାଉଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ପ୍ରକୃତରେ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ […]

Ramdev on Woman

Ramdev on Woman

Madhupriya Mistry
  • Published: Sunday, 27 November 2022
  • Updated: 27 November 2022, 11:56 AM IST

ମୁମ୍ବାଇ: ପୁଣି ଅଡୁଆରେ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଫସିଲେ ଯୋଗଗୁରୁ। ତାଙ୍କୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି। ଚାରିଆଡୁ ତାଙ୍କୁ ସମାଲୋଚନା କରାଯାଉଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି।

ପ୍ରକୃତରେ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।’

https://twitter.com/SwatiJaiHind/status/1596401647416389632?s=20&t=drI5Cp19LpdPGy6AxgwVgA

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ।

ରାମଦେବ ମହିଳାଙ୍କୁ ନେଇ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ୱାତୀ ମଲିୱାଲ ଏହି ଭିଡିଓକୁ ଶେୟାର କରିବା ସହ ବାବା ରାମଦେବଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି। ରାମଦେବ ମହିଳାଙ୍କୁ ଅପମାନିତ କରିଛନ୍ତି । ସେ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ୱାତୀ ଦାବି କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଫଡନାବିସଙ୍କ ପତ୍ନୀ ଅମୃତାଙ୍କ ସାମ୍ନାରେ ରାମଦେବ ଏଭଳି ଟିପ୍ପଣୀ ଦେବା ନିନ୍ଦନୀୟ ବୋଲି ଶ୍ୱାତୀ କହିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଯେତେବେଳେ ରାମଦେବ ମହିଳାଙ୍କ ଉପରେ ଏଭଳି କଥା କହିଲେ ସେଠାରେ ଉପସ୍ଥିତ ଅମୃତା ଫଡନାବିସ୍ ଏହାର ବିରୋଧ କଲେନି କାହିଁକି? ସରକାର ବି କାହିଁକି ନୀରବ? ରାଜ୍ୟ ସରକାର କ’ଣ ନିଜ ଜିଭକୁ କେନ୍ଦ୍ର ସରକାରଙ୍କ ପାଖରେ ବନ୍ଧା ପକାଇଛନ୍ତି କି? ବୋଲି ପ୍ରଶ୍ନ ସଞ୍ଜୟ ରାଉତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story